
Browsing Category
Featured
ଲଞ୍ଚ ହେଲା Infinix ର ପ୍ରଥମ ଲାପଟପ୍, ଦାମ୍ ୩୫,୯୯୯ ଟଙ୍କାରୁ ଆରମ୍ଭ, ଜାଣନ୍ତୁ କ’ଣ ରହିଛି ଫିଚର୍ସ
ନୂଆଦିଲ୍ଲୀ: ସ୍ମାର୍ଟଫୋନ କମ୍ପାନୀ Infinix ଏବେ ନୂତନ ସେଗେମେଣ୍ଟରେ ପ୍ରବେଶ କରିଛି । ଇନଫିନିକ୍ସ ଏହାର ଲାପଟପ୍ କୁ ଭାରତରେ ଲଞ୍ଚ କରିଛି । ଦେଶରେ ଏହାର ଦୁଇଟି ଭ୍ୟାରିଏଣ୍ଟ Infinix Inbook X1 ଏବଂ Infinix…
ମାସ୍କ ପିନ୍ଧିଥିଲେ କିଛି ବି କରିପାରିବନି ଓମିକ୍ରନ! ୨୨୫ ଗୁଣ କମିଯାଏ ବିପଦ-ଅଧ୍ୟୟନରେ ଦାବି
ନୂଆଦିଲ୍ଲୀ: କରୋନା ଭାଇରସରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ଅପେକ୍ଷା ମାସ୍କର ବଡ଼ ଭୂମିକା ରହିଛି । ଏହାର ସୂଚନା ନିକଟରେ ପ୍ରକାଶିତ ଏକ ଅଧ୍ୟୟନରୁ ମିଳିଛି । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ୩…
ବେଦୀ ଉପରକୁ ଚଢି ପ୍ରେମିକାକୁ ସିନ୍ଦୁର ପିନ୍ଧାଇଲା ମୁଖା ପିନ୍ଧା ପ୍ରେମିକ; ଅବାକ୍ ହୋଇ ଚାହିିଁଥିଲା ବର, ଦେଖନ୍ତୁ VIDEO
ବିବାହ ମଣ୍ଡପରେ ପ୍ରେମିକାକୁ ପିନ୍ଧାଇଥିଲା ସିନ୍ଦୁର କିନ୍ତୁ ଶିଶୁପାଳ ହୋଇ ରହିଗଲା ଯୁବକ । ବିବାହ ମଣ୍ଡପରେ ବର ସାମ୍ନାରେ କନ୍ୟା ମଥାରେ ସିନ୍ଦୁର ପିନ୍ଧାଇଲା ମୁଖା ପିନ୍ଧା ପ୍ରେମିକ… ଆଉ ଏହାକୁ ଦେଖି ଅବାକ…
ଟିକାକରଣ ପରେ ପ୍ରାଣ ହରାଇଛନ୍ତି ୯୪୬: ରାଜ୍ୟସଭାରେ ବିବୃତି ରଖିଲେ ସରକାର
ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକା ନେବା ପରେ ପ୍ରାୟ ୯୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାର ୧୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦେଶରେ ଦିଆଯାଉଥିବା ୩ ପ୍ରକାର କୋଭିଡ-୧୯ ଟୀକା ନେବା ପରେ ସେମାନଙ୍କ…
ଦୁଇ ବର୍ଷରେ ମଲେଣି ୩୬୬ ଆତଙ୍କୀ: ସଂସଦରେ ବକ୍ତବ୍ୟ ରଖିଲେ ସରକାର
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାର୍ୟ୍ୟକଳାପ ଲାଗି ରହିଥିବାବେଳେ ଭାରତୀୟ ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କର ସମସ୍ତ ଷଡଯନ୍ତ୍ର ପଣ୍ଡ କରିଦେବାକୁ ପୂର୍ଣ୍ଣ ପ୍ରସ୍ତୁତ…
ପତ୍ନୀଙ୍କ ସହ ଯାତ୍ରା କରୁଥିଲେ ବିପିନ ରାୱତ, ଜାଣନ୍ତୁ ହେଲିକପ୍ଟରରେ କିଏ କିଏ ଥିଲେ?
ତାମିଲନାଡୁ: ତାମିଲନାଡୁ କୁନ୍ନୁରରେ ଭାରତ ବାୟୁସେନାର ୧୭-ଭି୫ ହେଲିପକ୍ଟର କ୍ରାସ ହୋଇଛି । ଏହି ହେଲିକାପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ବିପିନ ରାୱତ ଥିଲେ । ଆଜି ତାମିଲନାଡୁର ଯେଉଁ ଅଞ୍ଚଳରେ ଏହି…
ବିକାଶର ବିକଳ ଚିତ୍ର, ଆସିପାରୁନି ଆମ୍ବୁଲାନ୍ସ, କାନ୍ଧରେ ବୁହାହେଲେ ରୋଗୀ
ଆଗରେ ଦୁଇ ଜଣ ଆଉ ପଛରେ ଜଣେ । ଏଭଳି କାନ୍ଧରେ ବୁହା ହୋଇ ଯାଉଛନ୍ତି ରୋଗୀ । କାରଣ ଗାଁକୁ ଯିବାକୁ ନାହିଁ ରାସ୍ତା, ଆମ୍ବୁଲାନ୍ସ ବି ପ୍ରବେଶ କରିପାରୁନି ଗାଁକୁ । ଯାହାଫଳରେ ରୋଗୀଙ୍କୁ କାନ୍ଧରେ ବୋହି ନେଇ ଯାଉଛନ୍ତି…
୨୦୧୮ ତୁଳନାରେ କେତେ କମିଛି ୨ ହଜାର ଟଙ୍କା ନୋଟ୍ ପ୍ରଚଳନ? ସରକାର ଦେଲେ ତଥ୍ୟ
ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବରରେ ବଜାରରେ ପ୍ରଚଳିତ ହେଉଥିବା ୨୦୦୦ ଟଙ୍କା ନୋଟର ସଂଖ୍ୟା କମି ୨୨୩.୩ କୋଟି ହୋଇଛି । ପୂର୍ବରୁ ୨୦୧୮ରେ ଏହି ସଂଖ୍ୟା ୩୩୬,୩ କୋଟି ରହିଥିଲା । ଅର୍ଥ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ…
ଟ୍ୟୁସନ ଆଳରେ ନାବାଳିକାକୁ ଗର୍ଭବତୀ କରି ମାରିଦେଲେ: ନ୍ୟାୟ ପାଇଁ ଥାନା ଆଗରେ ବାପା (VIDEO)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନାବାଳିକାକୁ ଟ୍ୟୁସନ ପଢାଇବା ନାମରେ କଲେ ଗର୍ଭବତୀ । ଆଉ ସମାଜ ସାମ୍ନାରେ ନିଜର ଛବି ବଜାୟ ରଖିବା ପାଇଁ ବିବାହ ମଧ୍ୟ କଲେ । ତେବେ ବିବାହ ପରେ ହତ୍ୟା କରି ଦ୍ୱିତୀୟ ବିବାହ ପାଇଁ…
ବାୟୁସେନା ଚପର୍ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୧ ଛୁଇଁଲା
ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ହୋଇଥିବା ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚପରଟି…