fbpx
Browsing Category

Featured

ରାସ୍ତାରେ ଦାଦାଗିରି ଜିଲ୍ଲାପାଳଙ୍କୁ ପଡିଲା ମହଙ୍ଗା , ପଦରୁ ତୁରନ୍ତ ହଟାଇବାକୁ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ

ର।ୟପୁର ୨୩ ।୦୫: ଲକଡାଉନ ସମୟରେ ଜଣେ ଯୁବକଙ୍କୁ ଚାପୁଡା ମାରିବା ଏବଂ ଫୋନ୍ ଛଡାଇ ଭାଙ୍ଗି ଦେବା ସୁରଜପୁର ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ବହୁତ ମହଙ୍ଗା ପଡିଛି । ମାମଲା ନିଜ ହସ୍ତଗତକୁ ଆସିବା ପରେ ଛତିଶଗଡ…

କୋଭିଡ୍ ନିୟମାବଳୀ ଉଲଂଘନ କରି ଜୋରିମାନା ଦେବେ ବ୍ରାଜିଲ୍ ରାଷ୍ଟ୍ରପତି

ବ୍ରାଜିଲ୍ : କୋଭିଡ୍ ମହାମାରୀ କବଳରେ ସମଗ୍ର ବିଶ୍ୱ ହନ୍ତସନ୍ତ ହେଉଛି । ଏହି ସମୟରେ ବ୍ରାଜିଲ୍ ରେ ମଧ୍ୟ କରୋନା କାୟା ମେଲାଇଛି । ଭାରତରେ ବର୍ତ୍ତମାନ ଯେପରି ପରିସ୍ଥିତି ଅଣାୟତ ରହିଛି ଠିକ୍ ସେହିପରି ବ୍ରାଜିଲ୍ ରେ…

ଅପରିଷ୍କାର ମାସ୍କ ପିନ୍ଧିବା ଦ୍ୱାରା ବ୍ୟାପୁଛି ବ୍ଲାକ୍ ଫଙ୍ଗସ୍: ବିଶେଷଜ୍ଞ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଏହା ଦିନକୁ ଦିନ ମାରାତ୍ମକ ରୂପ ନେଉଛି । ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି । ଯାହା ଫଳରେ ଏବେ କରୋନା ଗ୍ରାଫ୍ ତଳକୁ…

ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ

ଦିସପୁର: ଏନକାଉଣ୍ଟରରେ ୬ ଜଣ ଡିମାସା ନ୍ୟାସନାଲ ଲିବରେସନ୍ ଆର୍ମି (ଡିଏନଏଲଏ) ଆତଙ୍କବାଦୀ ନିହତ ହୋଇଛନ୍ତି । ଆସାମ-ନାଗାଲାଣ୍ଡ ସୀମାରେ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଏହି ଏନକାଉଣ୍ଟର ସଂଘଟିତ ହୋଇଥିଲା । ମୃତ…

ଦେଶରେ କମିଲା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ସାମାନ୍ୟ ହ୍ରାସ ପାଇବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ କମିଥିବା ଜଣାପଡ଼ିଛି ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୭୪୧ ଜଣଙ୍କ ମୃତ୍ୟୁ…

ସରିଲା ରେସଲରଙ୍କ ଲୁଚକାଳି ଖେଳ: ସହଯୋଗୀଙ୍କ ସହ ଗିରଫ ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ: ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି ରେସଲର ସୁଶୀଲ କୁମାର । ଗତ କିଛିଦିନ ଧରି ଫେରାର ଥିବା ସୁଶୀଲ ପୋଲିସକୁ ନାକେଦମ୍ କରିଦେଇଥିଲେ । ସେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ତାଙ୍କୁ ଧରିବା ପୋଲିସ…

ଲୋ-ପ୍ରେସରରେ ପରିଣତ ହେଲା ‘ଲଘୁଚାପ: ‘ୟାଶ’ ମୁକାବିଲା ପାଇଁ ପଠାଗଲା ୨୨ଟି ଏନଡିଆରଏଫ୍ ଟିମ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଲୋ ପ୍ରେସରରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା କାଲି ଏହା…

ଦିଲ୍ଲୀରୁ ଗୁଜୁରାଟ ଯାଉଥିବା କାରରୁ ଉଦ୍ଧାର ହେଲା କୋଟି କୋଟି ଟଙ୍କା: ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଲା ନୋଟ୍ ଗଣତି, ତଥାପି…

ନୂଆଦିଲ୍ଲୀ: ଅନେକ ସମୟରେ ବେଆଇନ ଭାବେ ପୋଲିସ ଅନେକ ଗାଡ଼ିରୁ ଟଙ୍କା, ସୁନା, ମାଦକ ଦ୍ରବ୍ୟ ଉଦ୍ଧାର କରିଥାଏ । ପୋଲିସ ଥରେ ଏତେମାତ୍ରାରେ ଟଙ୍କା ଜବତ କରିଥିଲା ଯେ, ଉକ୍ତ ଟଙ୍କା ଗଣିବା ପାଇଁ ସକାଳୁ ସନ୍ଧ୍ୟା…

ଆସିଗଲା କରୋନାର ତୃତୀୟ ଲହର! ପଜିଟିଭ୍ ଚିହ୍ନଟ ହେଲେ ୩୪୧ ଶିଶୁ

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ଲହର ଭୟଙ୍କର ଭାବେ ତାଣ୍ଡବ ଚଳାଇଥିବା ବେଳେ ଦେଶବାସୀ ତୃତୀୟ ଲହରକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ ତୃତୀୟ ଲହରରେ ଶିଶୁମାନେ ବେଶିମାତ୍ରାରେ ଆକ୍ରାନ୍ତ ହେବେ ବୋଲି ପୂର୍ବରୁ…

ଓଡିଶାରେ କରୋନା ନେଲା ୨୮ ଜୀବନ, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୮ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…