Browsing Category
Featured
ମୋ ପୁଅକୁ ତା ସାଙ୍ଗ ମାନେ ହତ୍ୟା କରିଛନ୍ତି: ୟୁଟ୍ୟୁବ୍ ଭିଡିଓରେ ଅଭିଯୋଗ ଆଣିଲେ ନବୀନ ଦାସ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ଖୁଲାସା କରିଛନ୍ତି ନିଜେ ନବୀନ ଦାସ । ନିର୍ଭୟ ଚ୍ୟାନେଲରେ ଏକ ୟୁଟ୍ୟୁବ ଭିଡିଓ ଜରିଆରେ ଏହି ଖୁଲାସା…
ହବିଷିଆଳିଙ୍କୁ ପୁରୀ ମନା, ଜାଣନ୍ତୁ କାହିଁକି
ପୁରୀ(ଓଡ଼ିଶା ଭାସ୍କର): କୋଭିଡ ଦୃଷ୍ଟିରୁ କାର୍ତ୍ତିକ ମାସରେ ହବିଷିଆଳିଙ୍କୁ ପୁରୀ ମନା ହୋଇଛି । ହବିଷିଆଳିଙ୍କୁ ପୁରୀ ମନା ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ରବିବାର ସହିତ ନଭେମ୍ବର ୪,୧୬ ଓ ୧୯…
ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ୫୦% ବଢ଼ିଲା ଦରମା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବାକୁ ନିଷ୍ପତ୍ତି ନିଆଯାଇଛି ।…
OAS ପାଇଲେ ନୂଆପଡ଼ାର ରୋହିତ ଓ ଆର୍ତତ୍ରାଣ, ଦଳିତ ହୋଇ ମଧ୍ୟ ନିଜ ପରିଶ୍ରମ ବଳରେ…
ନୂଆପଡ଼ା(ଓଡ଼ିଶା ଭାସ୍କର): ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ନୂଆପଡ଼ା ଜିଲ୍ଲାର ୨ ଯୁବକ । ଖରିଆର ରୋଡ ସହର ଏଲଡି ପଡ଼ାର ରୋହିତ ବାଗ ୩୨ ନମ୍ବର ରଖି ପାସ୍ କରିଥିବା ବେଳେ ୮୩ ନମ୍ବର ରାଙ୍କରେ ରହିଛନ୍ତି ଖଡ଼ିଆଳର…
୧୩ରେ ଲଘୁଚାପ, ୧୫ରେ ଓଡ଼ିଶା ଉପକୂଳ ଛୁଇଁବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୩ରେ ସୃଷ୍ଟି ହେବ । ଏଥିସହ ଲଘୁଚାପ ୧୫ରେ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୩ ସୁଦ୍ଧା…
ଆଇପିଏଲ ୨୦୨୧: ପ୍ରଥମ ଥର ଷ୍ଟାଡିୟମରେ ଲାଗିଲା ୧୦୦ କ୍ୟାମେରା, ଦର୍ଶକଙ୍କୁ ପ୍ରତି ଏଙ୍ଗଲରୁ ଦେଖିବାକୁ ମିଳିଲା ଚୌକା-ଛକା
ନୂଆଦିଲ୍ଲୀ : ଆଇପିଏଲ ୨୦୨୧ରେ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଖେଳା ଯାଇଛି । ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ…
TCS ଦେବ ୭୮ ହଜାର ଫ୍ରେଶର୍ସଙ୍କୁ ଚାକିରି କରିବାର ସୁଯୋଗ
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଆଇଟି ସର୍ଭିସ୍ ଫାର୍ମ ଟିସିଏସ୍ ଫ୍ରେଶର୍ସଙ୍କ ସ୍ୱପ୍ନ କରିବାକୁ ଯାଉଛି । କମ୍ପାନୀ ଆର୍ଥିକ ବର୍ଷ ୨୦୨୨ରେ ୭୮ ହଜାର ଫ୍ରେଶର୍ସଙ୍କୁ ଯୋଡ଼ିବାର ଲକ୍ଷ୍ୟ ରଖିଛି । ପୂର୍ବରୁ କମ୍ପାନୀ ୪୦…
ଏଲିମିନେଟର ପୂର୍ବରୁ ଆରସିବି ଛାଡିଲେ ଦୁଇ ଖେଳାଳି
ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ସୋମବାର ଆଇପିଏଲ ୨୦୨୧ର ଏଲିମିନେଟର ମୁକାବିଲା ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଆରସିବିର ୱାନିନ୍ଦୁ ହସରଙ୍ଗା ଏବଂ ଦୁଷ୍ମନ୍ତା…
କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ସହିଦ
କାଶ୍ମୀର: ଜାମ୍ମୁ-କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ସଂଘର୍ଷରେ ୫ ଯବାନ ସହିଦ ହୋଇଛି । ରଜୌରି ସେକ୍ଟର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀ ବିରୋଧ ଅଭିଯାନ…
ରାଷ୍ଟ୍ରପତିଙ୍କୁ ବି ମ୍ୟାଚ୍ ଦେଖିବାକୁ ଅନୁମତି ମିଳିଲା ନାହିଁ, ଅଧିକାରୀ କହିଲେ- ପ୍ରଥମେ କରୋନା ଟିକା ଲଗାଇକି ଆସନ୍ତୁ
ନୂଆଦିଲ୍ଲୀ : ବ୍ରାଜିଲରେ କରୋନା ନିୟମ ପାଳନ କରିନଥିବାରୁ ରାଷ୍ଟ୍ରପତିଙ୍କୁ ମଧ୍ୟ କୌଣସି କୋହଳ ମିଳୁନାହିଁ । ଏହାର ଏକ ସଦ୍ୟତମ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ମ୍ୟାଚ୍…