Browsing Category

Featured

ରାଶିଫଳ (ରବିବାର,୧୮ ଜୁଲାଇ ୨୦୨୧)

ମେଷ: ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ବୃଷ: ଆଜି ଆପଣ ଅଟକିଥିବା କାର୍ଯ୍ୟ…

ଏହି ସ୍ଥାନରୁ ମିଳିଲା ୧ ଲକ୍ଷ ବର୍ଷ ତଳର ଚିତ୍ରପଟ

ନୂଆଦିଲ୍ଲୀ: ପ୍ରତ୍ନତତ୍ତ୍ୱ ବିଭାଗକୁ ମିଳିଛି ୧ ଲକ୍ଷ ବର୍ଷ ତଳର ଚିତ୍ରପଟ । ହରିଆଣାର ଏକ ଗୁମ୍ଫାରେ ପ୍ରତ୍ନତତ୍ତ୍ୱବିତଙ୍କୁ ମିଳିଛି ଏହି ଚିତ୍ର । ମଙ୍ଗର ବାନି ଜଙ୍ଗଲରେ ରହିଥିବା ଗୁମ୍ଫାରେ ଅନୁସନ୍ଧାନ ସମୟରେ ଏହି…

୧୬ଟି ରୁଟରେ ପୁଣି ଗଡ଼ିବ ‘ମୋ ବସ୍‌’

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜୁଲାଇ ୧୯ରୁ ୩ଟି ସହରରେ ପୁଣି ଗଡ଼ିବ ‘ମୋ ବସ୍‌’ । ଭୁବନେଶ୍ବର, କଟକ ଓ ପୁରୀର ୧୬ଟି ରୁଟରେ ଚାଲିବ ବସ୍‌। ପ୍ରଥମ ପର୍ୟ୍ୟାୟରେ ସୋମବାରରୁ ଶୁକ୍ରବାର ଯାଏ ୮୭ଟି ବସ୍‌ ଚାଲିବ। ସକାଳ…

ସି.ଇ.ଟିକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା : ନବୀନ ପଟ୍ଟନାୟକଙ୍କୁ ଯୁବ ବିଜେଡ଼ି ପକ୍ଷରୁ ଧନ୍ୟବାଦ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟରେ ସି.ଇ.ଟି ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଓଡ଼ିଶା…

ଦଳ ଛାଡିଲେ ପ୍ରିୟା ପୁନିଆ; ଜାଣନ୍ତୁ କଣ ରହିଛି କାରଣ

ଜୟପୁର: ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ପ୍ରିୟା ପୁନିଆ ଦଳ ଛାଡିଛନ୍ତି । ତେବେ ଭାରତୀୟ ଦଳ ନୁହେଁ ଆଗାମୀ ସିଜିନ ପାଇଁ ସେ ନିଜର ଘରୋଇ କ୍ରିକେଟ ଦଳ ରାଜସ୍ଥାନ ଛାଡିଛନ୍ତି । ୨୪ ବର୍ଷୀୟ ଓପନିଂ ବ୍ୟାଟ୍ସମ୍ୟାନ୍…

ସିଇଓଙ୍କ ଠାରୁ କମ ନୁହନ୍ତି ସଲମାନଙ୍କ ବଡିଗାର୍ଡ; ଜାଣନ୍ତୁ କେତେ ତାଙ୍କର ଦରମା

ନୂଆଦିଲ୍ଲୀ: ଅଧିକାଂଶ ସେଲିବ୍ରିଟି ବଡିଗାର୍ଡ ରଖିଥାନ୍ତି ଆଉ ଏହି କାମ ଏତେ ସହଜ ମଧ୍ୟ ନୁହେଁ । ସୁରକ୍ଷା ଦେବାଠାରୁ ଆରମ୍ଭ କରି ସର୍ବସାଧାରଣରେ ସ୍ଥାନରେ ସୁରକ୍ଷା ଦେବା ସହ ଫ୍ୟାନମାନଙ୍କ ଠାରୁ ଦୂରେଇ ରଖିବା…

ଆପଣଙ୍କୁ ଆସୁଛି କି ଏମିତି ମେସେଜ୍…..; ସତର୍କ କରାଇଲେ ଡିସିପି ଭୁବନେଶ୍ୱର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ମାତିବାରେ ଲାଗିଛନ୍ତି ସାଇବର ଠକ । ସାଇବର ଠକ ମାନେ ନିୟମିତ ଭାବରେ ଠକିବାର ନୂଆ ନୂଆ ଉପାୟ ବାହାର କରିବାରେ ଲାଗିଛନ୍ତି । ପୂର୍ବରୁ ଆକାଉଣ୍ଟ ସୂଚନା ମାଗି…

ଦୁଇ ବର୍ଷ ପରେ ଥିଏଟରରେ କଙ୍ଗନା; ବନାଇଲେ ବୁମେରାଙ୍ଗ ଭିଡିଓ

ମୁମ୍ବାଇ: ସର୍ବଦା ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କଙ୍ଗନା ରଣାୱତ ଦୁଇ ବର୍ଷ ପରେ ଥିଏଟରରେ ନଜର ଆସିନାହାନ୍ତି । ହଙ୍ଗେରୀର ବୁଦାପେଷ୍ଟରେ ଥିବା କଙ୍ଗନା ଏକ ଥିଏଟରରେ ନଜର ଆସିଥିଲେ । ସ୍କାର୍ଲେଟ…

ବିଶିଷ୍ଟ ସମାଜସେବୀ ଶ୍ରୀକାନ୍ତ ପରୀକ୍ଷାଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡ଼. ତୁଳସୀ ମୁଣ୍ଡାଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଶ୍ରୀକାନ୍ତ ପରୀକ୍ଷାଙ୍କ ହୃତଘାତରେ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ବାଜିରାଉତଗଞ୍ଜଗ୍ରାମରେ ଜନ୍ମଗ୍ରହଣ…

୩ ଆଇଟି କମ୍ପାନୀ ଦେବେ ୧ ଲକ୍ଷ ଚାକିରି; ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: କରୋନା କାରଣରୁ ସମଗ୍ର ଦେଶରେ ଲକ୍ଷାଧିକ ଚାକିରି ଯାଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ନୂତନ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି ୩ ଆଇଟି କମ୍ପାନୀ । ୩ ଭାରତୀୟ ଆଇଟି କମ୍ପାନୀ ଟିସିଏସ୍,…