fbpx
Browsing Category

Featured

ନୌସେରାରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଜମ୍ମୁ,୧ ।୧: ଜମ୍ମୁ-କାଶ୍ମୀର ରାଜୌରୀ ଜିଲ୍ଲାର ନୌସେରାରେ ଆଜି ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଭାରତୀୟ ସେନାର ଦୁଇ ଯବାନ ସହିଦ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ଗୁଳି…

ଦାୟିତ୍ୱ ନେଲେ ପ୍ରଥମ ସିଡିଏସ୍ ବିପିନ ରାୱତ

ନୂଆଦିଲ୍ଲୀ,୧ ।୧(ଓଡିଶା ଭାସ୍କର): ତିନି ସେନାର ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ବିପିନ ରାୱତ । ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ସେ ଦାୟିତ୍ୱ ଗ୍ରହଣ କଲେ । ବିପିନ ରାୱତଙ୍କୁ ତିନି ସେନା ପକ୍ଷରୁ…

ନୂଆବର୍ଷ ୨୦୨୦ ପାଇଁ ଶୁଭେଚ୍ଛା

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ଧରାପୃଷ୍ଠରେ ପାଦ ଥାପିଲା ନୂଆବର୍ଷ ୨୦୨୦ । ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ବର୍ଷ ହେବା ସହ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ଦେଶବାସୀ । ପ୍ରଧାନମନ୍ତ୍ରୀ…

ଭାରତୀୟ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ରର ବଡ଼ ଘୋଷଣା

ନୂଆଦିଲ୍ଲୀ, ୩୧ା୧୨(ଓଡ଼ିଶା ଭାସ୍କର): ଭାରତୀୟ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ର ଏକ ବଡ଼ ଘୋଷଣା କରିଛି । ୫ବର୍ଷରେ ପ୍ରାୟ ୧୦୨ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ଦୁଇ ଆଇଏଏସଙ୍କୁ ପଦୋନ୍ନତି

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ୨୦୧୯ର ଶେଷ ଦିନରେ ରାଜ୍ୟରେ କାର୍ଯ୍ୟରତ ଥିବା ଦୁଇ ଜଣ ଆଇଏଏସ ଅଧିକାରୀ ପଦୋନ୍ନତି ମିଳିଛି । ମୋନା ଶର୍ମା ଓ ପିକେ ଜେନାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଭାବେ ପଦୋନ୍ନତି ମିଳିଛି ।…

IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ୨୦୧୯ର ଶେଷ ଦିନରେ IPS ସ୍ତରରେ ଅଦଳବଦଳ ହୋଇଛି । ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି । ସନ୍ତୋଷ ହେଲେ ଜେଲ୍ ବିଭାଗ ମହାନିର୍ଦ୍ଦେଶକ । ସେହିପରି…

ମୁଖ୍ୟମନ୍ତ୍ରୀଙ୍କୁ ଫୋନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ସନ୍ନି ମେହେଟ୍ଟାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୋଦି…