Browsing Category
Featured
କ୍ୟାପଟେନ ଅମରିନ୍ଦରଙ୍କର ପାକିସ୍ତାନୀ ମହିଳାଙ୍କ ସହିତ ଲିଙ୍କ୍; ତଦନ୍ତ କରିବାକୁ ପଞ୍ଜାବ ସରକାରଙ୍କ ଇସାରା
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ସହିତ ସମ୍ପର୍କ ଥିବା ନେଇ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ…
OAS ସ୍ତରରେ ଅଦଳବଦଳ, ଲକ୍ଷ୍ମୀଧର ସାହୁ ହେଲେ ବେଗୁନିଆ ବିଡିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୬ ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି । ସୁନିଲ ମେହେରଙ୍କୁ ବରଗଡ଼ ଜିଲ୍ଲାର…
୨୦୨୨ରେ ପୁଣି ଖେଳାଯିବ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ମ୍ୟାଚ୍: ନୂଆ ତାରିଖ ଓ ନୂଆ ଭେନ୍ୟୁରେ ମୁକାବିଲା ହେବ
ଦୁବାଇ: ଆସନ୍ତା ବର୍ଷ ଜୁଲାଇ ମାସରେ ପୁଣି ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ କ୍ରିକେଟ ମ୍ୟାଚ । ଚଳିତ ବର୍ଷ ଅଗଷ୍ଟ - ସେପ୍ଟେମ୍ବର ମାସରେ ଉଭୟ ଦଳ ଇଂଲଣ୍ଡରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ ମ୍ୟାଚ…
ଆଜିଠୁ ବିଶ୍ୱକପର ସୁପର ୧୨ ଲଢ଼େଇ: ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା
ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ସୁପର୍ ୧୨ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ । ଓମାନରେ ଶୁକ୍ରବାର ଦିନ ବିଶ୍ୱକପର ପ୍ରଥମ ରାଉଣ୍ଡ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ସମାପ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ…
ହଜ୍ ଯାତ୍ରୀଙ୍କ ପାଇଁ ଖୁସି ଖବର: କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ୍ଲାଇନ୍, ଏମିତି କରିପାରିବେ ଅନ୍ଲାଇନ୍ ଆବେଦନ
ନୂଆଦିଲ୍ଲୀ : ଆସନ୍ତା ବର୍ଷ ହଜ୍ ଯାତ୍ରା ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଯେଉଁ ବ୍ୟକ୍ତି ଦୁଇଡୋଜ କରୋନା ଟିକା ନେଇଥିବେ ସେମାନେ ଏଥିାଇଁ ଆବେଦନ କରିପାରିବେ । ଏହା ସହିତ ଯାତ୍ରୀ ଚୟନ ପାଇଁ ଉଭୟ…
ଗନ୍ ପାଉଡର୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୧୬ ମୃତ, ଜଣେ ଜୀବିତ ଉଦ୍ଧାର
ମସ୍କୋ : ରୁଷ୍ର ମସ୍କୋ ଠାରୁ ପ୍ରାୟ ୨୭୦ କି.ମି. ଦୂର ରାୟଜନ ରିଜିଅନ୍ର ଇଲାଷ୍ଟିକ୍ ଗନ ପାଉଡର ଫ୍ୟାକ୍ଟ୍ରିରେ ଶୁକ୍ରବାର ବିସ୍ଫୋରଣ ଫଳରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପ୍ରଶାସନ କହିଛି ଯେ, ଘଟଣାରେ ଜଣେ…
ଆଜିଠୁ ୩ ଦିନିଆ ଜମ୍ମୁକଶ୍ମୀର ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ଧାରା ରଦ୍ଦ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ସେଠାକୁ ଯିବେ । ଆଜିଠୁ ଅମିତ ଶାହ ତିନିଦିନିଆ ଜମ୍ମୁକଶ୍ମୀର ଗସ୍ତରେ ଯାଉଥିବାବେଳେ…
ନିଶା ବେପାରୀଙ୍କ ଘରେ ଅବକାରୀ ଟିମ୍ର ରେଡ୍: ୮ କେଜି ସୁନା ସହ ୭୫ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ
ବ୍ରହ୍ମପୁର (ଭାସ୍କର ନ୍ୟୁଜ୍): ଗଞ୍ଜେଇ ଜବତ କରିବାକୁ ଯାଇ ପୋଲିସ ଜଣେ ନିଶା ବେପାରୀଙ୍କ ଘରୁ କେଜି କେଜି ସୁନା ଓ ବଣ୍ଡଲ ବଣ୍ଡଲ୍ ଟଙ୍କା ଜବତ କରିଛି । ଜଣେ ନିଶା ବେପାରୀଙ୍କ ଘରେ ଏତେ ପରିମାଣର ଟଙ୍କା ଦେଖି ପୋଲିସ…
ଏହି ତାରିଖରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ; ଜାଣନ୍ତୁ କ’ଣ ରହିଛି ପ୍ରସ୍ତୁତି…
ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ-୧୯ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ୨୦ଟି କାର୍ଯ୍ୟ ଦିବସ ରହିବ । ଖ୍ରୀଷ୍ଟମାସ ଅର୍ଥାତ ଡିସେମ୍ବର ୨୫…
ରାଶିଫଳ(ଶନିବାର,୨୩ ଅକ୍ଟୋବର,୨୦୨୧)
ମେଷ - ଶୁଭଦିନ ରହିବ ସମୟ ସାଥ ଦେବ ମନମୁତାବକ ପରିବେଷ ମଧ୍ୟରେ ଦିନ କଟିବ, ମାନ ସମ୍ମାନ,ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ଶୁଭସମୟ ରହିବ ଫଳରେ ମାନସିକ ସ୍ତରରେ…