fbpx
Browsing Category

Featured

ଦେଶରେ କରେନା ଆକ୍ରାନ୍ତଙ୍କ ସୁସ୍ଥ ହାର ୪୮.୭%

ନୂଆଦିଲ୍ଲୀ, ୨ା୬: କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ ନମୁନା ପରୀକ୍ଷା ସଂଖ୍ୟା ବଢ଼ାଯାଇଛି ବୋଲି ଲବ୍ ଅଗ୍ରୱାଲ କହିଛନ୍ତିି । ଏବେ ଦିନକୁ ଏକ ଲକ୍ଷ ୨୦ହଜାର ନମୁନା ପରୀକ୍ଷା କରାଯାଇଛି ।…

ସେକେଣ୍ଡକୁ ୫ କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡି ଆସୁଛି ଉଲକା ପିଣ୍ଡ, NASAର ସର୍ତକବାଣୀ

ପ୍ରାୟ ଅଧା କିଲୋମିଟର ଚଉଡାର ଏକ ଉଲକା ପିଣ୍ଡ ବହୁ ତୀବ୍ର ଗତିରେ ପୃଥିବୀ ଆଡକୁ ମାଡି ଆସୁଛି । ଏନେଇ ନାସା ପକ୍ଷରୁ ସତର୍କବାଣୀ ଦିଆଯାଇଛି । ପ୍ରତି ସେକେଣ୍ଡରେ ୫.୨ କିଲୋମିଟର ବା ପ୍ରତି ଘଣ୍ଟାରେ ୧୧,୨୦୦ ମାଇଲ…

ଖୁସି ଖବର: ରାଜ୍ୟରେ ଆଉ ୮୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୩୨୫କୁ ବୃଦ୍ଧି…

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା

ପୁରୀ, ୨ା୬(ଓଡ଼ିଶା ଭାସ୍କର): ପୁରୀ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା । ୪ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ଧାରା ଲାଗୁ ହେବ । ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ଯାଏଁ ଲାଗୁ ହେବ ।…

ନମ୍ବର ୱାନରେ ନବୀନ: ସର୍ଭେ ରିପୋର୍ଟ

ଭୁବନେଶ୍ୱର, ୨ା୬(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ଲୋକପ୍ରିୟତା ନେଇ ସି-ଭୋଟର ଓ ଆଇଏଏନଏସ ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର…

କରୋନା ସଙ୍କଟ ମଧ୍ୟରେ ଆସାମରେ ଭୂ-ସ୍ଖଳନ, ଅତି କମରେ ୨୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲ,୨ ।୬: କରୋନା ସଙ୍କଟ ମଧ୍ୟରେ ଆସାମରେ ଅନେକ ଅଞ୍ଚଳରେ ଭୂ-ସ୍ଖଳନ ଘଟିଛି । ଏଥିରେ ଅତି କମରେ ୨୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ…

ବିନା ଆଧାର କାର୍ଡରେ ଚୁଟି କାଟିବା ମନା

ଏଣିକି ସେଲୁନ୍ ଗଲେ ଦେଖାଇବାକୁ ପଡିବ ଆଧାର କାର୍ଡ । ବିନା ଆଧାର କାର୍ଡରେ ଚୁଟି କାଟିବା ମନା । ଏଭଳି ନିୟମ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜୁନ୍ ୧ରୁ ତାମିଲନାଡୁରେ ସେଲୁନ୍ ଓ ପାର୍ଲର ଖୋଲିବାକୁ…