Browsing Category
Featured
ଏହି ଭୁଲ୍ ଯୋଗୁଁ କ୍ଷମା ମାଗିଛନ୍ତି ଅଭିନେତା ଅକ୍ଷୟ କୁମାର, ଫିସ୍ କୁ କହିଲେ ଏପରି
ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ଭିମଲ ଇଲାଇଚି ବିଜ୍ଞାପନରେ ତ ଆପଣ ଦେଖିଥିବେ ନିଶ୍ଚିତ । ଏହି ବିଜ୍ଞାପନରେ ବାଦଶାହ ଶାହାରୁଖ ଖାନ୍ ଓ ଅଜୟନ ଦେବଗନଙ୍କ ସହ ଅକ୍ଷୟ ନଜର ଆସିଥିଲେ । ଶାହାରୁଖ ଓ ଅଜୟ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୯ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ରାଜ୍ୟର କଲେଜମାନଙ୍କରେ ନିଯୁକ୍ତି ପାଇବେ ୩ ହଜାର ଅଧ୍ୟାପକ: ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଥିବା ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକ ଖୁବଶୀଘ୍ର ପୂରଣ କରାଯିବ । ନିକଟରେ ୯୦୦ରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଚଳିତ ବର୍ଷ…
କେନ୍ଦ୍ର ସରକାର ଏବେ ଏହି କର୍ମଚାରୀମାନଙ୍କୁ ଦେବେ ଉପହାର, ଶୀଘ୍ର ବଢ଼ିବ ଦରମା!
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଲକ୍ଷାଧିକ କର୍ମଚାରୀଙ୍କୁ ନିକଟରେ ମହଙ୍ଗା ଭତ୍ତାର ଲାଭ ମିଳିଛି । ସପ୍ତମ ବେତନ ଆୟୋଗ ଅଧିନରେ ଆସୁଥିବା ସମସ୍ତ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ସରକାର ମହଙ୍ଗା ଭତ୍ତାକୁ ପ୍ରଥମରୁ…
ପୁଣି ରାଗିଂ: ଦଶମ ଛାତ୍ରଙ୍କୁ ଉଲଗ୍ନ ସହ ଦୌଡ଼ିରେ ବାନ୍ଧି ମାଡ଼ ଅଭିଯୋଗ, ୮ ଛାତ୍ର ନିଲମ୍ବନ
ସମ୍ବଲପୁର(ଓଡ଼ିଶା ଭାସ୍କର): ରାଗିଂକୁ ନେଇ ପ୍ରଶାସନ କଡ଼ା କଟକଣା କରିଥିବା ସତ୍ତ୍ୱେ ସ୍କୁଲ, କଲେଜମାନଙ୍କରେ ଏହି ଘଟଣାର ପୁନରାବୃତ୍ତି ହେଉଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ସମ୍ବଲପୁରର ଏକ ଘରୋଇ ଆବାସିକ…
କିଙ୍ଗ୍ଫିସର୍ର ବ୍ରାଣ୍ଡ ଆମ୍ବାସାଡର ହେଲେ ରଶ୍ମିକା ମନ୍ଦନା ଏବଂ ବରୁଣ ଧୱନ, ନୂଆ ଏବଂ ରୋମାଞ୍ଚକର ଉପାୟରେ ଗ୍ରାହକଙ୍କ ସହ ଯୋଡ଼ି…
ନୂଆଦିଲ୍ଲୀ: ୟୁନାଇଟେଡ ବ୍ରିୱେରିଜ ପକ୍ଷରୁ ଆଜି ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ ଅଭିନେତା ବରୁଣ ଧୱନଙ୍କୁ ଏହାର ଆଇକୋନିକ ବ୍ରାଣ୍ଡ, କିଙ୍ଗଫିସର ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିବା ସମ୍ପର୍କରେ…
ମଣିଷଙ୍କୁ ପଶୁ ଇଞ୍ଜେକ୍ସନ ଦେବା ଘଟଣା: ASI ନିଲମ୍ବନ
କରଞ୍ଜିଆ(ଓଡ଼ିଶା ଭାସ୍କର): ମଣିଷଙ୍କୁ ପଶୁ ଇଞ୍ଜେକ୍ସନ ଦେବା ଘଟଣାରେ ପ୍ରଶାସନ ନେଇଛି ବଡ଼ ପଦକ୍ଷେପ । ଏହି ଘଟଣାରେ ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି । ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବିତ…
OAS ସ୍ତରରେ ଅଦଳବଦଳ, ପ୍ରଦୀପ କୁମାର ହେଲେ SC ଓ ST ବିଭାଗର ସ୍ୱତନ୍ତ୍ର ସଚିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶା ପ୍ରଶାସନିକ ସେବା (ଏସଏଏସ) ଅଧିକାରୀ ସ୍ତରରେ ଏକ ଅଦଳବଦଳ ହୋଇଛି । ରାଜ୍ୟର ମୋଟ ୧୧ ଜଣ ଅଧିକାରୀଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି । ଅନୁସୂଚିତ ଜାତି ଓ ଜନଜାତି ବିଭାଗର…
କଟକ ଚଣ୍ଡୀ ମନ୍ଦିରରେ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍
କଟକ(ଓଡ଼ିଶା ଭାସ୍କର): କଟକ ଚଣ୍ଡି ମନ୍ଦିରରେ ଆଜି ମା’ଙ୍କ ଦର୍ଶନ କରିଛନ୍ତି ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍ । ମନ୍ଦିର ସମ୍ପର୍କି ବିଭିନ୍ନ ବିଷୟରେ ମୁଖ୍ୟ ପୂଜକଙ୍କ ସହ ସେ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ…
ପ୍ରେମିକାକୁ ବିବାହର ପ୍ରତିଶୃତ ଦେଇ ସମ୍ପର୍କ ରଖିଲେ, ଅନ୍ତଃସତ୍ୱା କରି ଛାଡିଦେଲା: ପୀଡିତାଙ୍କ ପ୍ରତାରଣା ଅଭିଯୋଗ ପରେ ଗିରଫ ହେଲେ ଯୁବକ
କୁଜଙ୍ଗ, (ଭାସ୍କର ନ୍ୟୁଜ୍) : କୁଜଙ୍ଗ ଥାନା ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ ନିମ୍ବ ବେଲାରୀ ଗ୍ରାମର ଜନୈକ ଯୁବକ ପ୍ରେମିକକୁ ଭଲ ପାଇବାର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ସହିତ ଗର୍ଭବତୀ କରିବାପରେ…