fbpx
Browsing Category

Featured

ଦେଶରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ, ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଟ୍ରାଏଲ

ନୂଆଦିଲ୍ଲୀ,୨୦ ।୧୧: କରୋନା ସଙ୍କଟ ମଧ୍ୟରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ଚଣ୍ଡିଗଡର ପିଜିଆଇରେ ହୋଇଛି ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍…

ତହସିଲ ଅଫିସରେ ଅଗ୍ନିକାଣ୍ଡ, ଦୁବୃର୍ତ୍ତ ଅଟକ

ସମ୍ବଲପୁର,୨୦ ।୧୧(ଓଡିଶା ଭାସ୍କର) : ସମ୍ବଲପୁର ଜିଲ୍ଲା ରେଙ୍ଗାଳି ତହସିଲ ଅଫିସରେ ଅଗ୍ନିକାଣ୍ଡ । ତହସିଲ ଅଫିସ ଭିତରେ ପଶି ଅଜଣା ବ୍ୟକ୍ତି ନିଆଁ ଲଗାଇଥିବା ସୂଚନା ମିଳିଛି । ହଠାତ୍ ନିଆଁ ଲାଗିବାରୁ ବହୁ…

ଏହି ରାଶି ମାନଙ୍କ ଯୋଡି ହୋଇଥାନ୍ତି ପ୍ରକୃତ ପ୍ରେମିକ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ରାଶିର କିଛି ଖାସ ପ୍ରକୃତି ହୋଇଥାଏ । ସବୁ ରାଶି ଜଣେ ଆଉ ଜଣଙ୍କର ପ୍ରେମ ଜୀବନକୁ ପ୍ରଭାବିତ କରିଥାଏ । ଯଦି ଆପଣଙ୍କର ଓ ଆପଣଙ୍କ ସାଥିର ରାଶି ଜଣେ ଆଉ ଜଣଙ୍କ ସହିତ କମ୍ଫଟେବଲ ଅଛି…

ଶରୀର ପାଇଁ ଲାଭଦାୟକ ହୋଇଥାଏ ଛଟ୍ ପୂଜାର ପ୍ରସାଦ, ଜାଣନ୍ତୁ ଏହାର ମହତ୍ତ୍ୱ

ଛଟ୍ ପୂଜାରେ ସୂର୍ଯ୍ୟଦେବାତାଙ୍କୁ ଉପାସନା କରାଯାଇଥାଏ । ଆଜି ଏହି ମହାପର୍ବର ତୃତୀୟ ଦିନ ହୋଇଥିବା ବେଳେ ପାଣିରେ ବୁଡି ସୂର୍ଯ୍ୟଦେବାତାଙ୍କୁ ଅର୍ଘ୍ୟ ଦିଆଯିବ । ତେବେ ଛଟ୍ ପୂଜାରେ ଦିଆଯାଉଥିବା ଭୋଗର ବିଶେଷ ମହତ୍ତ୍ୱ…

ରାଜ୍ୟରେ କମୁନି ମୃତ୍ୟୁ ସଂଖ୍ୟା, ଆଜି ପୁଣି ୧୬ ଜୀବନ ନେଲା କରୋନା

ଭୁବନେଶ୍ୱର,୨୦ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି…

୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର, ୨୦ ।୧୧(ଓଡିଶା ଭାସ୍କର): ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ କଟକଣା ଭିତରେ ସାଢେ ୪ ଘଣ୍ଟା ଚାଲିବ ଗୃହ । ଗୃହ ଆରମ୍ଭରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ…