fbpx
Browsing Category

Featured

ଲକଡାଉନ୍ ସମୟରେ ସମସ୍ତ ରାସନ୍ ଦୋକାନ ଖୋଲା ରହିବା ସହିତ ସମୟ ବୃଦ୍ଧି ପାଇବ: କେନ୍ଦ୍ର

ନୂଆଦିଲ୍ଲୀ, ୧୬/୦୫(ଓଡିଶା ଭାସ୍କର) : ରବିବାର କେନ୍ଦ୍ର ପକ୍ଷରୁ ରାସନ ଦୋକାନ ଗୁଡିକ ଖୋଲା ରଖିିବା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଲକଡାଉନ୍ ସମୟରେ…

କଟ୍ରିନାଙ୍କ ପୁର୍ବରୁ ହରଲୀନଙ୍କ ସହ ରିଲେସନରେ ଥିଲେ ଭିକି କୌଶଲ

ମୁମ୍ବାଇ, ୧୬/୦୫(ଓଡିଶା ଭାସ୍କର) : ବଲିଉଡ୍ ଅଭିନେତା ଭିକି କୌଶଲଙ୍କର ଆଜି ହେଉଛି ୩୩ତମ ଜନ୍ମଦିନ । ଫିଲ୍ମରେ ତାଙ୍କ ଦମଦାର୍ ଆକ୍ଟିଂ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି ସତ ହେଲେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ…

ଭାରତର ଏମିତି ଏକ ଗାଁ ଯାହାକୁ ଛୁଇଁ ପାରିନି କରୋନା!

ଆଧୁନିକତାର ଯୁଗରେବି ବିଶ୍ୱର ସର୍ବ ପୁରାତନ ଗଣତନ୍ତ୍ର ଥିବା ମାଲାନା ଗାଁରେ  ଆଜି ବି ଏହାର ନିଜସ୍ୱ ନିୟମ ଅଛି ।  ହିମାଚଳ ପ୍ରଦେଶ ସମେତ ସମଗ୍ର ଭାରତ ତଥା ବିଦେଶରେ କରୋନା ମହାମାରୀ ବ୍ୟାପିଥିବାବେଳେ କୁଲୁ ଜିଲ୍ଲାର…

ଅଣ୍ଡା ଚୋରି କରି ସସପେଣ୍ଡ ହେଲେ ହେଡ୍ କନେଷ୍ଟବଳ, ଭିଡିଓ ଭାଇରାଲ୍

ପଞ୍ଜାବ, ୧୬/୦୫(ଓଡିଶା ଭାସ୍କର): କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ପୋଲିସ୍ କର୍ମଚାରୀ ଅଣ୍ଡା ଚୋରି କରୁଥିବା ଦେଖିବାକୁ ମିଳିଛି । ଉକ୍ତ ପୋଲିସ୍ ଜଣକ ପଞ୍ଜାବ ଫତେଗଡ…

ରାଜଧାନୀରେ ଚିକିତ୍ସାର କରୁଣ ଚିତ୍ର, ମିଳିଲାନି ବେଡ୍, ଆମ୍ବୁଲାନ୍ସରେ ପଡି ରହି ପ୍ରାଣ ହରାଇଲେ ନବବଧୂ

ବାଲିପାଟଣା, ୧୬/୫: କରୋନାର କରୁଣ ପରିସ୍ଥିତି,  ୧୮ ଦିନ ତଳେ ବୋହୂ ହୋଇ ଶାଶୂଘରକୁ ଆସିଥିବା ନବବଧୂଙ୍କର କରୋନାରେ ଚାଲିଯାଇଛି ପ୍ରାଣ । ଘଟଣା ଅନୁଯାୟୀ ଖୋର୍ଦ୍ଧା ବାଲିପାଟଣା ବାଲିପାଟଣା ଇନ୍ଦୋଳ କୁସିଆରି ଗ୍ରାମର…

ଗୋଆରେ ବାତ୍ୟା ତଉକ୍ତେର ତାଣ୍ଡବ; ଉପୁଡିଲା ଗଛ, ଉଡିଲା ଛାତ

ଗୋଆ, ୧୬/୦୫(ଓଡିଶା ଭାସ୍କର) : ଆରବ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉକ୍ତେ ଗୋଆ, କେରଳ, ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟରେ ଉଗ୍ରରୁପ ଧାରଣ କରିଛି । ସେଠାରେ ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ଭୀଷଣ…

ବର୍ଷା ଉଗାଳିଲା ସତ: ଗଙ୍ଗାନଦୀ ବାଲିଶଯ୍ୟାରେ ପୋତାଯାଇଥିଲା ୨୦୦୦ କରୋନା ରୋଗୀଙ୍କ ମୃତଦେହ

ନୂଆଦିଲ୍ଲୀ, ୧୬ା୫: ଉତ୍ତରପ୍ରଦେଶରେ ପ୍ରବାହିତ ଗଙ୍ଗାନଦୀ କୂଳରୁ ୨ ହଜାରରୁ ଅଧିକ କରୋନା ରୋଗୀଙ୍କ ମୃତଦେହ ମିଳିଛି । ଏହି ମୃତଦେହଗୁଡ଼ିକ ଭାସି ଭାସି ବିହାରରେ ପହଞ୍ଚିବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।…

ଫିଲ୍ମ ନିର୍ମାତା ମାନଙ୍କୁ ଆର୍ଥିକ ସହଯୋଗ କରିବାକୁ ଆଗେଇ ଆସିଲେ ସାଉଥ୍ ସୁପରଷ୍ଟାର ଅଜିତ୍ କୁମାର, ଦେଲେ ୧୦ଲକ୍ଷ ଟଙ୍କା

ମୁମ୍ବାଇ, ୧୬/୦୫(ଓଡିଶା ଭାସ୍କର): କରୋନା ମହାମାରୀ ମୁକାବିଲାରେ କେନ୍ଦ୍ର ତଥା ରାଜ୍ୟ ସରକାର ବ୍ୟାପକ ସଚେତନା ଆପଣାଉଛନ୍ତି । ଲୋକମାନଙ୍କ ସାହାଯ୍ୟ କରିବା ପାଇଁ ସରକାର ଅହରହ ପ୍ରୟାସ କରୁଛନ୍ତି । ଏହି ସମୟରେ ବଲିଉଡ୍…

ଭୟଙ୍କର ପରିସ୍ଥିତି: କାଲି ସକାଳ ସୁଦ୍ଧା ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୬ା୫ (ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଉଛି । ତେଣୁ କାଲି ସକାଳ ସୁଦ୍ଧା ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା,…

ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ଏସଓପି

ନୂଆଦିଲ୍ଲୀ, ୧୬/୦୫(ଓଡିଶା ଭାସ୍କର): ଗ୍ରାମାଞ୍ଚଳ ମାନଙ୍କରେ କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ଆଧାରରେ ରବିବାର କେନ୍ଦ୍ର ସରକାର ନୂତନ ଗାଇଡଲାଇନ୍ ଜାରି କରିବା ସହିତ…