Browsing Category

Featured

ଆକସ୍ମିକ ଭାବେ ହେବ ଧନ ଲାଭ, ପଢନ୍ତୁ ଆଜିର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।…

ସୃଷ୍ଟି ହେଲା ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ହେବ ବର୍ଷା : ବଢିବ ରାତି ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପୂରା ରାଜ୍ୟ ହାଡଭଙ୍ଗା ଶୀତରେ ଥରୁଛି। ଅନେକ ସହରର ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି ତାପମାତ୍ରା । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ଲହରୀ ଜାରି…

ଶୀତ ପାଇଁ ବଦଳିଲା ସ୍କୁଲ ସମୟ: ପ୍ରଶାସନ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ପ୍ରବଳ ଶୀତରେ ଛଟପଟ ହେଉଛନ୍ତି ଲୋକମାନେ । ଥଣ୍ଡା ଏତେ ଅନୁଭୂତ ହେଉଛି ଯେ ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଛି । ଏପରିକି ସ୍ୱେଟର, କମ୍ବଳ ପରିଧାନ କରିବା ପରେ ବି ଶୀତରୁ ନିସ୍ତାର ମିଳୁନାହିଁ । ତେବେ…

ଓଦା ଓ ବର୍ଜବସ୍ତୁରୁ ପ୍ରସ୍ତୁତ ହେବ CNG: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଦା ଓ ପରିବା ବର୍ଜବ୍ୟସ୍ତୁରୁ ପ୍ରସ୍ତୁତ ହେବ କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ (ସିଏନଜି) । ଏଥିପାଇଁ ଭୁବନେଶ୍ୱର ଠାରେ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏନେଇ…

ମୁଖ୍ୟମନ୍ତ୍ରୀଙ୍କ ସୂଚନା: ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଥର ଓଡ଼ିଶା ଗସ୍ତରେ ଆସିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସର୍ବଭାରତୀୟ ଡିଜି/ଆଇଜି ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ତେବେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ପୁଣି…

୩୧ ବର୍ଷୀୟ ଭାରତୀୟ ପେସ୍ ବୋଲର ନେଲେ ସନ୍ନ୍ୟାସ: ବର୍ଡର-ଗାଭାସ୍କର ଟ୍ରଫି ମଧ୍ୟରେ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କାଣ୍ଟେ କା ଟକ୍କର ଚାଲିଛି । ପୂର୍ବରୁ ଉଭୟ ଟିମ୍ ଗୋଟିଏ ଲେଖାଏଁ ଟେଷ୍ଟରେ ଜିତିବା ସହ ସ୍ଥିତି ୧-୧ରେ ବରାବର ରହିଛି ।…

ଇସ୍ତଫା ଦେଲେ କାନାଡ଼ା ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିୟା ଫ୍ରିଲାଣ୍ଡ

ନୂଆଦିଲ୍ଲୀ: କାନାଡ଼ା ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିୟା ଫ୍ରିଲାଣ୍ଡ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ତାଙ୍କର ମତାମତ ସମାନ ରହୁନଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଥିବା ଫ୍ରିଲାଣ୍ଡ…

୬୯ତମ ପୋଲିସ ଡ୍ୟୁଟି ମିଟ୍ ୨୦୨୪: ମହିଳା ବିରୋଧୀ ଅପରାଧ ଓ ସାଇବର କ୍ରାଇମ ଉପରେ ଦୃଢ଼ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ । ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍ ୨୦୨୪ର ଉଦଯାପନୀ…

ନୂଆ ବାଇକ କିଣୁଥିଲେ କରନ୍ତୁନି ଏହି ଭୁଲ, ନଚେତ ଶୀଘ୍ର ଖରାପ ହୋଇଯିବ ଗାଡି ଇଂଜିନ !

ନିକଟରେ ଆପଣ କୌଣସି ନୂଆ ବାଇକ କିଣିଛନ୍ତି କି? ଯଦି ହଁ, ତେବେ ଏହି ଆଲେଖ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୋଇପାରେ | କାରଣ ନୂଆ ବାଇକ କିଣିଥିବା ବ୍ୟକ୍ତି ଏମିତି କିଛି ଭୁଲ କରିଦିଅନ୍ତି, ଯାହା ପରେ…

ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ ଶୀତର ପ୍ରଭାବ: ପାଣିପାଗ ବିଭାଗର ଅନୁମାନ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା…