CHARIDHAM
Browsing Category

Featured

୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୦୪୪ ଭୋଟରେ ଆଗୁଆ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ଚାଲିଛି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୦୪୪ ଭୋଟରେ ଆଗୁଆ ରହିଛି । ସେହିପରି ତୃତୀୟ…

କଣ ଟି-୨୦ ବିଶ୍ୱ କପରେ ବୋଲିଂ କରିବେ ହାର୍ଦ୍ଦିକ ପାଣ୍ଡ୍ୟା ? ନିଜେ ଏହାର ଉତ୍ତର ଦେଲେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୧ର ଲିଗ୍ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସର ଆଉ ଦୁଇଟି ମ୍ୟାଚ୍ ବାକି ରହିଛି । ଦଳ ଆଇପିଏଲରେ ୧୨ଟି ମ୍ୟାଚ୍ ଖେଳି ୫ ବିଜୟ ଏବଂ ୭ ପରାଜୟ ସହ ପଏଣ୍ଟ ତାଲିକାର…

ୟୁରୋପ-ଜାପାନ୍ ଅନ୍ତରିକ୍ଷ ମିଶନ ପଠାଇଲା ବୁଧର ପ୍ରଥମ ଫଟୋ, ଦେଖନ୍ତୁ

ନୂଆଦିଲ୍ଲୀ: ୟୁରୋପୀୟ ଅନ୍ତରିକ୍ଷ ଏଜେନ୍ସି ଶନିବାର ଦିନ ୟୁରୋପୀୟ-ଜାପାନ ବେପୀକୋଲମ୍ବୀ ଅନ୍ତରିକ୍ଷଯାନ ବୁଧ ଗ୍ରହର ପ୍ରଥମ ଫଟୋ ପଠାଇଛି । ଏହା ସୂର୍ଯ୍ୟଙ୍କ ସବୁଠାରୁ ପାଖରେ ଥିବା ଗ୍ରହ । ଏନେଇ ୟୁରୋପୀୟ ଅନ୍ତରିକ୍ଷ…

ପିପିଲି ଉପନିର୍ବାଚନ: ୨ୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ୨୪୪୧ ଭୋଟରେ ଆଗୁଆ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଚାଲିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବି ବିଜେଡ଼ି ଆଗୁଆ ରହିଥିବା ସୂଚନା ରହିଛି । ଦ୍ୱିତୀୟ…

ଏହି ସବୁ ରୋଗକୁ ସହଜରେ ଜାଣିପାରନ୍ତି ନାହିଁ ଡାକ୍ତର, ଜାଣନ୍ତୁ କଣ ସେ ସବୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଯେତେବେଳେ ବି ଶରୀରରେ କୌଣସି ପ୍ରକାର ଯନ୍ତ୍ରଣା ହୋଇଥାଏ ଆପଣ ମାନେ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଆନ୍ତି । ଆଶା ଥାଏ ଯେ, ଡାକ୍ତର ମାନେ ସହଜରେ ଜାଣିପାରନ୍ତି ଯେ ବ୍ୟକ୍ତିଟି କେଉଁ ରୋଗରେ…

ଭବାନୀପୁର ଉପନିର୍ବାଚନ: ତୃତୀୟ ରାଉଣ୍ଡ ଗଣତି ଶେଷ, ମମତା ୪୬୦୦ ଭୋଟରେ ଆଗୁଆ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ଆସନରେ ମମତା ଓ ବିଜେପି…

ରାଜ୍ୟରୁ ୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଜି ରାଜ୍ୟରେ ୫୨୮ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଭବାନୀପୁର ଉପନିର୍ବାଚନ: ମମତା ୨୮୦୦ ଭୋଟରେ ଆଗୁଆ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ଆସନରେ ମମତା ଓ ବିଜେପି…

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ, ୧୪୦୬ ଖଣ୍ଡରେ ଆଗୁଆ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଚାଲିଥିବା ସୂଚନା ରହିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍ ରେ ଆଗୁଆ ରହିଛି ବିଜେଡି…