fbpx
Browsing Category

Featured

ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର ପାଇଁ ଚାଲିଛି ଜୋରଦାର ପ୍ରୟାସ

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଜଣେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ପରିଜା ଲାଇବ୍ରେରୀ ଛାତ ଉପରକୁ ଚଢି ଆତ୍ମହତ୍ୟାର ଧମକ ଦେଉଛନ୍ତି ଯୁବକ ।…

ମୁମ୍ବାଇ ରାଜରାସ୍ତାରେ ଓହ୍ଲାଇଲା ଚାନ୍ଦ

ମୁମ୍ବାଇ,୨୨ ।୧: ନିଜ ସହରରେ ବହୁତ ବଡ ଚାନ୍ଦକୁ ଦେଖି ମୁମ୍ବାଇ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଲୁଅରେ ଚକଚକ୍ କରୁଥିବା ଚାନ୍ଦକୁ ଏତେ ପାଖରେ ଲୋକେ ଖୁସିରେ ପାଗଳ । ଲାଗୁଛି ଯେପରି ଚାନ୍ଦ ଦେଶର ଆର୍ଥିକ ରାଜଧାନୀକୁ…

ଗୃହରେ ବିଜେଡ଼ି ସଦସ୍ୟ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଅଭିଯୋଗ କଲେ ବିରୋଧୀ

ଭୁବନେଶ୍ୱର,୨୨ା୧୧(ଓଡ଼ିଶା ଭାସ୍କର): ଗୃହରେ ବିଜେଡ଼ି ସଦସ୍ୟ ଅନୁପସ୍ଥିତ ରହିବା ପ୍ରସଙ୍ଗ ଉଠିଥିଲା । ବିଜେଡ଼ି ସଦସ୍ୟଙ୍କ ଅନୁପସ୍ଥିତକୁ ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏହାସହ ସେ ବିଜେଡ଼ିକୁ…

ବୋଲିଂ କରିବ ଭାରତ

କୋଲକାତା,୨୨ ।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ କୋଲକାତା ଇଡେନ ଗାର୍ଡେନ୍ସରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ । ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି । ଆଜି ଭାରତ ଖେଳୁଛି ପ୍ରଥମ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଜେଇ

କଟକ,୨୨ା୧୧(ଓଡ଼ିଶା ଭାସ୍କର): କଟକର ଇଲେକ୍ଟିକାଲ କନିଷ୍ଟ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଲାଞ୍ଚ ନେବା ବେଳେ ଗୋଡ଼ିସାହି ସେକ୍ସନ ଜେଇ ଭବାନୀ ମହନ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ସେ ୧୦ହଜାର ଟଙ୍କା ଲାଞ୍ଚ…

ରାଜ୍ୟରେ ରହିଛି ୭୫୯ଟି ବାତ୍ୟା ଆଶ୍ରୟସ୍ଥଳୀ

ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): ବିଧାନସଭା ଶୀତ ଅଧିବେଶନର ନବମ ଦିନ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହରେ ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ରାଜ୍ୟରେ ଅସୁରକ୍ଷିତ ବାତ୍ୟା…

ରାଜ୍ୟରେ ଅନୁସୂଚିତ ଜାତି ଜନଜାତି ସାକ୍ଷରତା ହାର ୬୯.୨%

ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଶୀତ ଅଧିବେଶନର ଆଜି ନବମ ଦୀନ । ରାଜ୍ୟରେ ଅନୁସୂଚିତ ଜାତି ଜନଜାତି ସାକ୍ଷରତା ହାର ୬୯.୨% ଅଛି । ଗୃହରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଉତ୍ତର ରଖିଛନ୍ତି ।…

୬ବର୍ଷର ନାବାଳିକାକୁ ଦୁଷ୍କର୍ମ !

କଟକ, ୨୨ା୧୧(ଓଡ଼ିଶା ଭାସ୍କର): ପୁଣିଥରେ ଏକ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ଏହିପରି ଲଜ୍ଜାକାର ଘଟଣା କଟକ ନେମାଳ ଅଞ୍ଚଳରେ ଘଟିଛି । ନାବାଳିକାକୁ ୬ବର୍ଷ ହୋଇଥିବା ଜଣାପଡ଼ିଛି । ଗାଁ ନିକଟରେ ଯାତ୍ରା…

ବେଆଇନ ଭାବେ ମାଛ ମାରୁଥିବାରୁ ଗହୀରମଥାରୁ ୨୦ମତ୍ସ୍ୟଜୀବୀ ଗିରଫ

ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ରାଜନଗର ଗହୀରମଥାରୁ ୨୦ମତ୍ସ୍ୟଜୀବୀ ଗିରଫ ହୋଇଥିବା ସୂଚନା ମିଳିଛି । ବେଆଇନ ଭାବେ ମାଛ ମାରୁଥିବା ବେଳେ ୨ଟ୍ରଲର ଜବତ ହେବା ସାଙ୍ଗକୁ ୨୦ଜଣ ଗିରଫ ମଧ୍ୟ ହୋଇଛନ୍ତି ।…

ଦୁର୍ନୀତି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା

ଭୁବନେଶ୍ୱର,୨୨ା୧୧(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ରାଜକନିକାରୁ ନବୀନ ନିବାସ ଯାଏ କଂଗ୍ରେସ ପଦଯାତ୍ରା କରୁଛି । ବିଭିନ୍ନ ପ୍ରକାର ଦୁର୍ନୀତି ପ୍ରତିବାଦରେ କଂଗ୍ରେସ ଏହି ପଦଯାତ୍ରା କରୁଥିବା ସୂଚନା ମିଳିଛି । ପୂର୍ବତନ…