fbpx
Browsing Category

Featured

ମୁଖ୍ୟମନ୍ତ୍ରୀଙ୍କ ଜାମିନ ବାତିଲ୍ ଦାବି କରି ଗିରଫ ହେଲେ ସାଂସଦ

ହାଇଦ୍ରାବାଦ, ୧୫ା୫: ୱାଇଏସଆର ନେତା ତଥା ନାମସପୁରମ ସାଂସଦ କାନୁମୁରୀ ରଘୁରାମ କୃଷ୍ଣମ ରାଜୁଙ୍କୁ ଆନ୍ଧ୍ରପ୍ରଦେଶ ସିଆଇଡି ଗିରଫ କରିଛି । ରାଜୁଙ୍କ ବିରୋଧରେ ରାଜଦ୍ରୋହ ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି । କିଛିଦିନ…

୭ ବର୍ଷର ପୁଅକୁ ଧରି ଟ୍ରେନ୍ ଆଗରେ ଆତ୍ମହତ୍ୟା କଲା ମା’

ବରେଲୀ, ୧୫/୦୫(ଓଡିଶା ଭାସ୍କର) : ନିଜର ୭ବର୍ଷର ପୁଅକୁ ଧରି ଟ୍ରେନ୍ ଆଗରେ ଆତ୍ମହତ୍ୟା କରିଛି ମା' । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ । ସେଠାରେ ଜଣେ ମହିଳା ଶୁକ୍ରବାର ସଂନ୍ଧ୍ୟାରେ ନିଜ ୭…

କରୋନା ମୁକାବିଲା ପାଇଁ ଦିଲ୍ଲୀରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ଅକ୍ସିଜେନ୍ କନସେନଟ୍ରେଟର୍ ବ୍ୟାଙ୍କ୍’

ନୂଆଦିଲ୍ଲୀ, ୧୫/୦୫(ଓଡିଶା ଭାସ୍କର): ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ବେଳେ ଅକ୍ସିଜେନ୍ ଅଭାବରେ ଅନେକ ଲୋକଙ୍କ ପ୍ରାଣ ସଙ୍କଟରେ ପଡୁଛି । ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ୍ ସରକାର ଏକ ନୁଆ ମାଷ୍ଟର୍ ପ୍ଲାନ୍ କରିଛନ୍ତି…

ରାଜଧାନୀରେ ଏଣିକି ଅନଲାଇନରେ ମିଳିବ ମଦ: ସପ୍ତାହକୁ ପାଞ୍ଚଦିନ କରିପାରିବେ ଅର୍ଡର

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏଣିକି ଅନଲାଇନରେ ମିଳିବ ମଦ । ଅନଲାଇନରେ ମଦ ବିକ୍ରି ନେଇ ଅନୁମତି ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଫୋନରୁ ମେସେଜ୍ କରି କିମ୍ବା ହ୍ୱାଟସଆପ୍…

କରୋନାରେ କବଳରେ ୨୧୦ କମିଶନରେଟ୍ ପୋଲିସ

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ଭାବେ ଦିନକୁ ଦିନ ମାଡ଼ି ଚାଲିଛି । ପୂର୍ବରୁ ସାମ୍ବାଦିକ, ଆଇନଜୀବୀ, ଅଭିନେତା, ରାଜନେତା ଓ କ୍ରୀଡ଼ାବିତମାନେ କରୋନାରେ ପ୍ରାଣ…

ହସ୍ପିଟାଲ ୱାର୍ଡରେ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କଲେ ୭୦ ବର୍ଷିୟ କୋଭିଡ୍ ସଂକ୍ରମିତ

କର୍ଣ୍ଣାଟକ, ୧୫/୦୫(ଓଡିଶା ଭାସ୍କର): ଦେଶରେ କୋଭିଡ୍ ମହାମାରୀର କହର ଜାରି ରହିଥିବା ବେଳେ ଅନେକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ଗୋଟେ ପଟେ ଭାଇରସ୍ କବଳରୁ ମୁକ୍ତ ହେବା ପାଇଁ ଲୋକେ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ…

ଫାଇଲିନ୍, ହୁଡହୁଡ୍, ଫନି ଆଉ ଏବେ ତଉକ୍ତେ; କେଉଁ ଆଧାରରେ ରଖାଯାଏ ଏହି ବାତ୍ୟା ଗୁଡିକର ନାମ, ଜାଣିବା ପଢ଼ନ୍ତୁ ପୁରା ଖବର

ନୂଆଦିଲ୍ଲୀ, ୧୫/୦୫(ଓଡିଶା ଭାସ୍କର) : ହିକାକା, ବୁଲବୁଲ୍, ଫାଇଲିନ୍, ଅମ୍ଫାନ୍, ଫନି, ନିସର୍ଗ, ନିୱାର ଏହିସବୁ ହେଉଛି ଆମ ଦେଶର ଉପକୁଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବାତ୍ୟା ଗୁଡିକର ନାମ । ଏହିସବୁ ବାତ୍ୟାର…

ପଶ୍ଚିମବଙ୍ଗରେ ବଢ଼ିଲା ଲକଡାଉନ୍: ଜାଣନ୍ତୁ କ’ଣ ରହିବ ଖୋଲା, ଆଉ କ’ଣ ବନ୍ଦ

କୋଲକାତା, ୧୫ା୫: ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଥିବା ନେଇ ଆଜି ଘୋଷଣା କରାଯାଇଛିି ।…

ଚଳିତ ବର୍ଷ ଶେଷସୁଦ୍ଧା ଦେଶରେ ଉପଲବ୍ଧ ହେବ ୮ଟି କୋଭିଡ୍ ଭ୍ୟାକସିନ୍, ପଢ଼ନ୍ତୁ ସେଗୁଡିକର ବିସ୍ତୃତ ବିବରଣୀ

ନୂଆଦିଲ୍ଲୀ, ୧୫/୦୫(ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଯାହା ଏବେ ଦିନକୁ ଦିନ ସାଂଘାତିକ ରୁପ ନେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ର…