fbpx
Browsing Category

Featured

ସାବଧାନ୍! ରାଜ୍ୟର ଏହି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଝଡବର୍ଷା ହୋଇପାରେ । ଆସନ୍ତାକାଲି ସୁଦ୍ଧା ୧୬ଟି ଜିଲ୍ଲାରେ ବଜ୍ରପାତ ସହ…

କୁଚବିହାର ହିଂସାକାଣ୍ଡକୁ ନେଇ ମୁଣ୍ଡ ଟେକିିଲାଣି ରାଜନୈତିକ ହିଂସା

ହିଂଗଲଗଞ୍ଜ, ୧୦ା୪ (ଓଡିଶା ଭାସ୍କର) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୁଚବିହାର ହିଂସା ପଛରେ ବିଜେପିର ଷଡଯନ୍ତ୍ର ଲୁଚି ରହିଥିବା କହିଛନ୍ତି । କୁଚବିହାର ହିଂସାରେ ଯେଉଁ ୪ ଜଣ ମତଦାତାଙ୍କର ମୃତ୍ୟୁ…

ଭୂମିକମ୍ପର ତୀବ୍ରତା ଅଧିକ ଯୋଗୁ ଲୋକେ ଭୟଭୀତ!

ଇଣ୍ଡୋନେସିଆ ୧୦ା୪ (ଓଡିଶା ଭାସ୍କର) :  ଇଣ୍ଡୋନେସିଆରେ ଜାଭା ଦ୍ୱୀପପୁଞ୍ଜରେ ଅନୁଭୂତ ହୋଇଛି ଭୂମିକମ୍ପ । ଭୂମିକମ୍ପର ତୀବ୍ରତା ୬.୦ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରାଯାଇଛି । ମଳିଥିବା ଖବର ଅନୁସାରେ ପୂର୍ବ…

ଗୁଗୁଲ ପେ’ରେ ୫୦ ହଜାର ସଫା: ସାଇବର ଠକେଇରେ ଅବସରପ୍ରାପ୍ତ ଯବାନ ଶିକାର

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଅବସରପ୍ରାପ୍ତ ଯବାନ ସାଇବର ଲୁଟର ଶିକାର ହୋଇଛନ୍ତି । ଯବାନଙ୍କ ଆକାଉଣ୍ଟରୁ ପ୍ରାୟ ୫୦…

ସାବଧାନ୍! ଏଣିକି ଅମାନିଆଙ୍କୁ ଧରିବ ସିସିଟିଭି

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ୧୦୦୦ ଟପିଥିଲେ ବି ଲୋକେ ଅବୁଝା । ବିନା ମାସ୍କ ଓ ସାମାଜିକ ଦୂରତାରେ ଯାତାୟତ କରି ପ୍ରଶାସନର କଟକଣାକୁ ଫୁ’ କରି ଉଡାଇଦେଉଛନ୍ତି । ସେଥିପାଇଁ କୋଭିଡ…

ଫିନାଇଲ୍ ପିଇ ଆତ୍ମହତ୍ୟାର ଧମକ୍ ଦେଲେ SCB ନର୍ସିଂ କଲେଜର ଛାତ୍ରଛାତ୍ରୀ

କଟକ ୧୦ା୪ (ଓଡିଶା ଭାସ୍କର) :  SCB ମେଡ଼ିକାଲ ନର୍ସିଂ କଲେଜ ବନ୍ଦ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କରୋନା ସଂକ୍ରମଣ ବଢୁଥିବା ହେତୁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ…

ସୋଲେ ଷ୍ଟାଇଲରେ ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ସୁପୌଲ, ୧୦ା୪ (ଓଡିଶା ଭାସ୍କର) : ବିହାରର ସୁପୌଲରେ ଯୁବକଙ୍କ ହାଇଭୋଲଟେଜ୍ ଡ୍ରାମା । ସୋଲେ ଫିଲ୍ମରେ ଯେପରି ବାସନ୍ତୀକୁ ବାହା ହେବା ପାଇଁ ବୀରୁ ଯେମିତି ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲା । ଠିକ୍…

ଓଡିଶାର ଆଉ ୪ଟି ସିନେମା ହଲ୍ ସିଲ୍, ଜାଣନ୍ତୁ କେଉଁଠି?

ପାରଳାଖେମୁଣ୍ଡି,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟର ଆଉ ୪ଟି ସିନେମା ହଲକୁ ସିଲ୍ କରିଛି ପ୍ରଶାସନ । କରୋନା ନିୟମ ଉଲ୍ଲଂଘନ ନେଇ ସିନେମା ହଲ ସିଲ…