
Browsing Category
Featured
ଇନ୍ଦୌର ଅଗ୍ନିକାଣ୍ଡରେ ବଡ଼ ଖୁଲାସା: ସର୍ଟସର୍କିଟ ନୁହେଁ, ବରଂ ଏକତରଫା ପ୍ରେମର ‘ନିଆଁ’ ନେଲା ୭ ଜୀବନ
ଇନ୍ଦୌର: ଇନ୍ଦୌରର ବିଜୟନଗର ସ୍ଥିତ ସ୍ୱର୍ଣ୍ଣବାଗ କଲୋନୀରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ପୋଲିସର କହିବା ମୁତାବକ, ଏକ ତରଫା ପ୍ରେମ ଯୋଗୁଁ ଚାଲିଗଲା ୭ ଜୀବନ । ୨୪ ଘଣ୍ଟା ମଧ୍ୟରେ ଘଟଣାର…
ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍ କ୍ରିକେଟ୍, ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍ କ୍ରିକେଟ୍ରେ ୧୨ ଜଣ ବିଦେଶୀ ଖେଳାଳିଙ୍କୁ ଦେଖିବାକୁ ମିଳିବ । ସମସ୍ତେ ନିଜ ନିଜର ଅଂଶଗ୍ରହଣ…
ଗାଡ଼ିଚାଳକମାନେ ହୋଇଯାଆନ୍ତୁ ସାବଧାନ: ହେଲମେଟ୍ ନ ପିନ୍ଧିଲେ, ବାଇକରେ ୩ ଜଣ ବସିଲେ, ଛୋଟ ପିଲା ଗାଡ଼ି ଚଳାଇଲେ ଫାଇନ୍ ସହ DL ବାତିଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗାଡ଼ିଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ନିୟମ ନ ମାନିଲେ ଗାଡ଼ିଚାଳକମାନେ ଜରିମାନା ଦେବା ସହ ସେମାନଙ୍କର ଲାଇସେନ୍ସ ବାତିଲ୍ କରାଯିବ । ଆସନ୍ତା ୧୫ ତାରିଖଠାରୁ…
କ୍ରିପ୍ଟୋ ମାର୍କେଟ୍ରେ ଅଭିବୃଦ୍ଧି, ୧.୧୭% ବଢ଼ିଲା ବିଟକଏନ୍
ମୁମ୍ବାଇ: ଶନିବାର ଦିନ କ୍ରିପ୍ଟୋ ମାର୍କେଟ୍ରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବିଟକଏନ୍ ସନ୍ଧ୍ୟା ୫ଟା ବେଳେ ୧.୧୭% ବୃଦ୍ଧି ସହ ୨୯.୩୮ ଲକ୍ଷ ଟଙ୍କାର କାରବାର କରିଛି । ଏହି ସମୟରେ ଏହାର ମୂଲ୍ୟ ୩୩ହଜାରରୁ ଅଧିକ…
କ୍ୟାପିଟାଲ୍ ରିଜିଅନ୍ ରିଂ ରୋଡ୍ କାର୍ଯ୍ୟ ତ୍ୱରାନ୍ୱିତ ହେବ, ଖୁବ୍ଶୀଘ୍ର ଆରମ୍ଭ ହେବ ଜମି ଅଧିଗ୍ରହଣ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): କ୍ୟାପିଟାଲ ରିଜିଅନ ରିଂ ରୋଡ୍ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଖୁବ୍ ଶୀଘ୍ର ଏଥିପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବ । ଜାତୀୟ ରାଜପଥ ପ୍ରାଧିକରଣର ସମସ୍ତ ପୁରୁଣା ପ୍ରକଳ୍ପରେ…
ବଢ଼ିଲା ଯୁଦ୍ଧ ଆଶଙ୍କା: ତାଇୱାନ ସୀମାରେ ଚକ୍କର କାଟିଲା ଚୀନ୍ର ୧୮ ଫାଇଟର ଜେଟ୍, ଘଉଡ଼ାଇଲା ତାଇୱାନ ବାୟୁସେନା
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ତାଇୱାନ୍ ଉପରେ ଚୀନ୍ ନିଜର ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି । ତାଇୱାନ୍ ଉପରେ ପୁନଃ ନିଜର ସତ୍ତା ଦଖଲ ପାଇଁ ଚୀନ୍ ତାଇୱାନର ସୀମାରେ ଅନାଧିକାର ପ୍ରବେଶ କରିଛି…
ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ରହିଛି ଅଗ୍ନିଶମ ବିଭାଗ, ସମସ୍ତ ପ୍ରକାର ଯନ୍ତ୍ରପାତି ସହ ପ୍ରସ୍ତୁତ ରହିଛି ସ୍ୱତନ୍ତ୍ର ଟିମ୍
ବ୍ରହ୍ମପୁର (ଭାସ୍କର ନ୍ୟୁଜ ) :ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ଆଗୁଆ ପ୍ରସ୍ତୁତି ଜାରି କରାଯାଇଛି …
ରଥଖଳା ଅପଡେଟ୍…ତୁମ୍ବ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ବିଶ୍ୱକର୍ମା, ତିଆରି ହେବ ୪୨ ତୁମ୍ବ
ପୁରୀ, (ଭାସ୍କର ନ୍ୟୁଜ୍) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଗତ ଅକ୍ଷୟ ତୃତୀୟ ଠାରୁ ରଥକାଠ ଅନୁକୂଳ ପରେ ତହିଁ ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ଥିବା…
ରାଶିଫଳ(ରବିବାର,୦୮ ମେ,୨୦୨୨)
ମେଷ : ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ପରିବାରର ଆନନ୍ଦଦାୟୀ ବାତାବରଣ ମଧ୍ୟ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ସହାୟତା କରିବ। ସ୍ଵାସ୍ଥ୍ୟରେ ବୃଦ୍ଧି ହେବ। ସହଯୋଗିମାନଙ୍କର ଭଲ ସହଯୋଗ ମିଳିବ।…
ଏଣିକି ଖେଲୋ ଇଣ୍ଡିଆ କ୍ରୀଡା ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି, ବଡ଼ ଘୋଷଣା କଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ
ହରିୟାଣା: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଆଗାମୀ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ରାଜ୍ୟର ଯେଉଁ ଆଥଲେଟ ମାନେ ପଦକ ହାସଲ କରିବେ, ସେମାନଙ୍କୁ ମିଳିବ ସରକାରୀ ଚାକିରି । କାରଣ ବିଭିନ୍ନ ଜାତୀୟ…