fbpx
Browsing Category

Featured

ଗଣଶିକ୍ଷା ବିଭାଗରେ ନୂଆ ଗାଇଡ୍ ଲାଇନ୍

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ଗଣଶିକ୍ଷା ବିଭାଗରେ ଆଜି ଏକ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଣିକି ୬ ବର୍ଷରୁ ଅଧିକ ସମୟ ଡିଇଓ କାର୍ଯ୍ୟାଳୟରେ ଅଧିକାରୀମାନେ ରହିପାରିବେନି । ବିଇଓ ମଧ୍ୟ ୬ ବର୍ଷରୁ ଅଧିକ ସମୟ…

ହଂକଂକୁ ଏୟାର ଇଣ୍ଡିଆ ବିମାନ ବାତିଲ

ନୂଆଦିଲ୍ଲୀ ,୪ ।୨: ଚୀନରେ ଆତଙ୍କ ଖେଳାଉଥିବା କରୋନା ଭାଇରସ ଏବେ ଚିନ୍ତା ବିଷୟ ପାଲଟିଲାଣି । ଏହି ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏନେଇ ହଂକଂକୁ ସମସ୍ତ ବିମାନ ବାତିଲ କରିଛି ଏୟାର ଇଣ୍ଡିଆ ।…

କରୋନା ଭାଇରସ୍: ଫୁଲବାଣୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍

ଫୁଲବାଣୀ,୪ ।୨(ଓଡିଶା ଭାସ୍କର): ଚୀନରେ ଆତଙ୍କ ଖେଳାଉଥିବା କରୋନା ଭାଇରସ୍ ଧିରେ ଧିରେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଲାଣି । ଏହାରି ମଧ୍ୟରେ ଆଜି ଫୁଲବାଣୀର କରୋନା ସନ୍ଦିଗ୍ଧ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଆସିଛି…

କରୋନା ଭାଇରସକୁ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୪ା୨(ଓଡ଼ିଶା ଭାସ୍କର): କରୋନା ଭାଇରସକୁ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପିଲାଙ୍କୁୁ ଥଣ୍ଡା, ଜର ଲକ୍ଷଣ ଦେଖାଦେଲେ ଚିକିତ୍ସା ବ୍ୟବସ୍ଥା ଶିକ୍ଷକମାନେ କରିବେ ।…

ଶ୍ରୀମନ୍ଦିର ଐତିହ୍ୟ କରିଡର ବୈଠକ ଜାରି

ପୁରୀ,୪ ।୨(ଓଡିଶା ଭାସ୍କର): ଶ୍ରୀମନ୍ଦିର ଐତିହ୍ୟ କରିଡର ନେଇ ସେତୁ ଭବନରେ ପ୍ରସ୍ତୁତି ବୈଠକ ଜାରି ହୋଇଛି । ବୈଠକରେ ଗଜପତି ମହାରାଜ, ପୂର୍ତ୍ତ ସଚିବ, ପରିଚାଳନା କମିଟିର ୩ ସଦସ୍ୟ ଯଥା- ବିଜୟ ସାହୁ, ରଘୁନାଥ…

୧୫ଦିନ ବଢ଼ିଲା ସର୍ବକ୍ଷମା ଅବଧି: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର, ୪ା୨(ଓଡ଼ିଶା ଭାସ୍କର): ପୁଣି ୧୫ଦିନ ବଢ଼ିଛି ସର୍ବକ୍ଷମା ଅବଧି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଘୋଷଣା କରିଛନ୍ତି । ଫଳରେ ଲୋକଙ୍କୁ ସର୍ବକ୍ଷମା ଆବେଦନ ପାଇଁ ଆହୁରି ଅଧିକ ସମୟ ମିଳିବା ସହ…