Browsing Category

Featured

ଏୟାର ଇଣ୍ଡିଆର ମାଗଣା ବିମାନ ଯାତ୍ରା ସୁବିଧା ବନ୍ଦ, ମନ୍ତ୍ରୀ-ଅଫିସରଙ୍କୁ ଉଧାରରେ ମିଳିବ ନାହିଁ ଟିକେଟ୍

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଏୟାରଲାଇନ୍ସ ଏୟାର ଇଣ୍ଡିଆ ପକ୍ଷରୁ ଉଧାରରେ ଟିକେଟ୍ ଦେବା ସୁବିଧାକୁ ବନ୍ଦ କରିଦେଇଛି । ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରାଳୟ ସମସ୍ତ ମନ୍ତ୍ରାଳୟ ଓ ବିଭାଗଗୁ ସୁଚାଇଛି ଯେ, ସେମାନେ…

ଟି-୨୦ ବିଶ୍ୱକପ: ଭାରତ-ନ୍ୟୁଜିଲାଣ୍ଡ ପାଇଁ ‘କର ବା ମର’ ମ୍ୟାଚ୍, ବିଜୟ ଲକ୍ଷରେ ମଇଦାନକୁ ଓହ୍ଳାଇବେ ଉଭୟ ଟିମ୍

ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍ ବି ରେ ସ୍ଥାନ ପାଇଥିବା ପାକିସ୍ତାନ ଲଗାତର ଦୁଇ ମ୍ୟାଚରେ ବିଜୟ ଲାଭ କରି ଶୀର୍ଷ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚରେ ଭାରତକୁ ପରାସ୍ତ କରିଥିବା ପାକିସ୍ତାନ ମଙ୍ଗଳବାର…

ଓଭର୍‌ଲୋଡିଂ ଯାଞ୍ଚ ବେଳେ ଧରାପଡିଲା ହାଇୱା, ଗଣିଲା ୨୦ ହଜାର ଟଙ୍କାର ଜରିମାନା

ତିହିଡ଼ି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଚାନ୍ଦବାଲି ରାସ୍ତାରେ ପ୍ରତିଦିନ ଶହ ଶହ ଓଭରେଲାଡିଂ ହାଇୱା ଟ୍ରକ୍‌ ଯାତାୟତ କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇ ଆସୁଥିଲା । ମଙ୍ଗଳବାର ତିହିଡ଼ି ତହସିଲଦାର ପ୍ରତୀକ କୁମାର ସାହୁ…

ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତା: ୫ମ ସ୍ଥାନକୁ ଖସିଲେ କୋହଲି, ୮ମ ସ୍ଥାନରେ କେଏଲ ରାହୁଲ

ଦୁବାଇ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ପାକିସ୍ତାନ ବିପକ୍ଷ ମ୍ୟାଚରେ ୪୯ ବଲରୁ ୫୭ ରନ କରିଥିଲେ ହେଁ ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ପୁଣି ଗୋଟିଏ…

ସମୀର ୱାଙ୍ଖଡେଙ୍କ ବିରୋଧରେ ଲାଞ୍ଚ ଅଭିଯୋଗର ତଦନ୍ତ କରିବ ମୁମ୍ବାଇ ପୋଲିସ୍, ୪ ଅଫିସର୍ ନିଯୁକ୍ତ

ମୁମ୍ବାଇ: ଏନସିବିର ଜୋନାଲ୍ ଡାଇରେକ୍ଟର୍ ସମୀର ୱାଙ୍ଖଡେଙ୍କ ବିରୋଧରେ ଅଣାଯାଇଥିବା ଲାଞ୍ଚ ଅଭିଯୋଗର ତଦନ୍ତ କରିବ ମୁମ୍ବାଇ ପୋଲିସ୍ । ତେବେ ଯାଞ୍ଚ ପାଇଁ ମୁମ୍ବାଇ ପୋଲିସ୍ ର ୪ ଜଣ ଅଫିସର୍ ଙ୍କୁ ନିଯୁକ୍ତି ଦିଆଯାଇଛି…

ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ଗୋପ ପୁଲିସ : ମାଷ୍ଟର ମାଇଣ୍ଡ୍‌ ଶଶୀଭୁଷଣ ସହିତ ୪ ଗିରଫ, ୮ ରୁ ଉର୍ଦ୍ଧ୍ୱ ବାଇକ୍‌ ଜବତ

ଗୋପ (ଭାସ୍କର ନ୍ୟୁଜ୍‌): ଗୋପ ଅଞ୍ଚଳରେ ଏବେ ଦିନକୁ ଦିନ ରହାଯାନି ସହିତ ବାଇକ୍‌ ଚୋରି ହେଉଥିବା ଗୋପ ଥାନାରେ ଅଭିଯୋଗ ହୋଇଛି । ଗୋପ ପୋଲିସ ଏହି ଅଭିଯୋଗ ଅନୁସାରେ ବାଇକ୍‌ ଚୋରିକୁ ନେଇ ପୋଲିସ ଆମକୁ ଚ୍ୟାଲେଞ୍ଜ ଭାବରେ…

ନନ୍ଦନକାନନ ଭାଲୁ ସଫାରୀରେ ଅଘଟଣ: ଟୁରିଷ୍ଟ ଗାଇଡ୍‌ଙ୍କ ହାତକୁ ଝୁଣି ପକାଇଲା ଭାଲୁ, ଧରିଥିଲେ ଖାଦ୍ୟ ପୁଡିଆ

ବାରଙ୍ଗ, (ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରୀ ଭିତରେ ଟୁଲୁ ବେହେରା ନାମକ ଜଣେ ଅଣସ୍ୱୀକୃତ୍ରିାପ୍ତ ଟୁରିଷ୍ଟ ଗାଇଡ୍‌ଙ୍କ ହାତକୁ କାମୁଡ଼ି ଦେଇଛି ଭାଲୁ । ଟୁରିଷ୍ଟ ଗାଇଡ୍‌ଜଣକ ସଫାରୀ ବସ୍‌ରେ…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ, ନଭେମ୍ବର ୬ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ନିର୍ବାଚନ ନିମନ୍ତେ ଆସନ୍ତା ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ ଘଟିକା…

ପର୍ସରୁ ରଖନ୍ତୁ ଏହି ସବୁ ଜିନିଷ; ଦୂରେଇ ଯିବ ଆର୍ଥିକ ସଙ୍କଟ

ଯଦି ଆପଣଙ୍କର ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି, ପର୍ସରେ ଅଳ୍ପ ଅରୁଆ ଚାଉଳ ନିଶ୍ଚୟ ରଖନ୍ତୁ। ଏପରି ମଧ୍ୟ କୁହାଯାଏ ଯେ, ଯଦି ଆପଣଙ୍କର କୌଣସି ମନୋକାମନା ଅଛି, ତେବେ ଏକ କାଗଜରେ ଏହାକୁ ଲେଖି ଲାଲ ରଙ୍ଗର ଲଫାପାରେ…

ରାଶିଫଳ(ଗୁରୁବାର,୨୮ ଅକ୍ଟୋବର,୨୦୨୧)

ମେଷ - ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଦୀର୍ଘଦିନର ଆଶା ପୂରଣ ହେବା ଫଳରେ ପ୍ରଶଂସିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ ।…