fbpx
Browsing Category

Featured

ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ଭୁବନେଶ୍ୱର, ୨ା୧୨ (ଓଡିଶା ଭାସ୍କର): ଆଜିଠାରୁ ମାଓବାଦୀମାନେ ପିପୁଲସ୍ ଲିବରେସନ ଗରିଲା ଆର୍ମି (ପିଏଲଜିଏ) ସପ୍ତାହ ପାଳନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାର ସମସ୍ତ ଅଞ୍ଚଳରେ ସୁରକ୍ଷା…

ଆକାଶ ପାଠକଙ୍କ ଠକେଇ ମାମଲା: ସ୍କାଏ କିଙ୍ଗ ଅଫିସରେ ପହଞ୍ଚିଲା ପୋଲିସ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ମାମଲାରେ ପୋଲିସର ତନାଘନା ଜାରି ରହିଛି । ଏହି ମାମଲାରେ ଭୁବନେଶ୍ୱର ଟ୍ରଭେଲ ଏଜେନ୍ସି ସ୍କାଏ…

ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ: ଭାରତର ବ୍ୟାଟିଂ ଜାରି

କାନବେରା, ୨ା୧୨ (ଓଡିଶା ଭାସ୍କର): ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଆଜି ତୃତୀୟ ତଥା ଅନ୍ତିମ ଏକଦିବସୀୟରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ପ୍ରଥମ ଦୁଇଟି ଦିନିକିଆରେ ଅଷ୍ଟ୍ରେଲିଆ ବିଜୟ ଲାଭ କରି…

ପୁଣି ଆନ୍ଧ୍ରର ଦାଦାଗିରି

ଜୟପୁର, ୨ା୧୨ (ଓଡିଶା ଭାସ୍କର): ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ର ସୀମାକୁ ନେଇ ବହୁବାର ବିବାଦ ଉଠିଥିବା ବେଳେ ଆଜି ପୁଣି ଥରେ ଆନ୍ଧ୍ରର ଦାଦାଗିରି ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲା ଜାମ୍ବୁଗୁଡ଼ାରେ ଏହି ବିବାଦ ସୃଷ୍ଟି…

ଦେଶରେ ଦିନକରେ ୩୬ ହଜାର ୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ୫୦୧ମୃତ

ନୂଆଦିଲ୍ଲୀ,୨।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୮ ହଜାର ୧୨୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୬୦୪ ନୂଆ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଜଗତସିଂହପୁର,୨ ।୧୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସର ବରିଷ୍ଠ କିରାଣି ସଞ୍ଜୁକ୍ତା ଦାସ । ବରିଷ୍ଠ କିରାଣି ସଞ୍ଜୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ସୂଚନା…

ରାଶିଫଳ (ବୁଧବାର, ୨ ଡିସେମ୍ବର ୨୦୨୦ )

ମେଷ- ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ- ଆଜି ଆପଣଙ୍କ ମନ କୌଣସି…

ଆଜି ଆଉ ୬୬୯ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୬୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…