fbpx
BJD SKY
BJD SKY
Browsing Category

Featured

ଜନଗଣନା ଓ ଏନପିଆର ବୈଠକ

ନୂଆଦିଲ୍ଲୀ, ୧୭ା୧: ଜନଗଣନା ଓ ଏନପିଆର ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ନୂଆଦିଲ୍ଲୀ ଆମ୍ବେଦକର ଭବନରେ ବୈଠକ ଜାରି ରହିଛି । କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଅଧ୍ୟକ୍ଷତାରେ ଏହି ବୈଠକ…

ନିର୍ଭୟା ମାମଲା, ମୁକେଶର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲା ଗୃହମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୧୬ା୧(ଓଡ଼ିଶା ଭାସ୍କର): ନିର୍ଭୟା ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ଆଜି ସେହି ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଛି ଗୃହମନ୍ତ୍ରଣାଳୟ…

ଆମେ ସମସ୍ତେ ଏକ ପରିବାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ହୋଇଛି । ଏହି ପରିପ୍ରେକ୍ଷୀରେ…

ଇସ୍ରୋ ପକ୍ଷରୁ ଜିଏସଏଟି-୩୦ ଉପଗ୍ରହର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ, ୧୭ା୧: ଇସ୍ରୋ ପକ୍ଷରୁ ଜିଏସଏଟି-୩୦ ଉପଗ୍ରହର ସଫଳ ଉତକ୍ଷେପଣ ହୋଇଛି । ଏହା ଫ୍ରେଞ୍ଚ ଗୁଏନା କୋରାଉ ଲଞ୍ଚ ବେସରୁ ଉତକ୍ଷେପଣ ହୋଇଛି । ଟେଲି କମୁନିକେସନ ସାଟେଲାଇଟ ଜିଏସଏଟି-୩୦ । ଦେଶର ଯୋଗାଯୋଗ ସେବା…

୧୦ଡ଼ିଗ୍ରୀ ତଳେ ୪ସହର

ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତ ଲହରି ଜାରି ରହିଛି । ଆଜି ୧୦ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା ରହିଛି । ୭.୬ ଡିଗ୍ରୀ ସହ ଅନୁଗୁଳ ଆଜିର ସବୁଠୁ ଶୀତଳ ସହର । ସେହିପରି ଫୁଲବାଣୀ ୮.୫, ସୋନପୁର ୯,…

ଭିଜିଲାନ୍ସ ଜାଲରେ ପୂର୍ବତନ ବିଧାୟକ

କଳାହାଣ୍ଡି, ୧୭ା୧(ଓଡ଼ିଶା ଭାସ୍କର): ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ଆଜି ରେଡ଼୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ତାଙ୍କର ଭବାନୀପାଟଣା ସ୍ଥିତ ବାସଭବନରେ…

ମୋ ସରକାରରେ ସାମିଲ ହେଲା ଆଉ ୨ ବିଭାଗ

ଭୁବନେଶ୍ୱର,୧୬ ।୧(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ମୋ ସରକାରରେ ସାମିଲ ହୋଇଛି ଆଉ ୨ଟି ବିଭାଗ । ଶିଳ୍ପ ଓ ଏମଏସଏମଇ ବିଭାଗ ମୋ ସରକାରରେ ସାମିଲ ହୋଇଥିବା ସୂଚନା ମିଳିଛି । ତେବେ ଗତକାଲି ମୋ ସରକାରରେ ସାମିଲ…

ରେଳ ଦୁର୍ଘଟଣା ଘଟଣାରେ ୪ କର୍ମଚାରୀ ନିଲମ୍ବିତ

କଟକ,୧୬ ।୧(ଓଡିଶା ଭାସ୍କର): କଟକ ନିର୍ଗଣ୍ଡିରେ ଏଏଟିଟି ଏକ୍ସପ୍ରେସ ଦୁର୍ଘଟଣା ପାଇଁ ୪ ଜଣ ନିଲମ୍ବିତ ହୋଇଛନ୍ତି । ନିର୍ଗୁଣ୍ଡି ଷ୍ଟେସନ ମାଷ୍ଟର, ମାଲଗାଡିର ପାଇଲଟ ଓ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି । ଏହା ସହ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ OYO କାର୍ଯ୍ୟନିର୍ବାହୀ ଅଧିକାରୀ

ଭୁବନେଶ୍ୱର,୧୬ ।୧(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଭେଟ କରିଛନ୍ତି ଓୟୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୀତେଶ ଅଗ୍ରୱାଲ । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି…