Browsing Category

Featured

ଓଡ଼ିଶାରେ ବ୍ଲାକ ଫଙ୍ଗସ: ଏଥିରୁ ସତର୍କ ରହିବାକୁ ଚାଁହୁଥିଲେ ଆପଣାନ୍ତୁ ଏହି ଟିପ୍ସ

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜ୍ୟରେ ଜଣେ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ରୋଗୀ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

ବଡ ଖବର: ଓଡିଶାରୁ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ଗୋଟିଏ ପଟେ କରୋନା ଯୋଗୁଁ ରାଜ୍ୟରେ ହାହାକାର ସୃଷ୍ଟି ହୋଇଥିବା ବେଳେ ଆସିଛି ଆଉ ଏକ ସମସ୍ୟା । ରାଜ୍ୟର ଜଣେ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି । ଚିହ୍ନଟ…

ଆଇସିସି ଟି-୨୦ ବିଶ୍ୱକପରେ ଫେରିପାରନ୍ତି ଲାସିଥ ମାଲିଙ୍ଗା

ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଜଣେ ଶ୍ରେଷ୍ଠ ଦ୍ରୁତ ବୋଲର ଭାବରେ ପରିଗଣିତ । ନିଜର ଚମତ୍କାର କ୍ୟାରିୟରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳ ପାଇଁ ୱିକେଟ୍ ହାସଲ କରିଛନ୍ତି । ମାଲିଙ୍ଗା ଟେଷ୍ଟ ଏବଂ…

ମାଳଦ୍ୱୀପରେ ୱାର୍ଣ୍ଣର-ସ୍ଲେଟର ମୁହାଁମୁହିଁ !

ମାଲେ, ୧୦/୦୫: ଚଳିତ ବର୍ଷର ଆଇପିଏଲ କରୋନା କାରଣରୁ ଅଧାରୁ ବନ୍ଦ ହୋଇଛି । ତେବେ ଆଇପିଏଲ ଅଧାରୁ ବନ୍ଦ ହେବା ପରେ ମ୍ୟାଚ ପାଇଁ ଖେଳିଥିବା ଅଷ୍ଟ୍ରେଲିଆ ଖେଳାଳୀ ଏବେ ମାଳଦ୍ୱୀପରେ ଅବସ୍ଥାନ କରୁଛନ୍ତି । ଭାରତରେ…

ଭୁବନେଶ୍ୱର ଆଜି ୯୬୨ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୯୬୨୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ଲକଡାଉନ ଦୁଃଖ: ପତ୍ନୀ ଓ ପୁଅକୁ ହତ୍ୟା କରିବା ପରେ ବେରୋଜଗାର ବ୍ୟକ୍ତିର ଆତ୍ମହତ୍ୟା

ପୁଣେ,୧୦ ।୫: ସାରା ଦେଶରେ କରୋନା କହର ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଲକଡାଉନ୍‌, ସଟଡାଉନ୍ ଭଳି ପଦକ୍ଷେପ ନେଉଛନ୍ତି ସରକାର । ଯାହାର ସିଧାସଳଖ ପ୍ରଭାବ ଗରୀବ ଲୋକଙ୍କ ଉପରେ ପଡୁଥିବା ଦେଖିବାକୁ ମିଳିଛୁ ।…

ଭାରତ ମହାସାଗରରେ ଖସିଲା ଚୀନ ରକେଟର ଧ୍ୱଂସାବଶେଷ

ବେଜିଂ, ୧୦/୫: ଗତ ୨୯ ତାରିଖରେ ଚୀନର ନିର୍ମାଣାଧୀନ ନୂତନ ମହାକାଶ କେନ୍ଦ୍ରର ଏକ ଭାରୀ ଅଂଶକୁ ପରିବହନ କରିଥିବା ଲଙ୍ଗ୍ ମାର୍ଚ୍ଚ-୫ବି ନାମକ ଏକ ବିଶାଳ ରକେଟର ଏକ ବୃହତ୍ ଅଂଶ ନିୟନ୍ତ୍ରଣ ହରାଇ ମହାକାଶରୁ ଭୁପୃଷ୍ଠକୁ…

ଦେଶରେ ଖେଳାଯିବ ନାହିଁ ବାକି ଥିବା ଆଇପିଏଲ ମ୍ୟାଚ, ସ୍ପଷ୍ଟ କଲେ ସୌରଭ ଗାଙ୍ଗୁଲି

ନୂଆ ଦିଲ୍ଲୀ, ୧୦/୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ ତମ ସଂସ୍କରଣର ଅବଶିଷ୍ଟ ୩୧ ଟି ମ୍ୟାଚ୍ କେବେ ଏବଂ କେଉଁଠାରେ ହେବ ସେନେଇ ଦ୍ୱନ୍ଦ ଲାଗିରହିଛି । ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ପରିଚାଳନା…

ଓଡିଶାରେ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର, କ୍ୟାବିନେଟର ନିଷ୍ପତ୍ତି

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଟିକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ଡକାଯିବ । ଗ୍ଲୋବାଲ ଟେଣ୍ଡର ଜାରି…

ଟିକା ପାଇଁ ଭୁବନେଶ୍ୱରରେ ଖୋଲିଲା ଆଉ ତିନିଟି ସେଣ୍ଟର୍

ଭୁବନେଶ୍ୱର, ୧୦/୫(ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ବିଭିନ୍ନ ସ୍ଥାନକୁ ଟିକାକରଣ କେନ୍ଦ୍ରରେ ପରିଣତ କରାଯାଉଛି । ନିକଟରେ ଏସପ୍ଲାନେଡ୍ ମଲର ପାର୍କିଂ ଏରିୟାକୁ…