Browsing Category

Featured

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୧ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଦେଶର ୫ଟି ରାଜ୍ୟରେ ଆରମ୍ଭ ହେଲା ONDC ସେବା, ଜାଣନ୍ତୁ ଛୋଟ ଦୋକାନୀମାନେ କିପରି ପାଇ ପାରିବେ ଇ-କମର୍ସର ଫାଇଦା

ନୂଆଦିଲ୍ଲୀ: ଭାରତ ସରକାର ଏକ ନୂଆ ଧରଣର ଇ-କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି । ଦେଶର ୫ଟି ରାଜ୍ୟରେ ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ (ଓଏନଡିସି) ପାଇଲଟ୍ ପ୍ରକ୍ରିୟା ଭାବେ ଆରମ୍ଭ କରାଯାଇଛି । ଉକ୍ତ…

ଇଫତାର ପାର୍ଟିରେ ହିନ୍ଦୁଙ୍କୁ ଦିଆଗଲା ବିଫ୍: ଅସନ୍ତୋଷ ଜାହିର କଲେ ହିନ୍ଦୁ ନେତା

ନୂଆଦିଲ୍ଳୀ: ବିଫ୍ ବା ଗୋମାଂସକୁ ନେଇ ଦେଖାଦେଇଛି ବିବାଦ । ଇଫ୍ତାର ପାର୍ଟରେ ପାରମ୍ପରିକ ଥାଳିରେ ବିଫ୍ ପରସା ଯିବାକୁ ନେଇ ଦେଖା ଦେଇଥିଲା ବିବାଦ । ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଖାଲେଦା ଜିଆଙ୍କ ପକ୍ଷରୁ ଆୟୋଜନ…

ଆଜି ଅନ୍ତର୍ଜାତୀୟ ଶ୍ରମ ଦିବସ: ଜାଣନ୍ତୁ କେଉଁ ସ୍ଥାନରେ କେବେ ପାଳନ ହୋଇଥାଏ ଏହି ଦିନ…

ନୂଆଦିଲ୍ଲୀ: ମେ ୧ ତାରିଖକୁ ଦେଶରେ ଶ୍ରମ ଦିବସ ବା ଶ୍ରମିକ ଦିବସ ରୂପେ ପାଳନ କରାଯାଏ । ତେବେ କେବଳ ଭାରତ ନୁହେଁ, ସାରା ଦୁନିଆରେ ଏହାକୁ ଭିନ୍ନ ନାମରେ ଏବଂ ଭିନ୍ନ ଦିନ ମାନଙ୍କରେ ପାଳନ କରାଯାଏ । ଅନ୍ତରାଷ୍ଟ୍ରୀୟ…

ସୀମା ଟପିଲା ବର୍ବରତା : ୩ ଶିଶୁଙ୍କୁ ନିର୍ମମ ହତ୍ୟା ପରେ କୂଅରେ ଫିଙ୍ଗିଲା ନୃଶଂସ ବାପ

ରାଉରକେଲା: ବାପାର ରାଗ ଆଗରେ ବଳି ପଡିଗଲା ୩ କଅଁଳ ଜୀବନ । ନିର୍ମମ ଭାବରେ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ନୃସଂସ ବାପା । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଲଡା ଅଞ୍ଚଳରେ । ଏହି ଘଟଣା ପରେ…

BJP, Congress ନା ତୃତୀୟ ସାମ୍ମୁଖ୍ୟ: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ BJD?

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି । ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ…

ମଦ ବିକ୍ରି ପାଇଁ ସରକାରଙ୍କ ଅଜବ ନିୟମ: ଗୋଟିଏ ପ୍ଲଟ୍‌ରେ ଚାଲିଛି ଦୁଇଟି ମଦ ଦୋକାନ, ଅଭିଯୋଗ କଲେ ଶୁଣୁନି ଅବକାରୀ ବିଭାଗ

ନିଆଳି, (ଭାସ୍କର ନ୍ୟୁଜ୍‌) : ସରକାର ମଦବିକ୍ରୀ କରିବା ନିମନ୍ତେ ଆଗ ଅପେକ୍ଷା ଏବେ ଅକ୍ସନରେ ଏକ ପ୍ରକାର ସ୍ୱଚ୍ଛତା ଆଣିଛନ୍ତି ସତ, କିନ୍ତୁ ମଦ ବିକ୍ରିକରି ରାଜକୋଷ ବଢାଇବା ନିମନ୍ତେ କଟକ ଜିଲ୍ଲା ଅବକାରୀ ବିଭାଗ…

ଆଇଏମ୍‌ଡି ଡିଜିଙ୍କ ପୂର୍ବାନୁମାନ: ବାତ୍ୟା ରୂପ ନେଇପାରେ ଲଘୁଚାପ, ୬ ତାରିଖରେ ଜଣାପଡିବ ତୀବ୍ରତା ଓ ଗତିପଥ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ): ଦକ୍ଷିଣ ଆଣ୍ଡାମାନସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ମାସ ୬ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବାତ୍ୟା ରୂପ ନେବାର ଆକଳନ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା ASI ଟିମ୍

ପୁରୀ, (ଓଡ଼ିଶା ଭାସ୍କର) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏହାର ଅନୁଧ୍ୟାନ ପାଇଁ ଆଜି ପୁରୀରେ ପହଞ୍ଚିଛି ଏଏସଆଇ ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ…

ଆଜିଠାରୁ ‘ନାଟ୍ୟଧାରା’ ମହୋତ୍ସବ, ୬ ଦିନ ଯାଏଁ ପରିବେଷଣ ହେବ ବିଭିନ୍ନ ନାଟକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ୨୦୨୧ ଅପ୍ରେଲ ମାସରୁ ବନ୍ଦ ଥିବା ମାସିକ ନାଟକ କାର୍ଯ୍ୟକ୍ରମ ‘ନାଟ୍ୟଧାରା’, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଓଡ଼ିଶା ସରକାର ଓ ଓଡ଼ିଶା ନାଟ୍ୟସଂଘର ମିଳିତ ଆନୁକୂଲ୍ୟରେ ପୁଣିଥରେ ଭଞ୍ଜକଳା…