fbpx
Browsing Category

Featured

ପ୍ରେମିକାର ପ୍ରତାରଣା ସହି ନପାରି ପ୍ରେମିକର ଆତ୍ମହତ୍ୟା!

କଟକ, ୧୧ା୧(ଓଡ଼ିଶା ଭାସ୍କର): ଆଜି ଏକ ଯୁବକଙ୍କ ମୃତଦେହ ତାଳଦଣ୍ଡା ରେଳ ଲାଇନରୁ ଉଦ୍ଧାର ହୋଇଛି । ପ୍ରେମିକାର ପ୍ରତାରଣା ସହି ନପାରି ପ୍ରେମିକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ମୃତକ ଜଣକ ହେଉଛନ୍ତି କଟକ…

INS ଚିଲିକାରେ ପାସିଙ୍ଗ ଆଉଟ୍ ପରେଡ୍

ଚିଲିକା,୧୧ ।୧(ଓଡିଶା ଭାସ୍କର): ଆଇଏନଏସ ଚିଲିକାରେ ପାସିଙ୍ଗ ଆଉଟ୍ ପରେଡ ଉତ୍ସବ ପାଳିତ ହୋଇଯାଇଛି । ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀର ପ୍ରଶିକ୍ଷାର୍ଥୀ ପରେଡ୍ କରିଛନ୍ତି । INS ଚିଲିକାରୁ ୨୯୮୩ ଜଣ ସ୍ନାତକ…

ସନ୍ଧ୍ୟାରେ ବସିବ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଆଜି ଅପରାହ୍ନ ୫ଟା ୩୦ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଆଜି କିଛି ଗୁରୁତ୍ୱପୂର୍ଣ୍ଣ…

ବନ୍ଦ କୋଠରି ଘରୁ ୪ମୃତଦେହ ଉଦ୍ଧାର

ରାଜଗାଙ୍ଗପୁର, ୧୧ା୧(ଓଡ଼ିଶା ଭାସ୍କର): ଗୋଟିଏ ଘରୁ ଏକ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର…

ସଂସଦ ଚାହିଁଲେ ପିଓକେରେ କାର୍ଯ୍ୟାନୁଷ୍ଠାନ ହେବ: ସେନାମୁଖ୍ୟ

ନୂଆଦିଲ୍ଲୀ,୧୧ ।୧: ପାକିସ୍ତାନ ନିୟନ୍ତ୍ରିତ କାଶ୍ମୀର ବା ପିଓକେକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ସେନାମୁଖ୍ୟ କହିଛନ୍ତି ଯେ, ସମ୍ପୂର୍ଣ୍ଣ କାଶ୍ମୀର ଭାରତର ଅଂଶ । ସଂସଦ…