fbpx
Browsing Category

Featured

୯ ଜଣ ସନ୍ତାନଙ୍କୁ ଏକସଙ୍ଗେ ଜନ୍ମଦେଲେ ୨୫ ବର୍ଷୀୟା ମହିଳା

ନୂଆଦିଲ୍ଲୀ, ୮ା୫: ଆଫ୍ରିକା ମହାଦେଶର ମାଲିରେ ଏକ ବିସ୍ମୟକର ଘଟଣା ଘଟିଛି । ଜଣେ ୨୫ ବର୍ଷୀୟା ମହିଳା ହଲିମା ଏକସଙ୍ଗେ ୯ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ଝିଅ ଓ ୪ ଜଣ ପୁଅ ରହିଛନ୍ତି ।…

ଦେଶର ୧୮୦ଟି ଜିଲ୍ଲାରେ ଗତ ୭ ଦିନ ଭିତରେ ଗୋଟିଏ ବି ମାମଲା ପଦାକୁ ଆସିନି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : ଭାରତରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି । କିଛିଦିନ ହେବ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର୍ କରୁଛି । ଏପରିକି ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୨ କୋଟି ପାର୍…

ଡିସିପିଙ୍କୁ ଦେବେ ଷ୍ଟାଫ୍ ତାଲିକା – ପୋଲିସ୍ କମିଶନର

ଭୁବନେଶ୍ୱର, ୦୮/୦୫(ଓଡିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ଲକଡାଉନ୍ ଜାରି ରହିଛି । ଏହି ସମୟରେ ଜରୁରୀ କାର୍ଯ୍ୟରେ ନିୟୋଜିତ କର୍ମୀ ମାନେ ହିଁ ଯାଆସ କରୁଛନ୍ତି । ଏହା ଭିତରେ କିଛି ଲୋକ ପରିଚୟପତ୍ର ଧରି ମନଇଚ୍ଛା…

ହିମାଚଳପ୍ରଦେଶରେ ଭୂକମ୍ପର ଝଟକା

ଶିମଲା ୦୮ । ୦୫ (ଓଡ଼ିଶା ଭାସ୍କର) : ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆଜି ସକାଳ ସମୟରେ ଭୂକମ୍ପର ଝଟକା ଅନୁଭବ କରଯାଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩ ରେକର୍ଡ…

ଏଣିକି କରୋନା ରୋଗୀଙ୍କୁ ଦେଖି ପାରିବେ ସମ୍ପର୍କୀୟ: ମାଲକାନଗିରିରେ ଆରମ୍ଭ ହେଲା ଦେଶର ପ୍ରଥମ ‘ଇ-ସାକ୍ଷାତ’

ମାଲକାନଗିରି, ୮ା୫ (ଓଡିଶା ଭାସ୍କର): ରାଜ୍ୟରେ ଜାରି ରହିଥିବା କରୋନା ସଂକ୍ରମଣ ଯୋଗୁଁ ରୋଗୀ ଓ ସମ୍ପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରୋଗୀଙ୍କ ବିଷୟରେ ପରିବାରବର୍ଗ ତଥା ସମ୍ପର୍କୀୟମାନେ କୌଣସି…

କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସର୍ବାନନ୍ଦ ନା ହିମନ୍ତ

ନୂଆଦିଲ୍ଲୀ, ୮ା୫: କିଏ ପିନ୍ଧିବ ଆସାମର ରାଜ ମୁକୁଟ? ସର୍ବାନନ୍ଦ ସୋନୋୱାଲ ନା ହିମନ୍ତ ବିଶ୍ୱ ଶର୍ମା? ଏ ଦୁହିଁଙ୍କ ମଧ୍ୟରେ ଜଣେ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବାର…

ଅନୁଗୁଳ ଏସଡିପିଓଙ୍କ ରୋମାନ୍ସ ଭିଡିଓ ଭାଇରାଲ୍: ପତ୍ନୀ ଆଣିଲେ ହତ୍ୟା ଉଦ୍ୟମ ଅଭିଯୋଗ

ଚନ୍ଦ୍ରଶେଖରପୁର,୦୮/୦୫(ଓଡିଶା ଭାସ୍କର) : ନିକଟରେ ଅନୁଗୁଳ ଏସଡିପିଓଙ୍କର ମହିଳା ଇନ୍ସପେକ୍ଟରଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ଏସଡିପିଓଙ୍କ ପତ୍ନୀ ତାଙ୍କ ଲଭ୍ ଆଫାୟାରସ୍ ଉପରୁ ପରଦା…

କରୋନା ଟିକା ଜିଏସ୍ଟି ଉପରେ ରାହୁଲଙ୍କ ଆକ୍ରମଣ: “ଲୋକମାନଙ୍କର ଜୀବନ ଚାଲିଯାଉ, କିନ୍ତୁ ପ୍ରଧାନମନ୍ତ୍ରୀ ଟିକସ ସଂଗ୍ରହ କରିବା ବନ୍ଦ…

ନୂଆଦିଲ୍ଲୀ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂଖ୍ୟା ବଢ଼ିବାରେ ଲାଗିଛି । ଅନ୍ୟପଟେ କରୋନା ଟିକା ମୂଲ୍ୟ ଉପରେ ଟିକସ ନେଇ ଅସନ୍ତୋଷ ଦେଖାଦେଇଛି। ଏନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟୀକା ଉପରେ ଟ୍ୟାକ୍ସ…

ପଥର ଖାଦାନରେ ବିସ୍ଫୋରଣ: ୧୦ ମୃତ

ଅମରାବତୀ, ୮ା୫: ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି । କଡ଼ପ୍ପା ଜିଲ୍ଲାର ଏକ ପଥର ଖାଦାନରେ ଏହି ଭୟଙ୍କର ଘଟଣା ଘଟିଛି । ଏହି ବିସ୍ପୋରଣରେ ମୃତ୍ୟୁବରଣ କରିଥିବା ମୃତକମାନେ ଶ୍ରମିକ…

ଦେଶ ପାଇଁ ଆଶ୍ୱସ୍ତିକର ଖବର: ଆମେରିକାରୁ ଆସିଲା ରେମଡେସିଭରର ୨୫୬୦୦ ଡୋଜ୍

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ଆତଙ୍କ ଖେଳାଇଦେଇଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ଭିତରେ ଦେଶ ବାହାରୁ ଅନେକ ସାହାଯ୍ୟ ଆସି ପହଞ୍ଚୁଛି ।…