fbpx
Browsing Category

Featured

ମଧ୍ୟପ୍ରଦେଶ ଫେରିଗଲେ ପଙ୍ଗପାଳ

ଛତିଶଗଡ ରାଜ୍ୟରୁ ମଧ୍ୟପ୍ରଦେଶ ପଳାଇଲେ ପଙ୍ଗପାଳ । ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଜଣାପଡିଛି । ପଙ୍ଗପାଳ ଆଉ ଛତିଶଗଡ ଯିବା ସମ୍ଭବନା ନାହିଁ । ଯେଉଁ ରାସ୍ତା ଦେଇ ଆସିଥିଲେ, ସେହି ରାସ୍ତାରେ…

ବଡ ଖବର: ୧୮ଟି ଜିଲ୍ଲାରୁ ଆଉ ୧୪୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ଆଜି ଆଉ ୧୪୧ ଜଣ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୮ଟି ଜିଲ୍ଲାରୁ ୧୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।…

ଦେଶରେ କରୋନା ନେଲାଣି ୫,୫୯୮ଟି ମୁଣ୍ଡ

ନୂଆଦିଲ୍ଲୀ, ୨/୬: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ ଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୫୯୮ କୁ ବୃଦ୍ଧି  ପାଇଛି।କରୋନା ରେ ଆକ୍ରାନ୍ତ ଥିବା ୯୫,୫୨୭ ଜଣ ସୁସ୍ଥ ହୋଇଥିବା ବେଳେ ଚିକିତ୍ସିତ ହେଉଛନ୍ତି…

ମାଡି ଆସୁଛି ବାତ୍ୟା ନିସର୍ଗ

ନୂଆଦିଲ୍ଲୀ,୨/୬:ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଗତକାଲି ଅବପାତର ରୂପ ନେଇଥିଲା…

ସିଆରପିଏଫ୍ କ୍ୟାଣ୍ଟିନରୁ ହଟିଲା ୧୦୦୦ରୁ ଅଧିକ ବିଦେଶୀ ସାମଗ୍ରୀ

କରୋନା ସଙ୍କଟ ଯୋଗୁଁ ଦେଶର ଅର୍ଥନୀତି ବିଗିଡି ଯାଇଛି । ଏଥିରେ ସୁଧାର ପାଇଁ ସ୍ୱଦେଶୀ ଉତ୍ପାଦନକୁ ବ୍ୟବହାର କରିବାରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ସିଆରପିଏଫ୍ କ୍ୟାଣ୍ଟିନରୁ ୧୦୦୦ରୁ ଅଧିକ ବିଦେଶୀ ମାଲକୁ…

ମଦ ପିଉଥିବା ଝିଅଙ୍କ ଭଲ ଗୁଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରାୟତଃ ନିଶା କରୁଥିବା ଲୋକଙ୍କ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ ହୋଇଥାଏ । ଏପରି କିଛି ଘଟଣା ଝିଅମାନଙ୍କ କ୍ଷେତ୍ରରେ ବି ଦେଖାଯାଏ । କଣ ଆପଣ ଜାଣନ୍ତି କି, ମଦ୍ୟପାନ କରୁଥିବା ଝିଅମାନଙ୍କ ସହ ଡେଟ୍ କରିବା ଦ୍ୱାରା…

ରାଶିଫଳ, (ମଙ୍ଗଳବାର, ଜୁନ୍ ୨/୨୦୨୦ )

ମେଷ:ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନେ ସନ୍ଧ୍ୟା ସମୟରେ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ ।…

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ମୁଖ୍ୟ ପ୍ରଶାସକ

ପୁରୀ,୧/୬(ଓଡିଶା ଭାସ୍କର): ପୁରୀ ଗୋବର୍ଦ୍ଧନ ପୀଠରେ ସ୍ନାନ ପୂର୍ଣ୍ଣିମାକୁ ନେଇ ବୈଠକ ଶେଷ ହୋଇଛି । ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା, ରୁକ୍ମିଣୀ ହରଣ ନୀତି, ରଥଯାତ୍ରା…

ମଦ ପାଇଁ ଖୋଲିଲା ପୋର୍ଟାଲ, ଜାଣନ୍ତୁ କେଉଁ ପୋର୍ଟାଲରେ କରିବେ ପଞ୍ଜୀକରଣ

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକଡାଉନ ରହିଥିଲା । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ଥିଲା । ଏହାପରେ କିଛିଟା କଟକଣା କୋହଳ ସହ ମଦ ହୋମ…