fbpx
Browsing Category

Featured

ହାଇଦର୍ ଫେରାର୍ ଘଟଣା: ୬ ପୋଲିସ୍ ଅଫିସର ସସପେଣ୍ଡ୍

ଭୁବନେଶ୍ୱର, ୧୧ା୪(ଓଡିଶା ଭାସ୍କର) : କଟକ ବଡ ଡାକ୍ତରଖାନାରୁ ଗ୍ୟାଙ୍ଗଷ୍ଟାର ହାଇଦର୍ ଫେରାର୍ ଘଟଣାରେ ସୁରକ୍ଷା ଦାୟିତ୍ୱରେ ଥିବା ୬ ଜଣ ପୋଲିସ୍ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ୫ କନେଷ୍ଟବଳ…

ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ପୋଲିସ୍ ର ସ୍ପେଶାଲ ସ୍କ୍ୱାଡ଼୍ ଗଠନ

କଟକ  ୧୧ା୪(ଓଡିଶା ଭାସ୍କର) : କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର SCB ମେଡ଼ିକାଲରୁ ଫେରାର ହୋଇଯିବା ପରେ ଏବେଯାଏ ତାର ପତ୍ତା ମିଳିପାରି ନାହିଁ । ହାଇଦରକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ଼୍ ଗଠନ କର।ଯାଇ ସର୍ଚ୍ଚ ଅପରେସନ…

ଝୁମ୍ପୁଡ଼ିରେ ଜନ୍ମ, ନାଇଟ୍ ଗାର୍ଡ ଚାକିରି, ଏବେ ଆଇଆଇଏମର ପ୍ରଫେସର, ଜାଣନ୍ତୁ ଯୁବକଙ୍କ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ, ୧୧ା୪: କଥାରେ ଅଛି- ଇଚ୍ଛା ଓ ଦୃଢ଼ ମନୋବଳ ଥିଲେ ମଣିଷ ଅସମ୍ଭବକୁ ବି ସମ୍ଭବ କରିପାରେ । ଏପରି କିଛି କରି ଦେଖାଇଛନ୍ତି ବେଙ୍ଗାଲୁରୁରେ ରହୁଥିବା ୨୮ ବର୍ଷୀୟ ଯୁବକ ରଞ୍ଜିତ ରାମଚନ୍ଦ୍ରନ । ରଞ୍ଜିତ ଏକ ଗରିବ…

ଜାମ୍ମୁରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ

ଜାମ୍ମୁ-କାଶ୍ମୀର, ୧୧ା୪(ଓଡିଶା ଭାସ୍କର) : ଜାମ୍ମୁରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ସୋପିଆନରେ ପୁଣି ଥରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି…

୭୩ ବର୍ଷୀୟା ମହିଳା ଖୋଜୁଛନ୍ତି ସାଥୀ, ସୋସିଆଲ ମିଡ଼ିଆରେ ଭାଇରାଲ୍

ନୂଆଦିଲ୍ଲୀ, ୧୧ା୪: ଆଜିକାଲି ସୋସିଆଲ ମିଡ଼ିଆରେ ଏକ ଘଟଣା ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଜଣେ ୭୩ ବର୍ଷୀୟା ମହିଳା ସାଥୀଟିଏ ଖୋଜୁଛନ୍ତି । ଏନେଇ ସେ ଖବରକାଗଜରେ ମାଟ୍ରିମୋନିଆଲରେ ବିଜ୍ଞାପନ ଦେଇଛନ୍ତି, ଯାହାକି…

ଦେଶରେ ୮୩୯ ଜଣଙ୍କ ମୃତ୍ୟୁ, ୧ ଲକ୍ଷ ୫୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୧ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୮୩୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୯ ହଜାର ୨୭୫କୁ ବୃଦ୍ଧି…

୩ ବର୍ଷର ବଡ଼ ଭାଇ ଚଳାଇଲା ଗୁଳି, ଆଠ ମାସର ସାନଭାଇର ମୃତ୍ୟୁ

ହ୍ୟୁଷ୍ଟନ, ୧୧ା୪: ଆମେରିକାରେ ଏକ ଭିନ୍ନ ଧରଣର ଅପରାଧ ଘଟିଛି । ଗୋଟିଏ ୩ ବର୍ଷର ଶିଶୁ ନିଜର ଆଠ ମାସର ଭାଇକୁ ଗୁଳିମାରି ହତ୍ୟା କରିଛି । ତିନି ବର୍ଷର ବଡ଼ ଭାଇ ଘରେ ଥିବା ଏକ ବନ୍ଧୁକ ଦ୍ୱାରା ସାନ ଭାଇକୁ ଗୁଳି…

ସମଗ୍ର ଦେଶରେ ଆରମ୍ଭ ହେଲା ୪ ଦିନିଆ ଟିକା ଉତ୍ସବ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୪ ସୂତ୍ରୀ ପରାମର୍ଶ

ନୂଆଦିଲ୍ଲୀ, ୧୧ା୪ (ଓଡିଶା ଭାସ୍କର): ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ୪ ଦିନିଆ ଟିକା ଉତ୍ସବ । ଏହି ଟିକା ଉତ୍ସବ ଆଜିଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ରାଜ୍ୟରେ ବଢ଼ି ଚାଲିଛି କରୋନାର ଲହରୀ: ଆଜି ଚିହ୍ନଟ ହେଲେ ୧୩୭୯ ପଜିଟିଭ୍

ଭୁବନେଶ୍ୱର, ୧୧ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ଲଗାତର ଛଅ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାରି ହେଲା ତାଲିକା

ନୂଆଦିଲ୍ଲୀ, ୧୧ା୪: ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବାର ଅଛି, ତେବେ ଆଜିଠାରୁ ଶେଷ କରିଦିଅନ୍ତୁ । ଚଳିତ ଏପ୍ରିଲ ମାସରେ ଲଗାତର ୬ ଦିନ ବ୍ୟାଙ୍କ ବନ୍ଦ ରହିବା ସହ ସମୁଦାୟ ୯ଟି ଛୁଟିଦିନ ପଡ଼ୁଛି…