fbpx
Browsing Category

Featured

ଭିଜିଲାନ୍ସ ଜାଲରେ ପିଇଓ

ବରଗଡ,୯ ।୧୨(ଓଡିଶା ଭାସ୍କର): ବରଗଡ ଦହିତା ପଞ୍ଚାୟତ ପିଇଓଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ପିଇଓ ପୁରନ୍ଦର ସାହୁଙ୍କ ବାସଭବନ…

କରୋନା ମହାମାରୀ ହେତୁ ଘରକୁ ଫେରିଲେ ।ଶ୍ରମିକ ରାତା ରାତି ହେଲେ କୋଟି ପତି , ଜାଣନ୍ତୁ କିପରି

ସମଗ୍ର ବିଶ୍ୱରେ କରୋନ ଭାଇରସ୍ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଫଳରେ ଲୋକମାନେ ନିଜକୁ ଘରେ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ବାହାରେ ଥିବା ଲୋକେ ନିଜ ଦେଶ ଓ ଗାଁକୁ ଆସିବାକୁ ଚେଷ୍ଟା କରୁଛନ୍ତି ।…

ରାଜ୍ୟରେ ଆଉ ୫ ଜୀବନ ନେଲା କୋରୋନା । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୧୭୮୯କୁ ବୃଦ୍ଧି

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର) (ଓଡିଶା ଭାସ୍କର): ରାଜ୍ୟରେ କରୋନରେ ଆଉ  ୫ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏନେଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭୮୯ ରେ ପହଞ୍ଚିଛି । ରାଜ୍ୟରେ ଆଉ ୩୮୬ କୋରୋନା ଆକ୍ରାନ୍ତ ଚିହ୍ନଟ ।…

ପ୍ରଦୀପ, ଅଭୟକାନ୍ତ ଓ ଆକାଶଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ବେଆଇନ ଅର୍ଥ କାରବାର ମାମଲାରେ ପ୍ରଦୀପ ପାଣିଗ୍ରାହୀ, ଅଭୟକାନ୍ତ ପାଠକ, ଆକାଶ ପାଠକଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ସୁରକ୍ଷା ଦୃଷ୍ଟିରୁ ଝାରପଡ଼ା ଜେଲ ଭିତରେ…

ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା , କାଲି ରାତି ଅଧା କରୁଥିଲେ ସୁଟିଂ

ତାମିଲ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ   ଆଜି ଏକ ହୋଟେଲ ରୁ ଉଦ୍ଧାର କରାଯାଇଛି ।  ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁରା ତାମିଲ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଏହି ୨୮ ବର୍ଷିୟ…

୩ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଧୀର: ରଣେନ୍ଦ୍ର

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ଧାନ କିଣା ପ୍ରକ୍ରିୟା ୩ଟି ଜିଲ୍ଲାରେ ଧୀର ଭାବରେ ଚାଲିଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହାସହ ମନ୍ତ୍ରୀ ଉକ୍ତ ୩ ଜିଲ୍ଲାର…

୨୬ ହଜାର ଜରିମାନା ଦେଲେ ସ୍କୁଟି ଚାଳକ

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): କୋଭିଡ୍ ସକାଶେ କୋହଳ ହୋଇଥିବା ଟ୍ରାଫିକ୍ ଚେକିଂ ପୁଣି ଜୋରଦାର କରାଯାଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଜଣେ ସ୍କୁଟି ଚାଳକଙ୍କଠାରୁ ୨୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।…