fbpx
Browsing Category

Featured

କମିଛି ଶୀତ: ୧୦ ଡିଗ୍ରୀ ତଳେ ରାଜ୍ୟର ୨ ସହର

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ପୂର୍ବ ଅପେକ୍ଷା ସାମାନ୍ୟ କମିଛି । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୨ଟି ସହରର ତାପମାତ୍ରା । ଫୁଲବାଣୀରେ ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯.୫ ଡିଗ୍ରୀ…

ଦେଶରେ ୟୁକେ ଭାଇରସ୍ ପଜିଟିଭ୍ ସଂଖ୍ୟା ୨୫କୁ ବୃଦ୍ଧି: ଆଜି ପୁଣି ୫ ଚିହ୍ନଟ

ନୂଆଦିଲ୍ଲୀ,୩୧ ।୧୨: ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ଭାରତରେ ଦେଖିବାକୁ ମିଳୁଛି । ଦେଶରେ ଆଉ ୫ ଜଣଙ୍କରଠାରେ ୟୁକେ ଭାଇରସ୍ ଚିହ୍ନଟ ହୋଇଛି । ଏନଆଇଭି ପୁଣେରୁ ୪ ଓ ଆଇଜିବି ଦିଲ୍ଲୀରେ ଗୋଟିଏ…

ନୂଆବର୍ଷ ପାଇଁ ଦିଲ୍ଲୀରେ ଜାରିହେଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ, ୩୧ା୧୨: ନୂଆବର୍ଷ ୨୦୨୧କୁ ନେଇ ସମସ୍ତେ ତତ୍ପର ହୋଇଉଠିଥିବା ବେଳେ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ)…

ଦେଶରେ ଦିନକରେ ୨୯୯ ମୃତ, ୨୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩୧ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୯୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୭୩୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୬୬…

ଭିଜିଲାନ୍ସ ଜାଲରେ ଦୁଇଜଣ ବାବୁ

ବଲାଙ୍ଗିର, ୩୧ା୧୨ (ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲାରେ ଭିଜିଲାନ୍ସ ପୁଣି ରେଡ କରିଛି । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଲା ବ୍ଲକ ଭାରପ୍ରାପ୍ତ ଜିପିଓଙ୍କ ଘରେ ଚଢ଼ାଉ କରାଯାଇଛି । ଜିପିଓଙ୍କ ନାମ ବିହାରୀ…

ରାଶିଫଳ (ଗୁରୁବାର, ୩୧ ଡିସେମ୍ବର ୨୦୨୦)

ମେଷ- ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ- ଆଜି ଆପଣଙ୍କ ମନ କୌଣସି…

ଜାରି ହେଲା ରାଜ୍ୟ ସରକାରଙ୍କ ଜାନୁଆରି ଗାଇଡଲାଇନ୍ସ, ଜାଣନ୍ତୁ କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର ୩୦ ।୧୨(ଓଡିଶା ଭାସ୍କର):କରୋନା ଭାଇରସ ର ପ୍ରକୋପ ମଧ୍ୟରେ ରାଜ୍ୟ ସରକାର ଏବେ ଜାନୁଆରି ମାସ ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି। ଏହି ଗାଇଡଲାଇନ୍ସ ଅନୁସାରେ ୫୦ ପ୍ରତିଶତ ସିଟ୍‌କୁ ନେଇ ନୂଆବର୍ଷରୁ…