CHARIDHAM
Browsing Category

Featured

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟୀ ମାମଲା; ଓଡ଼ିଶାରୁ ୨ ଗିରଫ

ମୁମ୍ବାଇ: ସମୁଦ୍ର ଭିତରେ କ୍ରୁଜରେ ଡ୍ରଗ୍ସ ପାର୍ଟୀ ମାମଲା । ମାମଲାରେ ଗିରଫ ହେଶଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଥିବା ନେଇ ସୂଚନା । ଓଡ଼ିଶାର ମନୀଷ ରାଜଗରିଆ ଏବଂ ଅଭିନ ସାହୁ ଗିରଫ । ଉଭୟ ମନୀଷ ଓ…

ଆର୍ଯ୍ୟନ ଖାନଙ୍କ ରିୟା ଚକ୍ରବର୍ତ୍ତୀ ଲିଙ୍କ; ଜାଣନ୍ତୁ କଣ ରହିଛି କନେକ୍ସନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନକୁ ଏନସିବି ପକ୍ଷରୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ନାମ ଚର୍ଚ୍ଚାକୁ ଆସିଛି । ସିନେମା…

ସାଗର ଧନକାର ହତ୍ୟା ମାମଲା; ସୁଶୀଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ସାଗର ଧନକାର ହତ୍ୟା ମାମଲରେ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଅଦାଲତରୁ ଝଟକା । କୋର୍ଟ ୨୩ ବର୍ଷୀୟ ସାଗର ଧନକାର ହତ୍ୟା ମାମଲାରେ ଅଭିଯୁକ୍ତ ସୁଶୀଲ କୁମାରଙ୍କ ଜାମିନ ଖାରଜ କରିଛନ୍ତି ।…

ସିଏସକେକୁ ଝଟକା; ଆଇପିଏଲରୁ ବାଦ ପଡିଲେ ଏହି ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବଢିଆ ପ୍ରଦର୍ଶନ କରୁଥିବା ଚେନ୍ନାଇ ସୁପର କିଙ୍ଗସକୁ ଝଟକା । ଆହତ ହେବା କାରଣରୁ ଦଳର ଷ୍ଟାର ଅଲରାଉଣ୍ଡର ସାମ କୁରାନ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ କାରଣରୁ ସମୁଦାୟ ଆଇପିଏଲରୁ ବାଦ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ଚିଲକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଳାନାହିଁ ଆଗୁଆ ଜାମିନ । ଆଗୁଆ ଜାମିନ ଦେଲେନାହିଁ ହାଇକୋର୍ଟ । ଶୁକ୍ରବାର ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ । ଯଦି ଆବେଦନ…

ମୋଟୁ ଥାନା ଥାର୍ଡଡିଗ୍ରୀ ମାମଲାରେ ଏସପିଙ୍କୁ ନୋଟିସ

ମାଲକାନଗିରି ମୋଟୁ ଥାନାରେ ୨ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲା । ମାଲକାନଗିରି ଏସପିଙ୍କୁ ନୋଟିସ ଜାରି କଲେ ରାଜ୍ୟ କରିଛନ୍ତି ମାନବାଧିକାର କମିଶନ । ତଦନ୍ତ କରି ରିପୋର୍ଟ ଦେବାକୁ ଏସପିଙ୍କୁ ମାନବାଧିକାର…

ଫ୍ରିଜ୍ ହେଲା ଗଞ୍ଜେଇ ମାଫିଆଙ୍କ ୩ କୋଟିର ସଂପତ୍ତି

ଗଞ୍ଜେଇ ମାଫିଆଙ୍କ ୩ କୋଟିର ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଅଚଳ କରିବାକୁ ନିର୍ଦ୍ଦେଶ । ୫ଟି ଘର, ୬ଟି ଗାଡ଼ି, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା ସୂଚନା । ଫେବ୍ରୁଆରୀରେ…

୨୪ ଘଣ୍ଟାରେ ୪୫ ପ୍ରତିଶତ ବଢିଲା କ୍ରିପଟୋକରେନ୍ସି SHIB; ଜାଣନ୍ତୁ କାହିଁକି ବଢୁଛି ଏହାର ମୂଲ୍ୟ

ନୂଆଦିଲ୍ଳୀ: କ୍ରିପଟୋ କରେନ୍ସି ଶିବ(ଶିବ ଆଇଏନୟୁ)ର ମୂଲ୍ୟ ମାତ୍ର ୨୪ ଘଣ୍ଟାରେ ୪୫ ପ୍ରତିଶତ ବଢିଛି । ମଙ୍ଗଳବାର ଏହି କ୍ରିପଟୋ କରେନ୍ସି ମୂଲ୍ୟରେ ୪୯ ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ଏହାର ମୂଲ୍ୟ ୦.୦୦୦୦୧୨୬୪ରେ…

୬ ଗୁଣା ମହଙ୍ଗା ହେବ ଗାଡ଼ି ରେଜିଷ୍ଟ୍ରେସନ ଫି

ନୂଆଦିଲ୍ଲୀ: ୧୫ ବର୍ଷ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ କଲେ ଦେବାକୁ ହେବ ୬ ଗୁଣା ଚାର୍ଜ । ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏନେଇ ସୋମବାର ବିଜ୍ଞପ୍ତି ଜାରି କରିଛନ୍ତି । ଏପ୍ରିଲ ୨୦୨୨ରୁ ଲାଗୁ ହେବାକୁ ଯାଉଛି ଏହି ନୂଆ…

ସିଗାରେଟ ଖଣ୍ଡେ ଦେଲେନି ବୋଲି… ରାଜଧାନୀରେ ମହିଳାଙ୍କ ତଣ୍ଟି ହତ୍ୟା; ସିସିଟିଭିରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଳୀ: ଆଜିର ଯୁବପିଢି ନିଶା କବଳରେ କବଳିତ ହେଉଥିବା ବେଳେ ନିଶା ସେବନ ପାଇଁ କିଛି ବି ଘୃଣ୍ୟ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି । ନିଶା କାରଣରୁ ଅନେକ ଅପରାଧ ହେଉଥିବା ବେଳେ ଜାତୀୟ ରାଜଧାନୀରେ ଏଭଳି ଏକ ଘଟଣା…