fbpx
Browsing Category

Featured

ଓଡିଶା ପାଇଲା ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର

ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର ପାଇଛି ଓଡିଶା । ପୁରସ୍କାର ବାବଦକୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପାଇବେ । ଏହି ପୁରସ୍କାର ଘୋଷଣା କରିଛି କେନ୍ଦ୍ର ମତ୍ସ୍ୟ ଓ…

ବିଏମସି କର୍ମଚାରୀଙ୍କ ବ୍ରାଉନ ସୁଗାର ମୋହ !

ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ବ୍ରାଉନ ସୁଗାର ମୋହରେ ଭୁବନେଶ୍ୱର ମହାନିଗର ନିଗମ କର୍ମଚାରୀ । ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ରେଡହ୍ୟାଣ୍ଡ ଧରିଛି ଲିଙ୍ଗରାଜ ଥାନା ପୁଲିସ । ଠିକା ପିଅନ ଦିଲ୍ଲୀପ…

ଡିସେମ୍ବର ୧୬ରେ ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତାବ

ପୁରୀ,୧୮ ।୧୧(ଓଡିଶା ଭାସ୍କର): ଡିସେମ୍ବର ୧୬ରେ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି । ମହାପ୍ରଭୁଙ୍କ…

ହାଇକୋର୍ଟରେ ହାଜର ହେଲେ ଡିଜିପି

କଟକ,୧୮ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି ପୋଲିସ ଡିଜିପି ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି କୋର୍ଟରେ ହାଜର ହୋଇଛନ୍ତି । ମାମଲାର…

ଦିନକୁ ସାଢେ ୪ ଘଣ୍ଟା ବିଧାନସଭା, ରହିବ ନାହିଁ ପ୍ରଶ୍ନକାଳ: ବାଚସ୍ପତି

ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ବିଧାନସଭା ପାଇଁ ଶେଷ ହୋଇ ସର୍ବଦଳୀୟ ବୈଠକ । ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ‘କୋଭିଡ ଗାଇଡଲାଇନ୍ ଅନୁସାରେ ବିଧାନସଭା ଚାଲିବ । ଦିନକୁ ଅଢେଇ ଘଣ୍ଟା…

ବେଳାଭୂମିରେ ଲାଗିଲା ୧୪୪ ଧାରା

ପୁରୀ,୧୮ ।୧୧(ଓଡିଶା ଭାସ୍କର): ରାଜନଗର ପେଣ୍ଠ ସମୁଦ୍ର ବେଳାଭୂମିରେ ୧୪୪ ଧାରା ଲାଗୁ ହୋଇଛି । ପର୍ଯ୍ୟଟକଙ୍କ ଗହଳି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଗତ ୧୫ ଦିନରେ ୨ ପର୍ଯ୍ୟଟକଙ୍କ…

୧୦୦ ବର୍ଷ ପରେ ଖୋଲିବାକୁ ଯାଉଛି ଏହି ରାଶିର ଭାଗ୍ୟ, ଜାଣନ୍ତୁ କେଉଁଟି ଓ କ’ଣ ମିଳିବ ଲାଭ?

ପ୍ରାୟ ୧୦୦ ବର୍ଷ ପରେ ମାତା ଲକ୍ଷ୍ମୀ ଗୋଟିଏ ରାଶି ପାଇଁ ଧନର ବର୍ଷା କରିବାକୁ ଯାଉଛନ୍ତି । ସେହି ରାଶି ହେଉଛି ବୃଷ ରାଶି । ଏହି ରାଶିର ପ୍ରତ୍ୟେକ ମୁହୂର୍ତ୍ତ ଉଜ୍ଜ୍ୱଳ ହେବ । ସକରାତ୍ମକ ମନୋଭାବ ସହ ପ୍ରତ୍ୟେକ…