Browsing Category
Featured
ଆଜି ରାଜ୍ୟରେ ୧୩୪୨ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ପ୍ରେମିକାକୁ କାର୍ ଉପରେ ବାନ୍ଧି ବୁଲାଇଲା ସାରା ସହର, ଭିଡିଓ ଭାଇରାଲ
ମସ୍କୋ: ରୁଷରେ ଜଣେ ଦମ୍ପତ୍ତିଙ୍କ ଏକ ଅଦ୍ଭୁତ ଟ୍ରଷ୍ଟ ଟେଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁହେଁ ଦୁହିଁଙ୍କ ଉପରେ କେତେ ଭରସା କରନ୍ତି, ସେନେଇ ଦମ୍ପତ୍ତି ଚଳନ୍ତା ଗାଡ଼ିରେ ଷ୍ଟଣ୍ଟ୍ ପ୍ରଦର୍ଶନ…
ଟ୍ୟାଙ୍କର ଧକ୍କାରେ ରାତ୍ରି ଜଗୁଆଳୀଙ୍କ ମୃତ୍ୟୁ, ଡ୍ରାଇଭରକୁ କାବୁ କରି ପୁଲିସ ଜିମା ଦେଲେ ସ୍ଥାନୀୟଲୋକ
ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍): ନିଶ୍ଚିନ୍ତକୋଇଲି ବ୍ଲକ କଟକଚା ଚାନ୍ଦବାଲି ରାସ୍ତାର କଟିକଟା ବଜାରରେ ଏକ ଟ୍ୟାଙ୍କର ଧକ୍କାରେ ରାତ୍ରି ଜଗୁଆଳିଙ୍କର ମୃତ୍ୟୁ ହୋଇଛି । ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର…
ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ବ୍ୟାଙ୍କ ନିଜର ଗ୍ରାହକଙ୍କ ହୋମ୍ ଲୋନର ପ୍ରୋସେସିଙ୍ଗ ଶୁଳ୍କକୁ ଛାଡ କରିଛି । ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା…
ଆସନ୍ତା ୧୦ରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆସନ୍ତା ୧୦ ତାରିଖରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏନେଇ ପଠାଣି…
ରାସ୍ତାରେ ଭ୍ୟାନ୍ ଛାଡ଼ି ଚମ୍ପଟ୍ ମାରିଲେ ଡ୍ରାଇଭର, ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଦେଶୀ ମଦ ସହ ୨ ଭ୍ୟାନ୍ ଜବତ କଲା ଚାନ୍ଦପୁର ପୋଲିସ
ରଣପୁର (ଭାସ୍କର ନ୍ୟୁଜ୍): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଦେଇ ଅନେକ ଚୋରା ବେଆଇନ୍ ବିଦେଶୀ ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…
ନିଲମ୍ବିତ ହେଲେ ଜୟପାଟଣା ଥାନାର ୪ ପୋଲିସ ଅଧିକାରୀ
କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ଏଏସଆଇ ସନ୍ତୋଷ ସାହୁ, ୨ କନଷ୍ଟେବଲ ତଥା ସୂର୍ଯ୍ୟ ମିଶ୍ର ଓ ହେମନ୍ତ ବାଗ୍ ଥିବା…
୨୦୨୨ ଜୁନ୍ ସୁଦ୍ଧା ଓଡ଼ିଶାରେ କୋଭାକ୍ସିନ ଟିକା ଉତ୍ପାଦନ ଲକ୍ଷ୍ୟ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୨୦୨୨ ମସିହା ଜୁନ୍ ମାସ ସୁଦ୍ଧା ରାଜଧାନୀରେ କୋଭାକ୍ସିନ ଟିକା ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏନେଇ ବୁଧବାର ଲୋକ ସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…
ଦେବୀ ନଦୀରେ ବୁଲୁଛି କୁମ୍ଭୀର, ଲୋକେ ଆତଙ୍କିତ
କଣ୍ଟାପଡା (ଭାସ୍କର ନ୍ୟୁଜ୍): ଦୁଇ ଦିନ ହେବ ଦେବୀ ନଦୀର ରହମ୍ବା ବାରଡିଆ ନୂତନ ବ୍ରିଜ୍ ପାଖରେ ଏକ ବିରାଟ କୁମ୍ଭୀରକୁ ଲୋକମାନେ ଦେଖି ଆତଙ୍କିତ ହୋଇପଡିଛନ୍ତି । ଏହା ପୂର୍ବରୁ କିଛିଦିନ ତଳେ ଦେବୀ ନଦୀର…
ରାଶିଫଳ (ଗୁରୁବାର ,୦୫ ଅଗଷ୍ଟ ,୨୦୨୧)
ମେଷ - ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ…