fbpx
Browsing Category

Featured

ମହିଳାଙ୍କୁ ୯ ଦିନ ଧରି ଗଣଦୁଷ୍କର୍ମ, ନିଶା ଇଞ୍ଜେକ୍ସନ ଦେଉଥିଲେ ଜୋର ଜବରଦସ୍ତ

ଓଡ଼ିଶା ଭାସ୍କର ବ୍ୟୁରୋ: ସେମାନେ ୪ ଜଣ ସାଙ୍ଗ । ଚିନ୍ତାଧାରା ବି ସମାନ । କିନ୍ତୁ ସୈତାନର ମୁଣ୍ଡ ସମସ୍ତଙ୍କର । ଦେହଲୋଭରେ ପାଗଳ ଆଉ ନିଶାରେ ଚୂର୍ । ଏମିତି କାଣ୍ଡ ଭିଆଇଲେ ଯାହାକି ଭାବିଲେ ବି ଛାତି ଥରିଯିବ । ଜଣେ…

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଲେଜର୍ ସ୍କାନିଂ ପ୍ରକ୍ରିୟା

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ଲେଜର୍ ସ୍କାନିଂ । ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର୍ ସ୍କାନିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୩ ଜୁଲାଇ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ସେନ୍ସ ଜିଓ ମେଟ୍ରିକ୍ସ…

ଭାରତର ପ୍ରଥମ କୋଭିଡ଼ ଆକ୍ରାନ୍ତଙ୍କୁ ପୁଣି ଥରେ ହେଲା କରୋନା

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କିନ୍ତୁ କେରଳ ସମତେ କିଛି ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ଏହାରି ମଧ୍ୟରେ ଖବର ମିଳିଛି କି, ଦେଶର ପ୍ରଥମ କରୋନା ସଂକ୍ରମିତଙ୍କୁ…

ଲଞ୍ଚ ହେଲା Mahindra Bolero Neo, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ମହିନ୍ଦ୍ରା ବୋଲେରୋ ନିଓ । ଲମ୍ବା ସମୟ ଧରି ଏହାକୁ ଅପେକ୍ଷା କରିଥିଲେ ଗ୍ରାହକ । ଆକର୍ଷକ ଡିଜାଇନ ଏବଂ ଦମଦାର ଇଞ୍ଜିନ ସହ ଲଞ୍ଚ ହୋଇଛି ଏହି ଏସୟୁଭି । ଏହାର ଦାମ ୮.୪୮ ଲକ୍ଷରୁ ଆରମ୍ଭ ହୋଇଛି…

ମିଷ୍ଟର୍ ଡୋଲୁଙ୍କ ନିଧନ ପରେ ତାଙ୍କ ଚ୍ୟାନେଲ ମାଧ୍ୟମରେ ଲୋକଙ୍କୁ ହସାଇବେ ସାନଭାଇ

ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ବଲପୁରୀ କମେଡିଆନ୍ ତଥା ପଶ୍ଚିମ ଓଡ଼ିଶାର ମିଷ୍ଟର୍ ଡୋଲୁ ଅର୍ଥାତ୍ ଡୋଲାମଣି ଦାଶ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଛନ୍ତି । ୟୁ-ଟ୍ୟୁବ୍ ରେ ଏକ ଚ୍ୟାନେଲ୍ ମାଧ୍ୟମରେ ସେ ଲୋକଙ୍କୁ ବେଶ୍ କମେଡି…

ବଜ୍ରପାତ ସାଜିଲା କାଳ ! ବାରିପଦାରେ ୩ ନାବାଳକଙ୍କ ମୃତ୍ୟୁ

ବାରିପଦା(ଓଡ଼ିଶା ଭାସ୍କର): ବଜ୍ରପାତ ସାଜିଲା କାଳ । ଭୟଙ୍କର ବଜ୍ରପାତ ଯୋଗୁଁ ୩ ନାବାଳକଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବାରିପଦାର ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗାଁରେ ଘଟିଛି । ସୂଚନା…

୧୦ମ ପାସ୍ ପିଲାଙ୍କୁ ଆଶ୍ୱସ୍ତି ! +୨ ସିଟ୍ ବଢ଼ାଇବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷ ମାଟ୍ରିକ ପାସ୍ ହାର ୯୭.୮୯ ପ୍ରତିଶତ ଥିବା ବେଳେ +୨ ସିଟକୁ ନେଇ ଚିନ୍ତା ବଢ଼ିଛି । +୨ ସିଟ୍ ଠାରୁ ଅଧିକ ସଂଖ୍ୟାରେ ପିଲା ମାଟ୍ରିକ ପାସ୍ କରିବା ପ୍ରସଙ୍ଗରେ ପିଲାଙ୍କ ପାଇଁ…

୮ କୋଟିର ରଲ୍ସ ରଏସ୍ ଚଲାଉଥିବା ଶିବସେନା ନେତାଙ୍କ ଉପରେ ୩୫ ହଜାର ଟଙ୍କାର ବିଜୁଳି ଚୋରି ଅଭିଯୋଗ

ମୁମ୍ବାଇ: ୮କୋଟି ଟଙ୍କାର ଆରାମଦାୟକ କାର୍ ରଲ୍ସ ରଏସ୍ କିଣିଥିବା ଶିବସେନା ନେତାଙ୍କ ଉପରେ ନିକଟରେ ବିଜୁଳି ଚୋରୀର ଆରୋପ ଲାଗିଛି । ତାହା ବି ୩୫ ହଜାର ଟଙ୍କାର । ସେ ହେଉଛନ୍ତି ଶିବସେନା ପଦାଧିକାରୀ ସଞ୍ଜୟ ଗାୟକୱାଡ୍…

୧୬ରେ ସମୀକ୍ଷା କରିବେ ମୋଦୀ: ଓଡ଼ିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ…

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର କମିଥିଲେ ବି ନୂଆ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇବାରେ ଲାଗିଛି । ଏହାରି ମଧ୍ୟ୍ୟରେ ଓଡ଼ିଶା ସମେତ ୬ଟି ରାଜ୍ୟର କୋଭିଡ଼ ସ୍ଥିତିର ସମୀକ୍ଷା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ…

ଶରଧାବାଲିରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବିନା ଭକ୍ତରେ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ସୁଭଦ୍ରା ଓ ପ୍ରଭୁ…