fbpx
Browsing Category

Featured

ଏହି ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର: ଖୁବଶୀଘ୍ର ବଢିବାକୁ ଯାଉଛି ଦରମା

ନୂଆଦିଲ୍ଲୀ,୧୮ ।୧୨: ଭାରତୀୟ ରେଳ ବିଭାଗରେ କାର୍ଯ୍ୟକରୁଥିବା ଖେଳାଳିଙ୍କ ପାଇଁ ଆସିଛି ଏକ ଖୁସି ଖବର । ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳୀମାନଙ୍କୁ ଅତିରିକ୍ତ ଇନକ୍ରିମେଣ୍ଟ ମିଳିପାରେ ।…

ଏହି ୪ ରାଶିର ବ୍ୟକ୍ତି ସୁନା ଧାରଣ କଲେ ମିଳିଥାଏ ଶୁଭଫଳ

ଭାରତୀୟ ସମାଜରେ ସୁନା ପ୍ରତି ଏକ ଅଲଗା ଆକର୍ଷଣ ରହିଛି । ବାସ୍ତୁଶାସ୍ତ୍ରରେ ସୁନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେହିପରି ଗ୍ରହ ଦୋଷ କାଟିବା ପାଇଁ ଦେବୀ-ଦେବତାଙ୍କୁ ମଧ୍ୟ ସୁନା ଦାନ କରାଯାଇଥାଏ । ତେବେ ବାସ୍ତୁ…

୨୩ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ ।, ୧୮ା୧୨ (ଓଡିଶା ଭାସ୍କର): ଆସନ୍ତା ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ତେବେ ମନ୍ଦିର ଖୋଲିବା ନେଇ ଏସଓପି ପ୍ରସ୍ତୁତ ହୋଇଥିବା ଜଣାଯାଇଛି । ଶ୍ରୀମନ୍ଦିର ସହ ପୁରୀରେ ସବୁ…

ବିଜେଡିର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ଭୁବନେଶ୍ୱର, ୧୮ା୧୨ (ଓଡିଶା ଭାସ୍କର): ରାଜ୍ୟ କାର୍ଯ୍ୟାଳୟରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗ ଦେଇଥିଲେ । ନବକଳେବର ପରେ ଏହା…

ପୁଣି ଖାକିରେ କଳଙ୍କ: ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ଡିଏସପି

ମାଲକାନଗିରି, ୧୮ା୧୨ (ଓଡିଶା ଭାସ୍କର): ଯୌନ ନିର୍ଯାତନା ଓ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ପୋଲିସ ଅଫିସର ଗିରଫ ହୋଇଛନ୍ତି । ଜଣେ ମହିଳା କନେଷ୍ଟବଳଙ୍କୁ ପ୍ରତାରଣା କରିଥିବା ମାମଲାରେ ମାଲକାନଗିରି ଡିଏସପିଙ୍କୁ ଗିରଫ…

ରାଜ୍ୟରେ ୪ ମୃତ, ୩୫୮ ଆକ୍ରାନ୍ତ

ଭୁବନେଶ୍ୱର, ୧୮ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଦିନକ ମଧ୍ୟରେ କରୋନାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୮ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରରେ ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରୁ ଜଣେ…

ସୀମାରେ ଆନ୍ଧ୍ରର ଦାଦାଗିରି ଜାରି

କୋରାପୁଟ, ୧୮ା୧୨ (ଓଡିଶା ଭାସ୍କର): କିଛିଦିନ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ରକୁ ନେଇ ଉପୁଜିଥିବା ବିବାଦକୁ ଦୁଇପକ୍ଷର ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ବୈଠକରେ ସମାଧାନ କରାଯାଇଥିଲା । ତେବେ ଏବେ ଆଉ ଏକ ବିବାଦ ସାମନାକୁ…

ଦିନକରେ ୨୨,୮୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୮ ମୃତ

ନୂଆଦିଲ୍ଲୀ, ୧୮।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ୧ଲକ୍ଷ ୪୪ ହଜାର ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୩୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।…