fbpx
Browsing Category

Featured

ପୁଷ୍କର ସିଂ ଧାମି ହେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟା ତାଙ୍କୁ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର…

ଆଖି ଡେଇଁବା ଶୁଭ ନା ଅଶୁଭ, ଜାଣନ୍ତୁ କଣ କହୁଛି ବିଜ୍ଞାନ

ଓଡ଼ିଶା ଭାସ୍କର ବ୍ୟୁରୋ: ଅନେକ ସମୟରେ ଶରୀରର ବିଭିନ୍ନ ଅଙ୍ଗରେ ହେଉଥିବା ଛୋଟ ଛୋଟ ପରିବର୍ତ୍ତନକୁ ସାମାନ୍ୟ ଭାବିଥାଉ । ହେଲେ ଏହା ଆଗକୁ ଯାଇ ଶରୀରରେ ଅନେକ ସମସ୍ୟାର କାରଣ ସାଜିଥାଏ । ତେବେ ଏହା ଭିତରେ ମଣିଷ ଆଖି…

ଭିସା ପାଇଁ ରିଜିଜୁ ଓ ମୋଦିଙ୍କୁ ଅନୁରୋଧ କଲେ ମହିଳା ଟେନିସ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ମହିଳା ଟେନିସ ଖେଳାଳି ରିୟା ଭାଟିଆ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ୨୩ ବର୍ଷୀୟ ରିୟା ନିଜର ଆମେରିକା ଭିସା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର କ୍ରୀଡା ଓ…

ଖୋଲିଲା ଗୁମର! ଅନୀତାଙ୍କ ମୃତ୍ୟୁ ଘଟଣାରେ ସହକର୍ମୀ ଯନ୍ତ୍ରୀ ଗିରଫ, ବାହାଘର ପରେ ବି ରଖୁଥିଲା ଶାରୀରିକ ସମ୍ପର୍କ

ଗଞ୍ଜାମ(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବନ୍ଦ ଘରୁ ଜଣେ ମହିଳା ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ…

ମାମୁ ପୁଅ ସହ କଥା ହେବା ପଡିଲା ମହଙ୍ଗା : ଭାଇରାଲ ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍

ଇନ୍ଦୋର: ସୀମା ଟପିଲା ବର୍ବରତା । ସମ୍ପର୍କୀୟ ମାମୁ ପୁଅ ଭାଇଙ୍କ ସହ ଫୋନରେ କଥା ହେବା ଅଭିଯୋଗରେ ଜନଜାତି ସମ୍ପ୍ରଦାୟର ଦୁଇ ଭଉଣୀଙ୍କୁ ନୃସଂଶ ଭାବରେ ପିଟିଛନ୍ତି ପରିବାର ଲୋକେ । ମଧ୍ୟ ପ୍ରଦେଶ ଧାର ଜିଲ୍ଲାରେ…

ଓଏସଏପି ବାଟାଲିୟନରେ ୭୨ତମ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଓଏସଏପି ୭ମ ବାଟାଲିଅନରେ ପାଳିତ ହୋଇଛି ୭୨ ତମ ବନ ମହୋତ୍ସବ ସପ୍ତାହ । ଏହି ଅବସରରେ ଏକ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସଚେତନତା ସୃଷ୍ଟି ପାଇଁ…

ଆମେରିକୀୟ ସ୍ୱାଧୀନତା ଦିବସ ଅବସରରେ ଏମିତି କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ରବିବାର ଆମେରିକା ସ୍ୱାଧୀନତାକୁ ପୁରିଛି ୨୪୫ ବର୍ଷ । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ଅବସରରେ ନିଜର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ରବିବାର…

ଭିଡିଓ କଲରେ କଥା ହେଉଛନ୍ତି କି! ସତର୍କ କରାଇଲେ କଟକ ଡିସିପି

କଟକ (ଓଡ଼ିଶା ଭାସ୍କର) : ସାଇବର ଲୁଟେରା ମାନେ ଦିନକୁ ଦିନ ଠକେଇର ନୂତନ ଉପାୟ ବାହାର କରୁଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ କଟକ ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ଏକ ବାର୍ତ୍ତା ଜାରି କରାଯାଇଛି । କେବଳ ପୁରୁଷ…

କାଲି ସକାଳ ସୁଦ୍ଧା ୨୩ ଜିଲ୍ଲା ସାବଧାନ୍! ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ କାଲି ସକାଳ ସୁଦ୍ଧା ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୨୩ଟି ଜିଲ୍ଲାଗୁଡିକ…

ଶିକ୍ଷକ ପଦ ପାଇଁ ଆବେଦନ କଲେ ତେନ୍ଦୁଲକରଙ୍କ ପୁଅ ଧୋନି!

ରାୟପୁର: ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ପୁଅ ମହେନ୍ଦ୍ର ସିଂ ଧୋନି ଏକ ଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତିି । ଅବିଶ୍ୱାସ ଲାଗୁଥିଲେ ବି ଘଟଣାଟି ଏମିତି । ଛତିଶଗଡରେ ଶିକ୍ଷକ ପଦବୀ ପାଇଁ ହୋଇଥିବା…