Browsing Category

Featured

ମେ ୩୧ ଯାଏଁ ବଳବତ୍ତର ରହିବ ୧୨ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ମେ ୩୧ଯାଏଁ ଲକଡାଉନ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଲକ ଡାଉନ ସମୟରେ ସନ୍ଧ୍ୟା ୭ରୁ ସକାଳ ୭ଯାଏଁ ୧୪୪ଧାରା ଜାରି ରହିବ । ଏହି ସମୟରେ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି ।…

କରୋନା ମୁକ୍ତ ହେଲା ଜଗତସିଂହପୁର ଓ ଭୁବନେଶ୍ୱର, ରାଜ୍ୟରେ ଆଉ ୫୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ୫୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୭୭କୁ ବୃଦ୍ଧି ପାଇଛି । ୫୭ଆକ୍ରାନ୍ତଙ୍କ ମଧ୍ୟରେ…

ଘୁଞ୍ଚିଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ମାଟ୍ରିକ ଖାତା ଦେଖା ଗୋଟିଏ ଦିନ ଘୁଞ୍ଚିଛି । ବାତ୍ୟା ଯୋଗୁଁ ଗୋଟିଏ ଦିନ ଖାତା ଦେଖା ଘୁଞ୍ଚାଯାଇଛି । ୨୦ମେ ବଦଳରେ ୨୧ ତାରିଖରେ ଖାତା ମୂଲ୍ୟାୟନ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ…

ଜୁଲାଇ ୧ରୁ CBSE ପରୀକ୍ଷା, ଜାରି ହେଲା ତାରିଖ ଲିଷ୍ଟ

ନୂଆଦିଲ୍ଲୀ,୧୮ ।୫: ଜୁଲାଇ ୧ରୁ ସିବିଏସଇ ବୋର୍ଡର ଅବଶିଷ୍ଟ ଦଶମ ପରୀକ୍ଷା ଆରମ୍ଭ ହେବ । ତୁଲାଇ ୧୫ ମଧ୍ୟରେ ବାକି ଥିବା ଦଶମ ପରୀକ୍ଷା ସରିବ । କରୋନା ଯୋଗୁଁ ପରୀକ୍ଷା ଅଧାରୁ ସ୍ଥଗିତ ହୋଇଥିଲା । ଦିନ ୧୦ଟା ୩୦ରୁ…

ଗ୍ୱାଲିୟରର ଏକ ଘରେ ଭୀଷଣ ଅଗ୍ନିକାଣ୍ଡ, ୩ ଶିଶୁ ଓ ୪ ମହିଳାଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଇନ୍ଦରଗଞ୍ଜ ଅଞ୍ଚଳରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ୩ ଶିଶୁ ସହିତ ୪ ମହିଳାଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି…

ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା ଓ ପବନର ବେଗ !

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ବାତ୍ୟା ଅମ୍ଫନ ନେଇ ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ  ଆଜି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । …

ସାବଧାନ୍! ସାମନାକୁ ଆସିଲା କରୋନାର ଗମ୍ଭୀର ଲକ୍ଷଣ

ଦୁନିଆରେ କରୋନା ଭାଇରସକୁ ନେଇ ସବୁଦିନ କିଛି ନୂଆ ନୂଆ ଲକ୍ଷଣ ସାମନାକୁ ଆସିବାରେ ଲାଗିଛି । ମହାମାରୀକୁ ଶେଷ କରିବା ପାଇଁ ଏହା ବିଷୟରେ ଅଧିକ ସୂଚନା ଜାଣିବାକୁ ଲାଗିପଡିଛନ୍ତି ବିଶ୍ୱର ସବୁ ବୈଜ୍ଞାନିକ । ଏହାରି…

ମହାବାତ୍ୟାର ରୂପ ନେଲା ଅମ୍ଫନ

ନୂଆଦିଲ୍ଲୀ, ୧୮ା୫: ସମୁଦ୍ର ଭିତରେ ଅମ୍ଫନ ମହାବାତ୍ୟାର ରୂପ ନେଇଛି । ସକାଳ ସାଢ଼େ ୧୧ଟାରେ ମହାବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ସମୁଦ୍ର ଭିତରେ…

ବାତ୍ୟା ଅମ୍ଫନ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮ା୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିବେ । ଏନେଇ ଅପରାହ୍ନ ୪ଟାରେ ଉଚ୍ଚସ୍ତରୀୟ ବୈଠକ ହେବ । ଗୃହମନ୍ତ୍ରାଳୟ ଓ ଏନଡ଼ିଏମଏ ସହ…