Browsing Category

Featured

ବଲିଉଡ୍ ରେ ପୁଣି ଦୁଃଖ, ଚାଲିଗଲେ ଆଉଜଣେ ଚର୍ଚ୍ଚିତ କଳାକାର

ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡ୍ ଅଭିନେତା ଅନୁପମ ଶ୍ୟାମ୍ ଟେଲି ଦୁନିଆରେ ମଧ୍ୟ ଖୁବ୍ ସକ୍ରିୟ ଥିଲେ । ଉଭୟ ପରଦାରେ ନିଜର ନିଚ୍ଛକ ଅଭିନୟ ଯାଦୁ ଦେଖାଇଥିବା ଏହି ଅଭିନେତା ‘ପ୍ରତିଜ୍ଞା’ ଧାରାବାହିକରେ ଠାକୁର ସଜ୍ଜନ…

ମୁକ୍ତି ସଂଗ୍ରାମର ଓଡ଼ିଆ ଯୋଦ୍ଧାଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣି ଜଣେ ଓଡ଼ିଆଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର । ଦେଶ ସ୍ୱାଧୀନତା ପାଇଁ ଲଢ଼େଇ କରିଥିବା ଏହି ଯୋଦ୍ଧା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁରର ସାରଦା ପ୍ରସାଦ ରାୟ(୯୬) । ଅଗଷ୍ଟ…

ଆଜି ବି ଭାରତମାତା ଝୁରିଝୁରି ଲୁହ ଝରାଉଛି ଏଇ ବୀର ସନ୍ତାନ ପାଇଁ

୧୯୩୧ ମସିହା ମାର୍ଚ୍ଚ ମାସ ୨୪ ତାରିଖ ସକାଳ ୭ଟା ୩୩ ମିନିଟ୍ । ହଠାତ୍ ଭାରତମାତାର ନିଃଶ୍ୱାସ କେଇ ସେକେଣ୍ଡ ପାଇଁ ବନ୍ଦ ହୋଇଗଲା । ଲାଗୁଥିଲା ସତେ ଯେମିତି ମାଆ କୋଳରୁ ତା’ର ସନ୍ତାନକୁ କେହି ଜଣେ ସବୁଦିନ ପାଇଁ ଟାଣି…

ପାର୍ବଣ ଋତୁ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କିପରି ହେବ ପୂଜା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ବିପଦ ଏବେ ବି ଟଳିନି । ଏହାକୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ପାଇଁ ଆସିଛି ଗାଇଡଲାଇନ୍ । ଗଣେଷ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ…

ଟାଇଟ୍ ଡ୍ରେସ୍ ପିନ୍ଧି ଘରୁ ବାହାରିବାରୁ ଗୁଳି କରି ମାରିଦେଲେ ଆତଙ୍କବାଦୀ, ଦେଶରେ ବଢ଼ିଚାଲିଛି ଅତ୍ୟାଚାର

କାବୁଲ: ଆଫଗାନିସ୍ତାନରେ ତାଲିବାନ ମାନଙ୍କ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ ଭୟାବହ ମାମଲା ସାମନାକୁ ଆସୁଛି । ଏହି କ୍ରମରେ ଜଣେ ଯୁବତୀ ଘରୁ ବାହାରକୁ ଟାଇଟ୍ ଡ୍ରେସ୍ ପିନ୍ଧି ଏବଂ ଘରର କୌଣସି…

ଦୁର୍ଘଟଣାରେ ବୌଦ୍ଧ ଏଡିଏମ ଜ୍ୟୋତିଶଙ୍କର ଆହତ

ନୟାଗଡ଼(ଓଡ଼ିଶା ଭାସ୍କର): ଦୁର୍ଘଟଣାରେ ଆହତ ହୋଇଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିଶଙ୍କର ନାୟକ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ରଙ୍ଗମାଟିଆ ଛକରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ଫଳରେ ବୌଦ୍ଧ ଅତିରିକ୍ତ…

କୋରାପୁଟରେ ଲାଗିଲା ଥାଇଲାଣ୍ଡ ଗଛ, ଗ୍ରୀନମ୍ୟାନଙ୍କ ସୁନ୍ଦର ପ୍ରୟାସ

ଓଡ଼ିଶା ଭାସ୍କର ବ୍ୟୁରୋ: ଥାଇଲାଣ୍ଡରୁ ଗଛ କିଣି କୋରାପୁଟରେ ରୋପଣ କରାଯିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଜଣେ ପ୍ରକୃତି ପ୍ରେମୀଙ୍କ ଏପରି ପ୍ରୟାସ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟୁଛନ୍ତି ।…

କରୋନା ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଉ ନାହିଁ ତ ? କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର କ୍ଲିନିକଲ ଟ୍ରାଏଲର ତଥ୍ୟକୁ ସାର୍ବଜନୀନ କରିବା ଦାବି ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ପ୍ରଶ୍ନ…

ମଦ ପିଇବା ପାଇଁ… ବାପାଙ୍କୁ ମାରିଦେଲା ପୁଅ

ଓଡ଼ିଶା ଭାସ୍କର ବ୍ୟୁରୋ: ମଦ ପିଇବା ପାଇଁ ବାପାଙ୍କୁ ଖଣ୍ଡାରେ ହାଣି ଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ନିଶା ପାଇଁ ମଣିଷ କେଉଁ ସ୍ତରକୁ ଯାଇପାରେ ଏହାର ଏକ ଉଦାହରଣ ପୁଣି ସମାଜକୁ…

ଭାରତ-ବ୍ରିଟେନ୍ ଫ୍ଲାଇଟ୍ ଟିକେଟ୍ ହେଲା ୪ ଲକ୍ଷ ଟଙ୍କା, ବିମାନ କମ୍ପାନୀକୁ ଡିଜିସିଆଇ ମାଗିଲା ଭଡ଼ା ତଥ୍ୟ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ କମ୍ପାନୀଗୁଡିକରୁ ଅଗଷ୍ଟ ମାସରେ ଭାରତ-ବ୍ରିଟେନ ବିମାନରେ ଭଡାର ସବିଶେଷ ତଥ୍ୟ ମାଗିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଶନିବାର…