Browsing Category
Featured
ଚିନ୍ତା ବଢାଇଲେ କୁମ୍ଭ ମେଳା ଫେରନ୍ତା, ଆଜି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ
କଟକ, ୨୦ ।୪ : କରୋନା ମହାମାରୀ ସଂକ୍ରମଣକୁୁ ଦୃଷ୍ଟିରେ ରଖି ନିକଟରେ ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାକୁ ସମାପନ କରାଯାଇଛି । ହେଲେ ଏବେ ସେଠାରୁ ଫେରିଥିବା ଶ୍ରଦ୍ଧାଳୁ ରାଜ୍ୟର ଚିନ୍ତା ବଢ଼ାଇଛନ୍ତି । ଆଜି କଟକକୁ…
ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରନ୍ତୁ ମୁଖ୍ୟମନ୍ତ୍ରୀ, ନବୀନ ନିବାସ ସାମ୍ନାରେ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କ ଧାରଣା
ଭୁବନେଶ୍ୱର, ୨୦ ।୪ : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ନାଇଟ୍ କର୍ଫ୍ୟୁ ପରେ ରାଜ୍ୟର ସମସ୍ତ ସହାରଞ୍ଚଳରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଘୋଷଣା ହୋଇ ସାରିଛି । ଏହି ସବୁ ମଧ୍ୟରେ ଦଶମ ଶ୍ରେଣୀ…
ICSE ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ ,୨୦ ।୪: କରୋନା ମହାମାରୀ ପୁଣି ଥରେ ହୁ ହୁ ହୋଇ ମାଡିବାରେ ଲାଗିଛି । କରୋନା ପାଇଁ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ସିବିଏସଇ ପରେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ ହୋଇଛି ।…
ଆଜି କୋଭିଡ୍ ଟିକା ନିର୍ମାଣକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୦ା୪: ଦେଶରେ କୋଭିଡ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନିର୍ମାଣକାରୀଙ୍କ ସହ କଥା ହେବେ । ସନ୍ଧ୍ୟା ୬ଟା ସମୟରେ ଭିଡିଓ…
ଦେଶରେ ଆଜି ୧୭୬୧ ଜଣଙ୍କ ମୃତ୍ୟୁ, ୨.୫୯ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ, ୨୦ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୭୬୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ…
କୁମ୍ଭମେଳାରୁ ଫେରିଥିବା କଟକର ୧୩ଜଣଙ୍କୁ କରୋନା
ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ ହୋଇଛନ୍ତି । ପରୀକ୍ଷା ହୋଇଥିବା ୩୦ଟି ନମୁନାରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା…
ବଢ଼ିଲା ରାଜ୍ୟରେ ମୃତ୍ୟୁ ସଂଖ୍ୟା: ଆଜି କରୋନା ନେଲା ୫ ଜଣଙ୍କ ଜୀବନ: ଚିହ୍ନଟ ହେଲେ ୪୭୬୧ ପଜିଟିଭ୍
ଭୁବନେଶ୍ୱର, ୨୦ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…
ମାତ୍ର ୯ ଟଙ୍କାରେ କରନ୍ତୁ ଗ୍ୟାସ୍ ସିଲିଣ୍ଡର ବୁକ୍ ! ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ରହିଛି ଅଫର୍, ଜାଣନ୍ତୁ କିପରି କରିବେ ବୁକିଂ?
ନୂଆଦିଲ୍ଲୀ,୨୦ ।୪: ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଲଗାତାର ବଢିବାରେ ଲାଗିଛି । କରୋନା କାଳରେ ଏଲପିଜି ଗ୍ୟାସ ଦାମ୍ ବଢୁଥିବାରୁ ଚିନ୍ତାରେ ରହିଛନ୍ତି ସାଧାରଣ ଲୋକେ । ଏଭଳି ପରିସ୍ଥିତିରେ ଆପଣଙ୍କୁ ମାତ୍ର ୯…
ଜାଣନ୍ତୁ କରୋନାର ୫ଟି ଭୟଙ୍କର ଲକ୍ଷଣ ବିଷୟରେ, ଯାହା ଆପଣଙ୍କୁ ଟାଣିନେଇଥାଏ ମୃତ୍ୟୁମୁଖକୁ
ସମଗ୍ର ଦେଶରେ କରୋନା ଭାଇରସର ପ୍ରକୋପ ଦ୍ରୁତଗତିରେ ବଢ଼ି ଚାଲିଛି । ତେବେ କୋଭିଡର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ଘାତକ ସାଜିଛି । କୋଭିଡର ଏହି ନୂଆ ଷ୍ଟ୍ରେନ ଦ୍ୱାରା ଅଧିକ ଲୋକ ସଂକ୍ରମିତ ହେବା ସହ ଏହାର ଭୟଙ୍କର…
୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର: ୩ ଦିନ ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୦ା୪ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ମାଲକାନଗିରି ଓ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୪୧…