Browsing Category
Featured
ଅଷ୍ଟମ ବିଜୟ ସହ ପ୍ଲେ ଅଫରେ ସ୍ଥାନ ନିଶ୍ଚିତ କଲା ଗୁଜୁରାଟ, ପୁଣି ଚମକିଲା ରାହୁଲ ଟେୱାଟିଆ ଏବଂ ଡେଭିଡ୍ ମିଲରଙ୍କ ଜୋଡ଼ି
ମୁମ୍ବାଇ: ଆଇପିଏଲର ୪୩ ତମ ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋରକୁ ୬ ୱିକେଟ୍ ରେ ହରାଇ ଦେଇଛି । ବାଙ୍ଗଲୋର ଅଧିନାୟକ ଫାପ୍ ଡୁପ୍ଲେସିସ ଟସ୍ ଜିତି ବ୍ୟାଟିଂ କରିବବାକୁ ନିଷ୍ପତି ନେଇଥିଲେ ।…
(Video) ପାୱାରକଟ୍ ଯୋଗୁଁ ହୋଇପଡ଼ିଲେ ଅତିଷ୍ଠ: ଗରମରୁ ତ୍ରାହି ପାଇଁ କଲେ ଏଭଳି ଉପାୟ, ଦେଖିଲେ ଆପଣ ବି କହିବେ କି’ ଉପାୟ
ବର୍ତ୍ତମାନ ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗରମ ଯୋଗୁଁ ସ୍ଥିତି ଏଭଳି ରହିଛି ଯେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହେଇଯାଉଛି । ଆଉ ସେଥିରେ ପୁଣି ପାୱାର କଟ୍ ଗରମରେ ଆହୁରି ଅସ୍ତବ୍ୟସ୍ତ କରିପକାଏ ।…
ବଢିଲା ଦିନମଜୁରିଆଙ୍କ ପାରିଶ୍ରମିକ, ୮୯ ଟି କ୍ଷେତ୍ରର ଶ୍ରମିକ ପାଇବେ ଲାଭ
ଭୁବନେଶ୍ୱର: ରାଜ୍ୟରେ ଦିନମଜୁରିଆଙ୍କ ପାରିଶ୍ରମିକ ବଢ଼ାଇଲେ ରାଜ୍ୟ ସରକାର । ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ପାରିଶ୍ରମିିକ ଶ୍ରମିକ ଦିବସରୁ ଅର୍ଥାତ୍ ଆସନ୍ତାକାଲିଠାରୁ…
ସ୍କୁଲ ସମୟରେ ପରିବର୍ତ୍ତନ କଲେ ରାଜ୍ୟ ସରକାର: ଜାଣନ୍ତୁ କେଉଁ ସମୟରେ ଆସିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲରେ ପାଠପଢ଼ା ସମୟ ବଦଳାଇଲେ ସରକାର । ଏଣିକି ସକାଳ ୬ ଟାରୁ ୯ ପର୍ଯ୍ୟନ୍ତ ହେବ ସ୍କୁଲ୍ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର…
ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦରୁ ଓହରିଲେ ରବୀନ୍ଦ୍ର ଜାଡେଜା, ପୁଣିଥରେ ଅଧିନାୟକ ହେବେ ମହେନ୍ଦ୍ର ସିଂ ଧୋନି
ମୁମ୍ବାଇ: ଚଳିତ ଆଇପିଏଲରେ ଲଗାତାର ଖରାପ ପ୍ରଦର୍ଶନ କରିବା ପରେ ଟୁର୍ଣ୍ଣାମେଣ୍ଟ ଅଧାରୁ ଚେନ୍ନାଇ ଅଧିନାୟକ ପଦବୀରୁ ଓହରି ଯାଇଛନ୍ତି ରବିନ୍ଦ୍ର ଜାଡେଜା । ୮ ମ୍ୟାଚ୍ ରୁ ୬ ପରାଜୟ ପରେ ସେ ଧୋନୀଙ୍କୁ ପୁଣି ଅଧିନାୟକ ପଦ…
ରାଜ୍ୟରେ ଲାଗି ରହିଛି ପ୍ରବଳ ତାତି, ଟିଟିଲାଗଡ଼ରେ ରେକର୍ଡ ହେଲା ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଭୀଷଣ ଗରମ ଲାଗି ରହିଛି । ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରଦେଉଛି । ଆଜି ରାଜ୍ୟ ପୁଣି ଥରେ ତତଲା କଡ଼େଇରେ ଭାଜି ହୋଇଛି । ତେବେ ଆଗାମୀ ୨୪…
ଭାରତୀୟ ଛାତ୍ରଙ୍କୁ ପାକିସ୍ତାନରେ ମେଡିକାଲ ପଢ଼ିବା ମନା, ଏନଏମସି ଜାରି କଲା ନୋଟିସ
ନୂଆଦିଲ୍ଲୀ: ପାକିସ୍ତାନରେ ମେଡିକାଲ ପଢ଼ିପାରିବେନି ଭାରତୀୟ ଛାତ୍ର । ଭାରତୀୟ ଛାତ୍ରଙ୍କୁ ପାକିସ୍ତାନରେ ମେଡିକାଲ କଲେଜରେ ଆଡମିଶନ ନ କରିବାକୁ ପରାମର୍ଶ ଦେଇଛି ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ।…
ବଦଳିଗଲା ଅଭିନେତାଙ୍କ ଭାଗ୍ୟ, Paatal Lok 2 ପାଇଁ ମିଳିବ ୫୦ ଗୁଣା ଅଧିକ ଫିସ୍
ମୁମ୍ବାଇ: ଆମାଜନ ପ୍ରାଇମ୍ ର ଚର୍ଚ୍ଚିତ ୱେବ୍ ସିରିଜ୍ "ପାତାଳ ଲୋକ'ର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଜୟଦୀପ ଅହଲାୱତ ଏବେ ଚର୍ଚ୍ଚାରେ । ପାତାଳ ଲୋକ ପ୍ରଥମ ସିଜନରେ ଜବଦସ୍ତ ସଫଳତା ପରେ ପ୍ରଶଂସକ ଏହାର ଦ୍ୱତୀୟ…
ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୫୦ ଡ଼ିଗ୍ରୀ ପାର କରିପାରେ ତାପମାତ୍ରା
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତର ଅନେକ ରାଜ୍ୟରେ ଭୀଷଣ ଗରମ ଲାଗି ରହିଛି । ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଓଡ଼ିଶା ଭଳି ରାଜ୍ୟରେ ସୁର୍ଯ୍ୟଙ୍କ ପ୍ରକୋପ ଜାରି ରହିଛି । ଏଭଳି ସମୟରେ ଭାରତୀୟ…
ଦ୍ୱିତୀୟ ଡୋଜ୍ ଏବଂ ବୁଷ୍ଟର ଡୋଜ୍ ମଧ୍ୟରେ କମିବ କି ବ୍ୟବଧାନ? ଚାଲିଛି ବିଚାର
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ସରକାର ନିକଟରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରିକସନ ଡୋଜ୍ ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ…