fbpx
Browsing Category

Featured

୬ ଘଣ୍ଟା ପଡ଼ି ରହିଲା ବୃଦ୍ଧାଙ୍କ ଶବ: କରୋନା ଭାବି ଛୁଇଁଲେନି ପରିବାର, ଗ୍ରାମବାସୀ

ବାଲିଅନ୍ତା, ୧୦/୦୫: କରୋନାରେ ହଜିଯାଉଛି ମାନବିକତା । ଏହି କରୋନା ମଣିଷ ମନରେ ସୃଷ୍ଟି କରିଛି ଏଭଳି ଭୟ ଯେ ମାନବିକତା ମଧ୍ୟ ହାର ମାନିଯାଉଛି ତା’ଆଗରେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଳକାଟି…

ଅଲମ୍ପିକ୍ ଯୋଗ୍ୟତା ହାସଲ କଲେ ପ୍ରଥମ କିନ୍ନର, ପୁରୁଷରୁ ହୋଇଥିଲେ ମହିଳା

ହାମିଲଟନ, ୧୦ା୫: ପ୍ରଥମ ଥର ପାଇଁ ଜଣେ କିନ୍ନର ଅଲମ୍ପିକରେ ଅଂଶଗ୍ରହଣ କରିବେ । ୪୩ ବର୍ଷୀୟା ଲୌରେଲ ହବାର୍ଡ ବୟୋଜ୍ୟେଷ୍ଠ ଭାରୋତ୍ତୋଳିକା ଭାବେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ଜଣେ ପୁରୁଷ ହୋଇ ଜନ୍ମ…

କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ପୀୟୁଷ ଚାୱାଲଙ୍କ ବାପା

ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି । ଆଜି କରୋନାରେ ଆଖି ବୁଜିଛନ୍ତି କ୍ରିକେଟର୍ ପୀୟୁଷ ଚାୱାଲଙ୍କ ବାପା । ଆଜି ସକାଳୁ ପୀୟୁଷଙ୍କ ବାପା ପ୍ରମୋଦ…

ବଦଳିଲା ୧ ନମ୍ବର ମାର୍କେଟ ନିୟମ, ରାତି ୩ଟାରୁ କିଣିବେ ହୋଲସେଲ୍ ବେପାରୀ

ଭୁବନେଶ୍ୱର, ୧୦ା୫ (ଓଡିଶା ଭାସ୍କର): ରାଜ୍ୟ ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ମାର୍କେଟର ହୋଲସେଲ ନିୟମ ପରିବର୍ତ୍ତନ କରାଯାଇଛି । ଏଣିକି ହୋଲସେଲ୍ ବେପାରୀମାନେ ରାତି ୩ଟାରୁ ସକାଳ ୬ଟା ୩୦ ପର୍ଯ୍ୟନ୍ତ ପରିବା କିଣିବେ ।…

ଅଲମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : ହତ୍ୟା ଅଭିଯୋଗରେ ଛନ୍ଦି ହୋଇଥିବା ଆନ୍ତର୍ଜାତୀୟ ରେସଲର୍ ସୁଶୀଲ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ଦିଲ୍ଲୀ ପୋଲିସ୍ । ନିକଟରେ ଛତ୍ରସାଲ୍ ଷ୍ଟାଡିୟମ୍ ରେ ଦୁଇ…

ହଜିଯାଇନି ମାନବିକତା: ରାମ ନାମ ସତ୍ୟ ହୈ ଗାଇ ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲିମ୍

ସୁନ୍ଦରଗଡ, ୧୦/୦୫(ଓଡିଶା ଭାସ୍କର) : ହିନ୍ଦୁ-ମୁସଲିମ୍ ମଧ୍ୟରେ ବିବାଦ ଆମେ ଅନେକ ସମୟରେ ଆମ ସମାଜରେ ଦେଖିବାକୁ ପାଇଥାଉ । ହେଲେ ବିବାଦ ସମତେ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ସୁନ୍ଦର ସମ୍ପର୍କ ପରିପୂରକ ଭାବରେ ଗଢ଼ି…

ଆସନ୍ତା ଜୁନ୍ ୨୩ରେ ହେବ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ, ୧୦ା୫: ଆସନ୍ତା ଜୁନ୍ ମାସ ୨୩ ତାରିଖରେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏନେଇ ତାରିଖ ଘୋଷଣା ହୋଇଛି । ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ…

୧୦୦ ଟପିଲା ପେଟ୍ରୋଲ: ମହାରାଷ୍ଟ୍ରରେ ରେକର୍ଡ ବୃଦ୍ଧି

ମୁମ୍ବାଇ, ୧୦ା୫: ପୁଣି ତୈଳ ଦର ବୃଦ୍ଧି ହେବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗୋଟିଏ ପଟେ କରୋନା ଦାଉ ସାଧୁଥିବା ବେଳେ ଅନ୍ୟପଟେ ମହଙ୍ଗା ଦାଉ ସାଧୁଛି । ମହାରାଷ୍ଟ୍ରରେ ଆଜି ପେଟ୍ରୋଲ ଲିଟର…

ଭୁଲ୍ ରାସ୍ତାରେ ଚାଲିଗଲା ଅକ୍ସିଜେନ୍ ଆସୁଥିବା ଟ୍ୟାଙ୍କର, ଚାଲିଗଲା ୭ଜଣ ରୋଗୀଙ୍କ ପ୍ରାଣ

ହାଇଦ୍ରାବାଦ, ୧୦/୦୫(ଓଡିଶା ଭାସ୍କର): ଅକ୍ସିଜେନ୍ ସଙ୍କଟରେ ସାରା ଭାରତ ହନ୍ତସନ୍ତ ହେଉଥିବା ବେଳେ ଆଜି ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ଆଜି ପୁଣି ଥରେ ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରେ…

ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱ ଶର୍ମା

ଦିସପୁର, ୧୦ା୫: ହିମନ୍ତ ବିଶ୍ୱ ଶର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହିମନ୍ତ ଆସାମର ୧୫ତମ ଓ ବିଜେପିର…