Browsing Category

Featured

ବିହାରରେ ଭାଙ୍ଗିଲା ମହାମେଣ୍ଟ ! ଭକ୍ତଚରଣ ଦାସ କହିଲେ- କଂଗ୍ରେସ ଆଉ ଆରଜେଡି ସହ ନାହିଁ

ପାଟନା : ବିହାରରେ ବିରୋଧୀ ଦଳଙ୍କ ମହାମେଣ୍ଟ ଭାଙ୍ଗିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଗତ ଅନେକ ଦିନରୁ ଧରି ଜାରି ଟଣାଓଟରା ପରେ ଶୁକ୍ରବାର କଂଗ୍ରେସ ରାଜ୍ୟ ପ୍ରଭାରୀ ଭକ୍ତଚରଣ ଦାସ କହିଛନ୍ତି ଯେ, କଂଗ୍ରେସ ଏବେ…

ମୁମ୍ବାଇର ୬୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ପ୍ରାଣ ବିକଳରେ ଛାତରୁ ଡେଇଁ ଜଣଙ୍କ ମୃତ୍ୟୁ

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଏକ ୬୦ ମହଲା କୋଠାରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । କର୍ରି ରୋଡ୍ ସ୍ଥିତ ଅଭିଘ୍ନ ପାର୍କ କୋଠାରେ ଏହି ଭୟଙ୍କର ନିଆଁ ଲାଗିଛି । ଦମକଳ ବାହିନୀ ଘଟଣାସ୍ଥଳରେ…

ଟୁଇଟର ଇଣ୍ଡିଆର ପୂର୍ବତନ ଏମଡିଙ୍କ ବଢିଲା ଅଡୁଆ, ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବଢିଲା ଟୁଇଟର ଇଣ୍ଡିଆର ପୂର୍ବତନ ଏମଡିଙ୍କ ଅଡୁଆ । ପୂର୍ବତନ ଏମଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଏକ ମାମଲାରେ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ଏଥିସହ ସମ୍ବେଦନଶୀଳ ଭିଡିଓ ଅପଲୋଡିଂ ମାମଲାରେ ଉତ୍ତର…

ମହା ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା, ତିନୋଟି ସ୍ଥାନ ପାଇଁ ଏବେ ବି କୌଣସି ଖେଳାଳି ସ୍ଥିର ହୋଇ ନାହାନ୍ତି

ନୂଆଦିଲ୍ଲୀ : ଦୁଇ ଅଭ୍ୟାସ୍ ମ୍ୟାଚ୍ ପରେ ୧୫ ଜଣିଆ ଭାରତୀୟ ଦଳ ପାକିସ୍ତାନର ମୁକାବିଲା କରିବାକୁ ପ୍ରସ୍ତୁତ । ଏହି ମ୍ୟାଚ୍ ଅକ୍ଟୋବର ୨୪ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଇଂଲଣ୍ଡ ଓ…

ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରସ୍ତୁତି ପ୍ରସଙ୍ଗରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ,…

‘ମୁଁ କେବେ ବି ଡ୍ରଗ୍ସ ନେଇନି, ସିଗାରେଟକୁ ନେଇ ଆର୍ଯ୍ୟନଙ୍କ ସହ କଥା ହୋଇଥିଲି’: ଅନନ୍ୟା ପାଣ୍ଡେ

ମୁମ୍ବାଇ: ଆର୍ଯ୍ୟନ୍ ଖାନଙ୍କ ମୁମ୍ବାଇ କ୍ରୁଜ୍ ପାର୍ଟି ମାମଲାରେ ଦ୍ୱିତୀୟ ଦିନ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ପଚରାଉଚରା କରୁଛି । ସୁତ୍ର ଅନୁସାରେ, ପ୍ରଥମ ଦିନର ପଚରାଉଚରା ବେଳେ ଏନସିବିକୁ କିଛି…

Gmailରେ ଆସୁଛି ନୂଆ ଅପଡେଟ୍: ବଦଳିଯିବ To, Cc ଓ Bccର ତରିକା

ନୂଆଦିଲ୍ଲୀ: ଗୁଗଲ ନିଜର ଜିମେଲ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଜିମେଲରେ ଟୁ, ସିସି ଓ ବିସିସିରେ ସୁଧାର ଆଣିବ । ଏହି ନୂଆ ଅପଡେଟ୍ ଆସିବା ପରେ ୟୁଜର୍ସଙ୍କ ପାଇଁ ଇମେଲ ଲେଖିବା ବହୁତ…

ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତ ତିଆରି କରୁଛି ବିପଦଜ୍ଜନକ ‘ହାଇପରସୋନିକ ମିସାଇଲ’- ରିପୋର୍ଟ

ନୂଆଦିଲ୍ଲୀ : ବିଶ୍ୱର କିଛି ବଛା ବଛା ଦେଶରେ ସାମିଲ୍ ହେଲା ଭାରତ । ଏହି ସବୁ ଦେଶ ହାଇପରସୋନିକ ମିସାଇଲ ବିକଶିତ କରୁଛନ୍ତି । ଆମେରିକା ସଂସଦର ଏକ ସ୍ୱତନ୍ତ୍ର ରିପୋର୍ଟରେ ଏହା କୁହାଯାଇଛି । ଆମେରିକାର ଏହି ରିପୋର୍ଟ…

ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନାର ମୁକାବିଲା ପାଇଁ ଟିକାକରଣରୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ପିଲାଙ୍କୁ ଟିକା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ କରୋନା ଟିକା । ୨ଟି ଯାକ…

ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ଫୋନରେ କଥା ହୋଇଥିଲା, ପରଦା ପଛରେ ରହିଛି ଆଉ କାହାର ହାତ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଖୁଲାସା ହେଉଛି । ତେବେ ଗୋବିନ୍ଦକୁ ପୋଲିସ ରିମାଣ୍ଡରେ ଆଣିବା…