fbpx
Browsing Category

Featured

ପଶ୍ଚିମ ଓଡ଼ିଶା ଆଇନଜୀବୀଙ୍କ ବୈଠକ

ବଲାଙ୍ଗିର, ୨୩ା୧(ଓଡ଼ିଶା ଭାସ୍କର): ବଲାଙ୍ଗିରରେ ପଶ୍ଚିମ ଓଡ଼ିଶା ଆଇନଜୀବୀଙ୍କ ଅଧିକାର ପାଇଁ ଲଢ଼େଇ ହୋଇଛି । ଏଥିରେ ଯୋଗ ଦେଇଛନ୍ତି ୧୫ଟି ବାର ଆସୋସିଏସନର ସଦସ୍ୟ । ବୈଠକକୁ ବରଗଡ଼ ଓ ଭବାନୀପାଟଣା ଓକିଲ ସଙ୍ଘ ଆସିନଥିବା…

ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ !

ସୁନ୍ଦରଗଡ଼, ୨୩ା୧(ଓଡ଼ିଶା ଭାସ୍କର): ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ବର୍ତ୍ତମାନ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ସୁନ୍ଦରଗଡ଼ କୁତ୍ରାର ଗମାଡିହିରେ ଅଜଣା ଯୁବତୀର ମୃତଦେହ…

କଟକର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କଟକ, ୨୩ା୧(ଓଡ଼ିଶା ଭାସ୍କର): କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି କଟକ ସହରର ନବକଳେବର ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଯୋଜନା । ଏହି ଯୋଜନା ପ୍ରସ୍ତୁତି ବେଳେ ଲୋକଙ୍କ…

ଏଣିକି କଲେଜ ପରିଚାଳନାରେ ରହିବେନି ବିଧାୟକ

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଏଣିକି କଲେଜ କରିଚାଳନା କମିଟିରେ ରହିବେନି ସ୍ଥାନୀୟ ବିଧାୟକ । ଖୁବଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ କରିବ ଉଚ୍ଚଶିକ୍ଷା ବିଭାଗ । ଏଣିକି ପରିଚାଳନା କମିଟିରେ ଅଭିଭାବକମାନଙ୍କୁ…

ନିର୍ଭୟା ମାମଲା, ଫାଶୀ ପୂର୍ବରୁ ପଚରାଗଲା ଶେଷ ଇଚ୍ଛା

ନୂଆଦିଲ୍ଲୀ, ୨୩ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ପୂର୍ବରୁ ୪ ନିର୍ଭୟା ଦୋଷୀଙ୍କୁ ଶେଷ ଇଚ୍ଛା ପଚରାଯାଇଛି । ଶେଷ ଇଚ୍ଛାକୁ ପଚାରି ବୁଝିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଏହାସହ ସମ୍ପର୍କୀୟଙ୍କ ସହ ଦେଖା…

ମାର୍କେଟ ବିଲ୍ଡିଂ ଘଟଣା: ୩ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ଘଟଣାର ୩ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଛି । ମୁଖାପିନ୍ଧା ଯୁବକ ଅଭିଯୁକ୍ତ ଚନ୍ଦନ ଦାସ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ…

୬ ଲେନ୍ ହେବ କଟକ ରିଂ ରୋଡ୍: ମୁଖ୍ୟମନ୍ତ୍ରୀ

କଟକ,୨୩ ।୧(ଓଡିଶା ଭାସ୍କର): କଟକ ମହାନଦୀ ହାଡିଆ ପଠାରେ ପହଞ୍ଚି ଏସସିବି ପାଇଁ ଆଜି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ ପାଇଁ ମାର୍ଚ୍ଚ ପହିଲାରୁ କାମ…

ବିଜେପିକୁ ପ୍ରମିଳାଙ୍କ ଜବାବ, କହିଲେ – ‘ନବୀନଙ୍କ ପାଇଁ ସୁରତକୁ ବିମାନ ଉଡିଛି’

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ସୁରତକୁ ବିମାନ ଉଡାଣ ନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନ ବାଜି ଆରମ୍ଭ ହୋଇଯାଇଛି । ବିଜେପିକୁ କଡା ଜବାବ ଦେଇଛନ୍ତି ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, ନବୀନ…

ନାଟମଣ୍ଡପ ଓ ମେଘନାଦ ପାଚେରିର ଯାଞ୍ଚ ଆରମ୍ଭ

ପୁରୀ,୨୩ ।୧(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ଓ ମେଘନାଦ ପାଚେରିର ସ୍ଥିତ ଅନୁଧ୍ୟାନ ଚାଲିଛି । କୋର କମିଟି ଓ ଏଏସଆଇ ଟିମ ପକ୍ଷରୁ ଏହାର ଯାଞ୍ଚ ଚାଲିଛି । ଏଏସଆଇ ଜଏଣ୍ଟ ଜାନଭି ଶର୍ମାଙ୍କ ନେତୃତ୍ୱରେ ୬…