Browsing Category

Featured

ବାଘ ମୃତ୍ୟୁ ମାମଲା: ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗଞ୍ଜାମ, ୩୧ା୧ (ଓଡିଶା ଭାସ୍କର): ଗତ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ଘଟିଥିବା ବାଘମୃତ୍ୟୁ ମାମଲାରେ ବନ ବିଭାଗ ପକ୍ଷରୁ ୬ ଜଣଙ୍କୁ ଗିରଫ କରାଯାଇଛି । ବାରହା ଫାଶରେ ପଡ଼ିବା ପରେ ବାଘଟିର ମୃତ୍ୟୁ ହୋଇଥିଲା…

୨୪ ବର୍ଷ ପରେ ଧରାପଡ଼ିଲା ଜାଲିଆତି, ଚାକିରିରୁ ବିଦାହେଲେ ବରିଷ୍ଠ କିରାଣି

ମାଲକାନଗିରି, ୩୧ା୧ (ଓଡିଶା ଭାସ୍କର): ଜାଲ୍ ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲାରେ ଜଣେ ବରିଷ୍ଠ କିରାଣି ଚାକିରିରୁ ବହିଷ୍କାର ହୋଇଛନ୍ତି । ଜିଲ୍ଲାର ବରିଷ୍ଠ କିରାଣି…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୨୭, ୧୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩୧ା୧: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୨୭୪କୁ ବୃଦ୍ଧି…

ରାଶିଫଳ (ରବିବାର, ୩୧ ଜାନୁଆରୀ ୨୦୨୧)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚିବା କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ…

ଅବକାରୀ ବିଭାଗ ଚଢ଼ାଉ ଦେଶୀ ମଦ ଜବତ ସହ ୪ଗିରଫ।

ମାଲକାନଗିରି ତା ୩୦/୦୧ ମାଲକାନଗିରି ଅବକାରୀ ସୁପରିଟେଣ୍ଡ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ମାଲକାନଗିରି ଓ ବାଲିମେଳା ଅବକାରି ବିଭାଗର ସମ୍ମିଳିତ ଚଢ଼ାଉ କ୍ରମେ ଗୁମ୍ମା, ବାଲିମେଳା ଓ ଚିତ୍ରକୋଣ୍ଡା ପାହାଡ଼ ନିକଟ…

ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ୪ଟି ସହରରେ ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି, ଜାଣନ୍ତୁ କେଉଁଠି?

ଅହମ୍ମଦାବାଦ,୩୦ ।୧: ଦେଶରେ କରୋନା ସ୍ଥିତି ପୂର୍ବ ଅପେକ୍ଷା କମିଥିଲେ ମଧ୍ୟ କେତେକ ରାଜ୍ୟରେ ସଂକ୍ରମଣ ବଢି ଚାଲିଛି । କୋଭିଡ ଟିକା ଆସିବା ପରେ ବି ସରକାର ଏହି ଦିଗରେ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି । ସେହିପରି…