Browsing Category

Featured

ଦୁନିଆର ସବୁଠାରୁ ରହସ୍ୟମୟୀ ଜଙ୍ଗଲ, ଯେଉଁଠାରେ ଲୋକେ କରନ୍ତି ଆତ୍ମହତ୍ୟା! ଏଠାରେ କମ୍ପାସ କରେନି କାମ, ଚାଲିଯାଏ ମୋବାଇଲ୍ ନେଟୱର୍କ

ନୂଆଦିଲ୍ଲୀ: ଦୁନିଆଟା ଦେଖିବାକୁ ଯେତେ ସୁନ୍ଦର ସେତେ ଭୟଙ୍କର ମଧ୍ୟ । ବୈଚ୍ୟତ୍ରତାରେ ଭରପୁର ହେଉଛି ଏ ଦୁନିଆ । ଏଠାରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି, ଯେଉଁଠାକୁ ଯିବା କୌଣସି ଭୟଙ୍କର ବିପଦ ଠାରୁ କମ୍ ନୁହେଁ ।…

ବଡ଼ ଖବର; ବିଜେଡିରେ ମିଶିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ଏବେ ଜୋର ଧରିଥିବା ବେଳେ ଦଳ ଅଦଳବଦଳ ନୀତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡିରେ ଯୋଗଦେଇଛନ୍ତି ବରିଷ୍ଠ…

କୋହଲି-ରୋହିତ ନୁହନ୍ତି ଏହି ଖେଳାଳି ବିନା ହିଁ ଭାରତୀୟ ଦଳ ଅଧୁରା- ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ସେମି ଫାଇନାଲରେ ପ୍ରବେଶ କରିବାକୁ ଭାରତର ସଂଘର୍ଷ ଜାରି ରହିଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ହାତରୁ ଶୋଚନୀୟ ପରାଜୟ ପରେ ବିରାଟ ବାହିନୀ ଆଫଗାନିସ୍ତାନ ଓ ସ୍କଟଲାଣ୍ଡ ବିପକ୍ଷରେ…

ମ୍ୟୁଜିକ୍ ଫେଷ୍ଟିଭାଲ ଦଳାଚକଟାରେ ୮ ମୃତ; ହୃଦଘାତ କାରଣରୁ୧୧ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଳୀ: ଯୁବପିଢି ନିଜର ମନୋରଞ୍ଜନ ପାଇଁ ମ୍ୟୁଜିକ୍ ଫେଷ୍ଟିଭାଲରେ ଅଂଶଗ୍ରହଣ କରୁଥିବା ବେଳେ ଆମେରିକାରେ ଘଟି ଯାଇଛି ଅଘଟଣ । ଏକ ମ୍ୟୁଜିକ ଫେଷ୍ଟିଭାଲରେ ଦଳାଚକଟା କାରଣରୁ ୮ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ…

Twitterର ନୂଆ ଫିଚର୍: ସହଜରେ ଖୋଜି ପାଇବେ କୌଣସି ଆକାଉଣ୍ଟର ପୁରୁଣା ଟୁଇଟ୍

ନୂଆଦିଲ୍ଲୀ: ଟୁଇଟର୍ ଆଣିଲା ନୂଆ ଫିଚର୍ । ଏହି ଫିଚରରେ କୌଣସି ଆକାଉଣ୍ଟର ପୁରୁଣା ଟୁଇଟ୍ ଖୋଜିବା ୟୁଜର୍ସଙ୍କ ପାଇଁ ଆହୁରି ସହଜ ହୋଇଯିବ । ତେବେ ଏହି ଫିଚର୍ କେବଳ ଆଇଫୋନ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଇଛି ।…

ASIଙ୍କୁ ବାନ୍ଧିଲା ଭିଜିଲାନ୍ସ: ମାମଲାର ତଦନ୍ତ ପାଇଁ ମାଗୁଥିଲେ ଲାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି ଜଣେ ପୋଲିସ ବାବୁ । ନାବାଳିକା ଅପହରଣ ମାମଲାର ତଦନ୍ତ ପାଇଁ ବାବୁ ଜଣଙ୍କ ଲାଞ୍ଚ ମାଗିଥିଲେ । ଫଳରେ ନାବାଳିକାଙ୍କ ବାପା ଦୁଇଟି କିସ୍ତିରେ ଯଥାକ୍ରମେ ୫ ହଜାର…

ନ୍ୟୁଜିଲାଣ୍ଡକୁ ଘାରୁଛି ଆଫଗାନିସ୍ତାନ ସ୍ପିନରଙ୍କ ଭୟ ! ରଶିଦ ଓ ନବିଙ୍କ ଉପରେ ସଭିଙ୍କ ନଜର

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ଆରମ୍ଭ ହେବା ପୂର୍ବରୁ କେହି ହେଲେ ଭାବି ନଥିବେ ଯେ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ ଏତେ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ହୋଇଯିବ । ଏହା ଏମିତି ଏକ ମୁକାବିଲା ଯାହା ଉପରେ କୋଟି…

କୋଭିଡ୍ ହସ୍ପିଟାଲରେ ନିଆଁ: ପୋଡ଼ି ହୋଇ ୧୦ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଅହମ୍ମଦନଗର ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଏହି ଅଘଟଣ ଘଟିଛି । ତେବେ ଅଗ୍ନିକାଣ୍ଡ ଘଟିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ…

ଏବେ ବି ୧୨ ରାଜ୍ୟ ପେଟ୍ରୋଲ-ଡିଜେଲ୍ ଉପରୁ ଭାଟ୍ କମାଇବାକୁ ପ୍ରସ୍ତୁତ ନାହାନ୍ତି, ଦର୍ଶାଉଛନ୍ତି ଏମିତି କାରଣ

ନୂଆଦିଲ୍ଲୀ : ନିକଟରେ ସଂପନ୍ନ ଉପ ନିର୍ବାଚନରେ ଝଟକା ଲାଗିବା ପରେ କେନ୍ଦ୍ର ସରକାର ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ କମ କରିବାକୁ ବାଧ୍ୟ ହୋଇଛନ୍ତି । ଏହା ପରେ ଅନେକ ରାଜ୍ୟ ସରକାର ମଧ୍ୟ ଭାଟ୍ କମାଇଛନ୍ତି । ଫଳରେ ଜୁଲାଇ…

ସରିଲା ସର୍ବଦଳୀୟ ବୈଠକ, ମଦମୁକ୍ତ ନିର୍ବାଚନ ପାଇଁ ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ଭୋଟ୍ ପାଇଁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ସର୍ବଦଳୀୟ ବୈଠକରେ ୪ଟି ଦାବି ହୋଇଛି । ମଦମୁକ୍ତ ନିର୍ବାଚନ ପାଇଁ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ନିର୍ବାଚନର…