Browsing Category

Featured

ରାଶିଫଳ (ବୁଧବାର, ୧୪ ଜୁଲାଇ ୨୦୨୧)

ମେଷ: ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟ ମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ବୃଷ: ଆଜି ଆପଣ ଅଟକିଥିବା କାର୍ଯ୍ୟ…

ଗୁରୁଣ୍ଡି ଗୁରୁଣ୍ଡି ଯାଇ କାଟୁଥିଲେ ବେଆଇନ ବିଜୁଳି ସଂଯୋଗ, ଧରିନେଲେ ବିଦ୍ୟୁତ କର୍ମଚାରୀ, ଆଉ ତ’ପରେ…

ନୂଆଦିଲ୍ଲୀ: ଗାଜିଆବାଦର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭଡିଓରେ କିପରି ଜଣେ ବିଦ୍ୟୁତ୍ କର୍ମଚାରୀ ଜଣେ ବେଆଇନ ବିଜୁଳି ଚୋରି କରୁଥିବା ବ୍ୟକ୍ତିକୁ ଧରୁଛନ୍ତି ଦେଖନ୍ତୁ ।…

ବିଧାୟକ ପ୍ରଣବଳବନ୍ତ ରାୟଙ୍କୁ କ୍ଲିନ ଚିଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାଜପୁର କେଲୁଅ ନଦୀବନ୍ଧ ଭଙ୍ଗା ମାମଲାରେ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ମିଳିଲା କ୍ଲିନ ଚିଟ । ଅନ୍ୟ ଅଭିଯୁକ୍ତ ଇଞ୍ଜିନିୟରଙ୍କୁ ବି ମିଳିଲା କ୍ଲିନ ଚିଟ । ଭିଜିଲାନ୍ସ ତଦନ୍ତ ଆଧାରରେ…

ଦୀପକ କାବ୍ରା ରଚିଲେ ଇତିହାସ, ପ୍ରଥମ ଭାରତୀୟ ଭାବେ ହେଲେ ଅଲିମ୍ପିକର ଜିମ୍ନାଷ୍ଟିକ୍ ଜଜ୍

ନୂଆଦିଲ୍ଲୀ: ଭାରତର ଜିମ୍ନାଷ୍ଟିକ୍ ବିଚାରପତି ଦୀପକ କାବ୍ରା ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ବିଚାରପତି ଭାବେ ଯୋଗଦେବେ । ଜିମ୍ନାଷ୍ଟିକ୍ସରେ ପ୍ରଥମ…

ସାଂଘାତିକ ହୋଇପାରେ ଦୁଇଟି ଅଲଗା ଟିକା ନେବା, ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କମିନି କରୋନା ଭୟ । ହଟିନି ସଂକ୍ରମଣ । ଦ୍ୱିତୀୟ ତରଙ୍ଗ ପରେ ଭୂତାଣୁର ତୃତୀୟ ଲହର ଦେଶକୁ ମାଡ଼ି ଆସୁଛି ବୋଲି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ତେବେ ଏହାରି ମଧ୍ୟରେ…

ବିପଦରେ ଇଣ୍ଟରନେଟରେ ଉପଲବ୍ଧ ମାଗଣା ତଥ୍ୟ, ଜାଣନ୍ତୁ କାହିଁକି ଏମିତି କହିଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ବିପଦରେ ମାଗଣାରେ ଇଣ୍ଟରନେଟରେ ଉପଲବ୍ଧ ହେଉଥିବା ତଥ୍ୟ । ସୋମବାର ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ । ପିଚାଇ କହିଛନ୍ତି ବହୁ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର…

ହଠାତ୍ ମରି ଯାଉଛନ୍ତି ପକ୍ଷୀ, ପୁଣି ଏକ ବଡ଼ ମହାମାରୀ ଆଶଙ୍କା

ନୂଆଦିଲ୍ଲୀ: କିଛି କାରଣ ନାହିଁ, ଜଣାପଡୁନି କଣ ରୋଗ । କିନ୍ତୁ ହଠାତ୍ ବିଭନ୍ନ ପ୍ରଜାତିର ପକ୍ଷୀ ମରି ଟଳିପଡୁଛନ୍ତି । ଫଳରେ ପୁଣି ଏକ ମହାମାରୀ ବା ଫ୍ଲୁ’ର ଆଶଙ୍କା ଘନେଇଲାଣି । ଆମେରିକାରେ ଦେଖାଦେଇଛି ଏଭଳି ରହସ୍ୟମୟ…

‘ବିଜୁଳି’ ବୃଦ୍ଧି ପାଇଁ ବୁଧବାରରୁ ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ୱର: ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଚାଲିଛି । ଏଭଳି ସ୍ଥିତିରେ ରାଜ୍ୟରେ ବିଜୁଳି ଦର ମଧ୍ୟ ବୃଦ୍ଧି ପାଇଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଉ ବୁଧବାରଠାରୁ ବିଜେପି ଆନ୍ଦୋଳନ କରିବ…

୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଲି ସକାଳ ସୁଦ୍ଧା ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା । ଆଜି…