Browsing Category

Featured

ଏହି କାରଣ ପାଇଁ ମହିଳାମାନେ ଅନ୍ଧାରରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ପସନ୍ଦ କରିଥାନ୍ତି

ନିଜର ଜୀବନସାଥୀଙ୍କ ସହ ଶାରୀରିକ ସମ୍ପର୍କକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ପସନ୍ଦ, ନାପସନ୍ଦ ରହିଥାଏ । ଅଧିକାଂଶ ପୁରୁଷ ନିଜର ମହିଳା ସାଥୀଙ୍କ ସହ ଭିନ୍ନ ଢଙ୍ଗରେ ସମୟ ବିତାଇବାକୁ ଚାହିଁଥାନ୍ତି । ସେହିପରି…

ବଢ଼ୁଛି ଜଳସ୍ତର, ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ୱର(ଓଡ଼ିଶା ଭାସ୍କର) : ବର୍ଷା ଯୋଗୁଁ ଜଳସ୍ତର ପୁଣି ବଢ଼ିବାରେ ଲାଗିଛି । ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ୭.୧୮ ମିଟର ରହିଛି ।…

ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତା: ଏକ ନମ୍ବର ସ୍ଥାନରେ ମିଥାଲି…

ଦୁବାଇ: ଭାରତୀୟ ମହିଳା ସୀମିତ ଓଭର କ୍ରିକେଟ ଦଳର ଅଧିନାୟିକା ମିଥାଲି ରାଜ ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାରେ ଏକ ନମ୍ବର ସ୍ଥାନ ବଜାୟ ରଖି ପାରିଛନ୍ତି । ଗତକାଲି ଅନୁଷ୍ଠିତ ଅଷ୍ଟ୍ରେଲିଆ ମହିଳା ଦଳ ବିକ୍ଷ…

ଟଙ୍କା ପାଇଁ କୋଟିପତି ଝିଅକୁ ପ୍ରେମଜାଲରେ ଫସାଇଲା ବାଉନ୍ସର୍ ପ୍ରେମିକ, ସେକ୍ସ ସମୟରେ ନେଇଗଲା ଜୀବନ

ନୂଆଦିଲ୍ଲୀ: ଆଜିକାଲିର ପ୍ରେମରେ ସବୁକିଛି ନାଟକ । କିଏ ଟଙ୍କା ପାଇଁ ତ ଆଉ କିଏ ପଦବୀ ପାଇଁ ପ୍ରେମ କରୁଛି । ସେହିଭଳି ଜଣେ ବ୍ୟକ୍ତି ଟଙ୍କା ପାଇଁ ନିଜ ପ୍ରେମିକାକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି ।…

ଦଶମରେ ଗଣିତ ନଥିଲେ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିପାରିବେ ନାହିଁ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ଗଣିତ ବିଷୟ ପଢ଼ିନଥିଲେ ଯୁକ୍ତ ଦୁଇରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିପାରିବେ ନାହିଁ । ବର୍ତ୍ତମାନ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ଜାରି ରହିଥିବା ବେଳେ…

ପୁଣି ପାକିସ୍ତାନକୁ ଝଟକା, ନ୍ୟୁଜିଲାଣ୍ଡ ପରେ ପାକ୍ ଗ୍ରସ୍ତ ବାତିଲ କଲା ଇଂଲଣ୍ଡର ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍

ଲଣ୍ଡନ: ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ବିପଦ ଆଶଙ୍କା କରି ପାକିସ୍ତାନ ଗସ୍ତ ବାତିଲ କରି ଫେରି ଆସିବା ପରେ ଇଂଲଣ୍ଡ କ୍ରିକେଟ ଦଳର ଆଗାମୀ ପାକିସ୍ତାନ ଗସ୍ତ ବାତିଲ କରିଛି । ପୂର୍ବତନ ଇଂଲଣ୍ଡ କ୍ରିକେଟ ଅଧିନାୟକ ମାଇକେଲ…

ସେଣ୍ଟ୍ରାଲ ଲକ୍ ହେଲ କାଳ, ଦୁର୍ଘଟଣାଗସ୍ତ କାରରୁ ବାହାରିନପାରି ଆଖିବୁଜିଲେ ମରାଠୀ ଅଭିନେତ୍ରୀ ଓ ପୁରୁଷ ବନ୍ଧୁ

ପୁନେ : କାର୍‌ର ସେଣ୍ଟାର ଲକ୍ ହେଲ କାଳ। ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ନଦୀକୁ କାର ଓଲଟି ବୁଡ଼ିଗଲା । ସେଣ୍ଟାର ଲକ୍ କାରଣରୁ ଖୋଲିଲାନି ଡୋର୍‌। ଜୀବନ ବଞ୍ଚାଇବାକୁ ବହୁତ ଚେଷ୍ଟ କରିଥିଲେ ବି ଅଣନିଶ୍ବସୀ…

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଗଲା ଜୀବନ

ଭବାନୀପାଟଣା(ଓଡ଼ିଶା ଭାସ୍କର): ଡ୍ରେନରେ ଭାସି ୧୦ମ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ଦିନ କେଇଟା ବିତିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଘଟଣା । ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ବିଶ୍ୱନାଥପୁର ଥାନା…

ରାଶିଫଳ(ବୁଧବାର,୨୨ ସେପ୍ଟେମ୍ବର,୨୦୨୧)

ମେଷ - ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ…

ବଢୁଛି ହୀରାକୁଦ ଜଳସ୍ତର,୧୨ଟି ଗେଟ ଦେଇ ଜଳ ନିଷ୍କାସିନ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ଜଳ ସ୍ତର ବଢୁଥିବାରୁ ମଙ୍ଗଳବାର ଦିନ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଜଳ ସ୍ତର ୬୨୯ ଦଶମିକ୍‌ ୫୨ ଫୁଟ୍‌ ରହିଥିବା…