fbpx
Browsing Category

Featured

ବନ୍ଧୁକ ମୁନରେ ଲୁଟିନେଲେ ୯ ଲକ୍ଷ

ବାଲେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ରାଜ୍ୟର ଦୁଇଟି ସ୍ଥାନରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି ୯.୨ ଲକ୍ଷ ଟଙ୍କା । ଗୋଟିଏ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ବାଲେଶ୍ୱରରେ ଘଟିଛି । ଗଞ୍ଜାମ ଜିଲ୍ଲା…

ଆପଣଙ୍କର ମଦ ପିଇବାର ଅଭ୍ୟାସ ଅଛି କି, ଏହାର ଉପକାରିତା ବିଷୟରେ ଜାଣିଲେ ମୁଣ୍ଡରେ ହାତ ଦେବେ

ଅତ୍ୟଧିକ ମଦ୍ୟପାନ କରିବା କରିବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଲାଲ ରଙ୍ଗର ମଦ ମନୁଷ୍ୟର ମସ୍ତିଷ୍କକୁ ବାର୍ଦ୍ଧକ୍ୟରୁ ରକ୍ଷା କରିଥାଏ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ…

୩ରେ ଖୋଲିବ ତାରାତାରିଣୀ ମନ୍ଦିର

ଗଞ୍ଜାମ,୨୮ ।୧୨(ଓଡିଶା ଭାସ୍କର): ଜାନୁଆରୀ ୩ରେ ଖୋଲିବାକୁ ଯାଉଛି ଗଞ୍ଜାମର ତାରାତାରିଣୀ ମନ୍ଦିର । କରୋନା କଟକଣାରେ ରହି ମା’ଙ୍କ ଦର୍ଶନ କରିପାରିବେ ଭକ୍ତ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି…

ରାଜଧାନୀରେ ଜିରୋ ନାଇଟକୁ ନା’

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ରାଜଧାନୀରେ ଜିରୋ ନାଇଟ ସେଲିବ୍ରେସନ ଉପରେ ଲାଗିଲା କଟକଣା । କରୋନା ଭାଇରସର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । ହୋଟେଲ, କ୍ଲବ ଓ କଲ୍ୟାଣ…

୬୨ ବ୍ରିଟେନ ଫେରନ୍ତାଙ୍କ ମିଳୁନି ପତ୍ତା

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଯୋଗୁଁ ସାରା ହାହାକାର ସୃଷ୍ଟି ହୋଇଛି । ଗତ ୨୨ ଦିନରେ ୧୮୧ ଜଣ ଓଡିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨ଜଣଙ୍କର ପର୍ତ୍ତା ମିଳୁନାହିଁ ।…