fbpx
Browsing Category

Featured

ରାଶିଫଳ (ରବିବାର, ୦୪ ଜୁଲାଇ ୨୦୨୧)

ମେଷ : ଆଜି ନିଜ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆଜି ରାଗି ମଧ୍ୟ ପାରନ୍ତି । ମନେ ରଖନ୍ତୁ କେବଳ ଥଣ୍ଡା ମନରେ ଧୈର୍ଯ୍ୟ ରଖନ୍ତୁ ପରିସ୍ଥିତିକୁ ସମ୍ଭାଳି ପାରିବେ…

ଧର୍ମାନ୍ତୀକରଣ ମାମଲା: ବିଦେଶୀ ଅର୍ଥର ଚେର ଖୋଜୁଛି ଇଡି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବଳପୂର୍ବକ କରାଯାଉଥିବା ଏକ ଧର୍ମାନ୍ତୀକରଣ ମାମଲାରେ ଅର୍ଥ ହେରଫେର ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲୀ୍ଲ ଏବଂ ଉତ୍ତର ପ୍ରଦେଶ ସମେତ ୬ଟିସ୍ଥାନରେ ଚଢା଼ଉ ଜାରି…

ସେନା ଗୁଳିରେ ଟଳିଲେ ୨୦ ଆତଙ୍କୀ

ନୂଆଦିଲ୍ଳୀ: ଶନିବାର ସେନା ଗୁଳିରେ ଟଳି ପଡିଛନ୍ତି ୨୦ ତାଲିବାନ ଆତଙ୍କୀ । ସେନା ଏବଂ ତାଲିବାନ ଆତଙ୍କୀଙ୍କ ମଧ୍ୟରେ ଚାଲିଥିବା ଲଢେଇରେ ୩ ଜଣ ଆଫଗାନୀ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ଆଫଗାନିସ୍ତାନର ବଦାକ୍ଷାନ…

ଖୁସି ଖବର: ଡେଲଟା ଭାରିଆଣ୍ଟରୁ ସୁରକ୍ଷା ଦେବ ଏହି ଟିକା

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟକୁ ନେଇ ଆସିଛି ନୂଆ ଖବର । ଶନିବାର ଆଇସିଏମଆର ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟ ଅନୁଯାୟୀ କରୋନା ଟିକା ଡେଲଟା ଭାଇରସକୁ ହରାଇବାରେ ସକ୍ଷମ । ଯଦି ଆପଣ ଗୋଟିଏ ଡୋଜର କରୋନା ଟିକା…

ଏହି ରାଜ୍ୟରେ ଲକଡାଉନ୍ କୋହଳ; ହଟିଲା ନାଇଟ୍ କର୍ଫ୍ୟୁ

ବେଙ୍ଗାଲୁରୁ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତକଙ୍କମ ସଂଖ୍ୟା ୪ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏପରି ସମୟରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ ଭାବରେ କରୋନା…

ବିଜେପି ସାଂସଦଙ୍କ ବାସ୍କେଟବଲ ଖେଳ, ଭିଡିଓ ଭାଇରାଲ: ଏମିତି ଲେଖିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବାସ୍କେଟବଲ ଖେଳୁଥିବାର ଦେଖାଯାଇଛି । ତେବେ ଏହି ଭିଡିଓ ଭାଇରାଲ ହେବାର କାରଣ ବି ଜାଣିଲେ ଆପଣ ଆଶ୍ଚର୍ଯ୍ୟ…

ପୃଥ୍ୱୀ ଶଙ୍କୁ ଖେଳାଇବା ନେଇ ନିଶ୍ଚିତ କୋହଲି-ଶାସ୍ତ୍ରୀ: ଅନିଶ୍ଚିତ ଚୟନ କମିଟି

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ଏକ ନିଷ୍ପତ୍ତିକୁ ନେଇ ବିବାଦ ଉଠିଛି । ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଦଳ ଚୟନରେ ଉଭୟ ଖେଳାଳିଙ୍କ ହସ୍ତକ୍ଷେପକୁ ନେଇ ବିବାଦ…

ବିଜେପି ବିଧାୟକ ଗିରଫ, କାରଣ ଜାଣିଲେ ହେବେ ଆଶ୍ଚର୍ୟ୍ୟ

ଅହମ୍ମଦାବାଦ: ଜୁଆ ଖେଳୁଥିବା ବେଳେ ଗିରଫ ହୋଇଛନ୍ତି ଗୁଜରାଟର ବିଜେପି ବିଧାୟକ କେଶରୀ ସିଂ ସୋଲାଙ୍କୀ । ତାଙ୍କ ବିରୋଧରେ ବେଆଇନ ମଦ ରଖିବା ଅଭିଯୋଗ ମଧ୍ୟ ହୋଇଛି । ପଞ୍ଚମହଲ ଜିଲ୍ଲାର ପାୱାରଗଡ଼ ଏକ ରିସର୍ଟରେ ମଦ୍ୟପାନ…

ରାଶି ହିସାବରେ କେଉଁ ଝିଅଙ୍କୁ ମିଳିବ କିପରି ଜୀବନସାଥୀ, ଜାଣନ୍ତୁ

ଭଲ ଜୀବନସାଥୀଟିଏ ପାଇବାକୁ ସବୁ ଝିଅଙ୍କର ଇଚ୍ଛା, ଯିଏ ସେମାନଙ୍କୁ ସମ୍ମାନ ଦେବା ସହ ସବୁଠାରୁ ଅଧିକ ଭଲ ପାଇବ । ଏଥିପାଇଁ ବୟସ ହୋଇଗଲେ ନିଜ ଝିଅ ପାଇଁ ଭଲ ବର ଟିଏ ବାଛିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସାହାଯ୍ୟ…

ଭୁବନେଶ୍ୱରରୁ ଆଜି ୨୧୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ପୁଣି ହ୍ରାସ ପାଇବାରେ ଲାଗିଛି । ଭୁବନେଶ୍ୱରରୁ ଆଜି ୨୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୩ ଜଣ ଚିହ୍ନଟ…