fbpx
Browsing Category

Featured

ଲାହୋରରେ ଘର ବାହାରେ ବିସ୍ଫୋରଣ, ୨ ମୃତ,୧୭ ଆହତ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ପାକିସ୍ତାନର ଲାହୋରରେ ବୁଧବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁଥିରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଲାହୋରର ଜାହୁର ସହରରେ ଏହି ବିସ୍ଫୋରଣ…

ଦିଲ୍ଲୀ ହାଇକୋର୍ଟରୁ ହ୍ୱାଟ୍ସଆପ୍ କୁ ଝଟକା, CCIଙ୍କ ନୋଟିସ୍ ଉପରେ ରୋକ ଲଗାଇବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ: ନୂଆ ଗୋପନୀୟତା ପଲିସିକୁ ନେଇ ହ୍ୱାଟ୍ସଆପ୍ କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନୂତନ ପ୍ରାଇଭେସି ପଲିସି ମାମଲାରେ ସୂଚନା ଦେବା ପାଇଁ ଫେସବୁକ, ହ୍ୱାଟ୍ସଆପ୍ କୁ ଭାରତୀୟ…

୧୦ ମାସ ପରେ ପୁଣି ଥରେ ଉଡାଣ ଭରିଲା ଦୁନିଆର ସବୁଠୁ ବଡ ବିମାନ

ନୂଆଦିଲ୍ଲୀ : ଦୁନିଆର ସବୁଠୁ  ବିଶାଳ ବିମାନ ପୁଣି ଥରେ ଆକାଶରେ ଉଡାଣ ଭରିଛି। ଦୁନିଆର ସବୁଠୁ ଓଜନିଆ ଏବଂ ଦୀର୍ଘ ସମୟ ଧରି ଉଡୁଥିବା ଏହି  ବିମାନର ନାମ ଏଣ୍ଟୋନୋଭ ଏଏନ-୨୨୫। ବିମାନଟି ମଙ୍ଗଳବାର ପ୍ରାୟ ଏକ ବର୍ଷ…

‘ସବୁ ଜୀବନ ମୂଲ୍ୟବାନ’, ମୁଖ୍ୟମନ୍ତ୍ରୀ ଆଉ କଣ କହିଲେ ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ତେ୍ୱ ଓଡ଼ିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ…

କାମ କରୁନାହିଁ ଚୀନ୍ ଭ୍ୟାକ୍ସିନ, ଚୀନ ନିର୍ମିତ ଭ୍ୟାକ୍ସିନ୍ ବିରୋଧରେ ଆସିଲା ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନ୍ ବୋଲି ପୂର୍ବରୁ ଅନେକବାର ଚର୍ଚ୍ଚା ହୋଇଛି । ତେବେ ବର୍ତ୍ତମାନ ଚୀନ ଭ୍ୟାକ୍ସିନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ହସ୍ତଗତ ହୋଇଛି । ଚୀନ ବିଭିନ୍ନ ଦେଶକୁ…

ପୁଅର ବୟସ ୧୮ ବର୍ଷ ହୋଇଗଲେ ବି ବାପାର ଦାୟିତ୍ଵ ଶେଷ ହୁଏ ନାହିଁ: ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ 

ନୂଆଦିଲ୍ଲୀ : ଯଦି ପୁଅର ବୟସ ୧୮ ବର୍ଷ ହୋଇଯାଏ, ତେବେ ବି ବାପାର ପୁଅ ପ୍ରତି ଦାୟିତ୍ଵ ଶେଷ  ହୁଏ ନାହିଁ। ପୁଅ ସାବାଳକ ହେବା ପରେ ଏହାର ଶିକ୍ଷା ଏବଂ ଅନ୍ୟ ସମସ୍ତ ଖର୍ଚ୍ଚ ଏକାକୀ ମା ଉଠାଇ ପାରିବ ନାହିଁ। ବାପାଙ୍କୁ…

ଉବୁଟୁବୁ ରାଜଧାନୀ, କଲବଲ ଜନତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଙ୍ଗ ମୁତିଲେ ରାଜଧାନୀ ଉବୁଟୁବୁ! ଲଗାଣ ବର୍ଷା ହେଲେ ବେହାଲ ହେଉଛି ସ୍ମାର୍ଟ ସିଟି । ଫି’ ବରଷ ଏଭଳି ସମସ୍ୟା ଲାଗି ରହୁଥିଲେ ମଧ୍ୟ ସମସ୍ୟା ସୁଧାରି ପାରୁନାହାନ୍ତି ସରକାର । ପ୍ରଶାସନର…

ଛେରାପହଁରା କରିବେନି ଗଜପତି: ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନେଇ ହାଇକୋର୍ଟଙ୍କ ଏପରି ଶୁଣାଣି

ପୁରୀ (ଓଡ଼ିଶା ଭାସ୍କର): କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ…

WTC Final:  ରିଜର୍ଭ ଡେ ପାଇଁ ନିୟମ ତିଆରି କଲା ଆଇସିସି, ଏମିତି ରହିବ ଶେଷ ଘଣ୍ଟାର ଖେଳ

ସାଉଥମ୍ପଟନ :  ପୂରା ପାଞ୍ଚ ଦିନ ପରେ ମଧ୍ୟ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା  ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍ ମୁକାବିଲାର ପରିଣାମ ବାହାରି ପାରି ନାହିଁ। ସାଉଥମ୍ପଟନର ଏଜିସ ବାଉଲରେ ଖେଳାଯାଉଥିବା…

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ରିଜର୍ଭ ଡେରେ ସୂର୍ଯ୍ୟକିରଣରେ ଛାଇଲା ସାଉଥମ୍ପଟନ, ହେବ ପୂରା ଦିନର ଖେଳ !

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍ ମୁକାବିଲା ଜାରି ରହିଛି। ପଞ୍ଚମ ଦିନର ଖେଳ ସମାପ୍ତ ହୋଇ ସାରିଥିବା ବେଳେ ଏବେ ଫଳାଫଳ ପାଇଁ ରିଜର୍ଭ ଡେରେ ମ୍ୟାଚ୍…