Browsing Category

Featured

ଦୁଇ ବର୍ଷରେ ବିଜେପିକୁ ମିଳିଲା ସର୍ବାଧିକ ଚାନ୍ଦା, କଂଗ୍ରେସ ଖାତାକୁ ଆସିଲା ୩୧୮ କୋଟି: ରିପୋର୍ଟ

ନୂଆଦିଲ୍ଲୀ: ୨୦୧୯-୨୦ ବର୍ଷରେ ବିଜେପି ସଂଗ୍ରହ କରିଛି ସବୁଠାରୁ ଅଧିକ ଚାନ୍ଦା । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଡାଟା ଜାରି କରାଯାଇଛି । ବିଜେପି ୨୦୧୯-୨୦ ବର୍ଷରେ ଇଲେକ୍ଟୋରାଲ୍ ବଣ୍ଡ ଜରିଆରେ ସର୍ବାଧିକ ୭୬ ପ୍ରତିଶତ…

ସଂସଦରୁ ଗାଏବ ବିଜେପି ସାଂସଦଙ୍କ ଉପରେ ଖପ୍ପା ପ୍ରଧାନମନ୍ତ୍ରୀ, ମାଗିଲେ ତାଲିକା

ନୂଆଦିଲ୍ଲୀ : ସଂସଦରେ ଚାଲିଛି ମୌସୁମି ଅଧିବେଶନ । ହେଲେ ଗୃହ କାର୍ଯ୍ୟରେ ଅନୁପସ୍ଥିତ ରହିଲେ ବିଜେପିର ଅନେକ ସାଂସଦ । ଏହା ଦେଖି ରାଗରେ ଲାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେଉଁ କେଉଁ ସାଂସଦ ଗୃହରେ ଅନୁପସ୍ଥିତ…

ଡିପ୍ରେସନରୁ ମୁକ୍ତି ପାଇବାରେ ଗୋଲମରିଚ ବେଶ୍ ଲାଭଦାୟକ

ଆଜିକାଲି ପ୍ରତ୍ୟେକ ରୋଷେଇ ଘରେ ଗୋଲମରିଚ ଦେଖିବାକୁ ମିଳିଥାଏ । ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ଗୋଲମରିଚ ଅତ୍ୟନ୍ତ ଲାଭଦାୟକ । କାଶ, ପେଟରେ ଗ୍ୟାସ୍ ଇତ୍ୟାଦି ସମସ୍ୟା ପାଇଁ ଗୋଲମରିଚ…

୪୮ ଘଣ୍ଟା ମଧ୍ୟରେ ରାଜନୀତି ହୋଇଯିବ ଅପରାଧମୁକ୍ତ, ସୁପ୍ରିମକୋର୍ଟ ନେଲେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ: ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ରାଜନୀତିକ ଦଳମାନେ ସେମାନଙ୍କର ପ୍ରାର୍ଥୀ ଚୟନର ୪୮ ଘଣ୍ଟା ମଧ୍ୟରେ ଅପରାଧିକ ରେକର୍ଡ ସାର୍ବଜନୀନ କରିବେ…

‘ମାତ୍ର ୧୧ ମିନିଟ୍ ହୋଇଛି ଦୁଷ୍କର୍ମ’ ବୋଲି କହି ଦୋଷୀର ସଜ୍ଜାକୁ କମ୍ କରିଦେଲେ ଜଜ୍, ଲୋକେ କଲେ ଜୋରଦାର୍ ବିରୋଧ

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣିରେ ଦିଆଯାଇଥିବା ରାୟକୁ ନେଇ ଏବେ ଦେଶବ୍ୟାପି ଜଜ୍ ଙ୍କ ବିରୋଧରେ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ଘଟଣା ହେଉଛି ଯେ, ଜଣେ…

ଆସନ୍ତା ୧୨ରୁ +୨ ଆଡମିଶନ, ଫି’ ବୃଦ୍ଧିକୁ ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳ ମଧ୍ୟରେ ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେବ +୨ ଆଡମିଶନ ପ୍ରକ୍ରିୟା । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ,…

ବୁର୍ଜ ଖଲିଫାର ଶୀର୍ଷରେ ଏମିରେଟ୍ସ ଏୟାରଲାଇନ୍ସର ବିଜ୍ଞାପନ ଶୁଟିଂ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଏମିରେଟ୍ସ ହେଉଛି ଦୁନିଆର ସବୁଠାରୁ ବଡ଼ ଏୟାରଲାଇନ୍ସ । ଏବେ ଏହାର ସ୍ୱର ଦୁନିଆର ସବୁଠାରୁ ଉଚ୍ଚ ତଥା ନଭଶ୍ଚୁମ୍ଭୀ ଅଟ୍ଟାଳିକା ଦୁବାଇର ବୁର୍ଜ ଖଲିଫାର ଶୀର୍ଷରେ ପହଞ୍ଚିଛି । ଏପରି କହିବାର କାରଣ ହେଲା…

ମୋଦିଙ୍କ କ୍ୟାବିନେଟରେ ସାମିଲ ହେବ YSR କଂଗ୍ରେସ! ୨୦୨୪ ପୂର୍ବରୁ ଦକ୍ଷିଣ ରାଜ୍ୟ ଉପରେ ଭାଜପାର ନଜର

ଭୁବନେଶ୍ୱର: କିଛିଦିନ ଧରି ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ୱାଇଏସଆର କଂଗ୍ରେସ ମୋଦିଙ୍କ କ୍ୟାବିନେଟରେ ସାମିଲ ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଅନ୍ତିମ ମୁହୂର୍ତ୍ତରେ ତାହା କାଟ୍ ଖାଇ ଯାଇଥିବା ଶୁଣାଯାଉଛି । ତେବେ…

ଆକାଉଣ୍ଟକୁ ଆସିନି କି ପିଏମ କିଷାନର ୨ ହଜାର ଟଙ୍କା? ଏହି ନମ୍ବରକୁ ଫୋନ କରି ଜଣାନ୍ତୁ ଅଭିଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୯ମ କିସ୍ତି ଜାରି ହୋଇଛି । ଏହା ସହ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ଆସିବା ଆରମ୍ଭ ହୋଇଛି । ଯଦି ଆପଣଙ୍କୁ ଏହି ଯୋଜନା ଅଧିନରେ ଟଙ୍କା…

ଟୋକିଓ ଅଲିମ୍ପିକ: ସମସ୍ତ ପଦକ ବିଜେତାଙ୍କୁ ସାଓମି ଦେବ ନିଜର ସବୁଠାରୁ ମହଙ୍ଗା ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ସମାପ୍ତ ହୋଇସାରିଛି । ଆଥଲେଟ୍ ମାନେ ନିଜ ନିଜ ଦେଶକୁ ଫେରିସାରିଲେଣି । ତେବେ ଏହି ପରିପ୍ରେକ୍ଷୀରେ ଭାରତର ଆଥଲେଟ୍ ମାନେ ମଧ୍ୟ ଦେଶକୁ ଫେରିଆସିଛନ୍ତି ଏବଂ ଏଠାରେ ସେମାନଙ୍କର ଭବ୍ୟ…