fbpx
Browsing Category

Featured

୪୮ ଘଣ୍ଟାରେ ହୋଇପାରେ ମୋଦୀ କ୍ୟାବିନେଟର ସଂପ୍ରସାରଣ, ସାମିଲ ହେବେ ୧୭ ରୁ ୨୨ ନୂତନ ଚେହେରା, ଏହି ନେତାଙ୍କୁ ମିଳିପାରେ ମନ୍ତ୍ରୀପଦ

ନୂଆଦିଲ୍ଲୀ : ମୋଦୀ ସରକାର ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ନେଇ ଜାତୀୟ ରାଜନୀତି ସରଗରମ। କାହାକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ଏବଂ କିଏ ବାଦ୍ ପଡିବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି।…

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରନ୍ତୁ ସୂଚନା ଅଧିକାରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ…

କଟକଣା ମାନୁନାହାନ୍ତି; ବିୟୁଟି ପାର୍ଲର ସିଲ୍ କଲା ବିଏମସି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କରୋନା କଟକଣା ଉଲ୍ଲଂଘନ କାରଣରୁ ବିଏମସି ପକ୍ଷରୁ ବିୟୁଟି ପାର୍ଲର ଓ ଦୋକାନ ଗୁଡିକୁ ସିଲ୍ କରି ଦିଆଯାଇଛି । ରାଜଧାନୀର କଳିଙ୍ଗ ନଗର ଓ ସିଆରପି ସ୍କେ୍ୱୟାର ଅଞ୍ଚଳରେ ବିଭିନ୍ନ ବିୟୁଟି…

ଭୁବନେଶ୍ୱରରେ ବ୍ୟାପୁଛି ଡେଙ୍ଗୁ, ଆଜି ୬ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସହିତ ଡେଙ୍ଗୁ ମାଡ଼ିଚାଲିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଆଉ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀବିହାର ଓ କଳ୍ପନା ଅଞ୍ଚଳରୁ ଡେଙ୍ଗୁ ରୋଗୀ…

ଓଡ଼ିଆ ପ୍ରଫେସରଙ୍କୁ ପ୍ରଶଂସା କଲା ପାକିସ୍ତାନ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପରିବେଶ ଦିବସରେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅଧ୍ୟାପିକାମାନଙ୍କୁ ସମ୍ବୋଧିତ କରିବା ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଜନସାଧାରଣ ନୀତି ଏବଂ ପରିଚାଳନା ବିଭାଗର ସହକାରୀ ପ୍ରଫେସର…

ଗୃହରେ ଚାଲିଥିଲା ବିତର୍କ, ଅଚାନକ ଆସନରୁ ଉଠି ମହିଳା ସାଂସଦଙ୍କୁ ଚାପୁଡା ମାରି ଚାଲିଲେ ଅନ୍ୟ ଜଣେ ସାଂସଦ

ଟ୍ୟୁନିସିଆ : ସଂସଦରେ ଚାଲିଥିଲା ଜୋରଦାର ବିତର୍କ। ହେଲେ ଗୃହରେ ଘଟିଥିଲା ଅପ୍ରୀତିକର ଘଟଣା। କିଏ କଣ ବୁଝିବା ଆଗରୁ ଜଣେ ସାଂସଦ ଅନ୍ୟ ଜଣେ ମହିଳା ସାଂସଦଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ। ଏହି ଘଟଣା ଦେଖି…

କୋୱିନ୍ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ମୋଦି; କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କୋୱିନ୍ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । କରୋନା ମହାମାରୀ ସମୟରେ ଆମକୁ ପରସ୍ପର ସହଯୋଗ ସହିତ ଆଗକୁ ବଢିବାକୁ ପଡିବ ବୋଲି ମୋଦି କହିଛନ୍ତି । ମହାମାରୀର…

ଲଭ୍ ସେକ୍ସ ଆଉ ଧୋକା: ଗର୍ଭବତୀ କରି ଚମ୍ପଟ ମାରିଲା ପ୍ରେମିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଭ୍, ସେକ୍ସ ଆଉ ଧୋକା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ସିମୁଳିଆରେ । ଗର୍ଭବତୀ କରି ପ୍ରେମିକ ଜଣକ ଚମ୍ପଟ ମାରିଥିବା ବେଳେ ଆତ୍ମହୁତି ଉଦ୍ୟମ କରିଛନ୍ତି ଯୁବତୀ ।…

କୋଭିସିଲ୍ଡର ଗୋଟିଏ ଡୋଜ୍ ଟିକା ନେବା ପରେ ଫେରିଆସିଲା ୭୦ ବର୍ଷିୟ ମହିଳାଙ୍କ ଦୃଷ୍ଟିଶକ୍ତି!

ମୁମ୍ବାଇ: କରୋନା ଭାକସିନ୍ କୁ ନେଇ ଦେଶରେ ବିଭିନ୍ନ ପ୍ରକାରର ମିଛ ତଥା ଗୁଜବ ସୃଷ୍ଟି କରାଯାଉଛି । କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ କିଛି ଏହାକୁ ଭ୍ରମାତ୍ମକ କଥା ଭାବି ଧ୍ୟାନ ଦେଉନାହାନ୍ତି । ତେବେ ଦେଶରେ…

ସାବଧାନ୍! ଏହି ଆଣ୍ଡ୍ରଏଡ଼୍ ଆପ୍ ଚୋରି କରୁଛି ଫେସବୁକ ପାସୱାର୍ଡ, ତୁରନ୍ତ ହଟାନ୍ତୁ

ଗୁଗୁଲ ପ୍ଲେ ଷ୍ଟୋରରେ ପୁଣି ବିପଦପୂର୍ଣ୍ଣ ଆପ୍ ଆସିବାର ରିପୋର୍ଟ ଆସିଛି । ନୂଆ ରିପୋର୍ଟ ଅନୁସାରେ, ଅନେକ ଆଣ୍ଡ୍ରଏଡ଼୍ ଆପ୍ ୟୁଜର୍ସଙ୍କ ନାଁ ଓ ପାସୱାର୍ଡ ଚୋରି କରୁଛି । ଏହି ଆପଗୁଡିକୁ ୫୦ ଲକ୍ଷରୁ ଅଧିକଥର ଡାଉନଲୋଡ…